Health Tips – ବାବା ଦେଲେ ଓପନ୍ ଚ୍ୟାଲେଞ୍ଜ ! କରୋନାଠୁ ଯଦି ବଞ୍ଚିବାକୁ ଚାହାନ୍ତି ୩ ଟି କଥା ଗଣ୍ଠି ବାନ୍ଧି ଦିଅନ୍ତୁ, ଥରୁଟିଏ ନିଶ୍ଚୟ କରନ୍ତୁ ଏହି କାମ…. ଅଧିକ ମାତ୍ରାରେ ସେୟାର କରନ୍ତୁ

କରୋନା ସଂକ୍ରମଣ ଦେଶରେ ଦିନ କୁ ଦିନ ଏତେ ମାତ୍ରାରେ ବୃଦ୍ଧି ହେଉଛି ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି । ତେବେ ଏହି ଭାଇରସ୍ ଟି ଚୀନ ଦେଶରୁ ଆସି ସାରା ବିଶ୍ୱକୁ ବ୍ୟାପିଛି । ତେଣୁ ସମଗ୍ର ବିଶ୍ୱ ବର୍ତ୍ତମାନ ଏହି କରୋନା ଭାଇରସ୍ ସହିତ ଲଢେଇ କରୁଛି । ପ୍ରତିଦିନ ଲୋକେ ସଂକ୍ରମିତ ହେଉଛନ୍ତି ଓ କରୋନା ରୋଗୀ ପ୍ରତିଦିନ ମୃତ୍ୟୁବରଣ କରୁଛନ୍ତି । ବର୍ତ୍ତମାନ ଏହି ଭାଇରସ୍ ର ଦ୍ୱିତୀୟ ଓ ତୃତୀୟ ଲହର ଉଗ୍ର ରୂପ ଧରି ମୃତ୍ୟୁର ତାଣ୍ଡବ ରଚି ଚାଲିଛି ସାରା ବିଶ୍ୱରେ । ଅନେକ ଲୋକ ପ୍ରତିଦିନ ହସପିଟାଲ୍ ରେ ମୃତ୍ୟୁ ବରଣ କରୁଛନ୍ତି ।

ଏହି ଭାଇରସ୍ ଟି ମାର୍ଚ୍ଚ ମାସରୁ ଚିହ୍ନଟ ହେବା ସତ୍ତ୍ୱେ ମଧ୍ୟ ଆଜି ଯାଏଁ ଏହାର କୌଣସି ପ୍ରତିଷେଧକ ଟିକା ସଠିକ୍ ଭାବରେ ପ୍ରସ୍ତୁତ ହୋଇ ପାରି ନାହିଁ ।ତେବେ ଏହି ଭାଇରସ୍ ଠାରୁ ରକ୍ଷା ପାଇବା ପାଇଁ ଆମେ ଆପଣଙ୍କୁ କିଛି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ , ଯାହାକୁ ଆୟୁଷ ମନ୍ତ୍ରାଳୟ. ପକ୍ଷରୁ ସ୍ୱୀକୃତି ଦେଇଛନ୍ତି ।ତେବେ ଆସନ୍ତୁ ଜାଣିବା –

1- ପ୍ରଥମ ଉପାୟ- ପ୍ରତିଦିନ ଏକ ଗ୍ଲାସ୍ ରେ କ୍ଷୀର ଓ ଅଧା ଚାମୋଚ ହଳଦୀ ଗୁଣ୍ଡ ମିଶାଇ ଏହାକି ପ୍ରତିଦିନ ସକାଳଏ ସନ୍ଧ୍ୟା ରେ ସେବନ କରିବା ଉଚିତ୍ । ଏହା ଦ୍ୱାରା ହଳଦୀରେ ଥିବା ଭିଟାମିନ୍ ଶରୀରକୁ ଶକ୍ତି ଯୋଗାଇଥାଏ ଓ ହଳଦୀ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବଢାଇଥାଏ । ଆମ ଶରୀରର ଇମ୍ୟୁନିଟି ବୁଷ୍ଟ ହେଉଥାଏ । ଏହା ଦ୍ୱାରା ସଂକ୍ରମଣ ହେବାର କମ୍ ସମ୍ବାବନା ରହିଥାଏ ।ହଳଦୀର ଥିବା ଆଣ୍ଟି ବ୍ୟାକ୍ଟେରିଆ ଗୁଣ ଆମକୁ ସଂକ୍ରମଣ ହେବାରୁ ବଞ୍ଚାଇଥାଏ ।

2- ଦ୍ୱିତୀୟ ଉପାୟ- ଗୋଲ୍ଡେନ୍ ୱାଟର – ଏହାକୁ ପ୍ରସ୍ତୁତ କରିବା ପାଇଁ ଗୋଟିଏ ଗ୍ଲାସ୍ ଉଷୁମ ପାଣିରେ ଅଳ୍ପ ହଳଦୀ ଗୁଣ୍ଡ ମିଶାଇ ଏହାକୁ ଦିନରେ ଦୁଇ ଥର ଗର୍ଗଲିଂ କରନ୍ତୁ । କରୋନା ଭାଇରସ୍ ଆଖି ନାକ ପାଟି ଦେଇ ଆମ ଶରୀର ମଧ୍ୟୁ ପ୍ରବେଶ କରିଥାଏ ଓ ଏହା ପ୍ରବେଶ କରିବା ପୂର୍ବରୁ ଗଳାରେ 4 ଦିନ ରହିଥାଏ ଯେଉଁଥି ପାଇଁ ଆମକୁ କାଶ ହୋଇଥାଏ । ତେଣୁ ଗର୍ଗଲିଂ କରିବା ଦ୍ୱାରା ଭାଇରସ୍ ମରିଯିବାର ସମ୍ଭାବନା ରହିଥାଏ ।


3- ତୃତୀୟ ଉପାୟ- ଏହି ସମୟରେ ଗିଲୋୟେର ସେବନ କରନ୍ତୁ । ଏହାର ପତ୍ର ରସକୁ କିମ୍ବା ଡାଳକୁ ସିଝାଇ ସେବନ କରିବା ଉଚିତ୍ । ତେବେ ଏହାର ଟେବଲେଟ୍ ମଧ୍ୟ ଅଛି । ଏହାର ରସ ବଜାରରେ ମିଳୁଛି , ଆପଣ ଏହାକୁ ସେବନ କରି ପାରିବେ । ଏହା ଆଣ୍ଟି ଭାଇରାଲ୍ ଅଟେ । ତେଣୁ ଏହାକୁ ସେବନ କରିବା ଦ୍ୱାରା ସଂକ୍ରମଣ ହେବାର ସମ୍ଭାବନା କମ୍ ରହିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।