ଦେଖନ୍ତୁ ମୃତ୍ୟୁର LIVE ଭିଡିଓ !ବାଇକରେ ଧକ୍କା ହେଲା କାର, ୧୦ ଫୁଟ ଉପରକୁ ଉଡିଗଲେ ଯୁବତୀ, ଆଉ ତା ପରେ ଯାହା ହେଲା……

ଆଜି କାଲି ସମାଜ ରେ ପ୍ରତିଦିନ କୋଉଠି ନା କୋଉଠି ଦୁର୍ଘଟଣା ଲାଗି ରହି ଥାଏ | ଆଗ କାଳ ରେ ଲୋକ ମାନେ ଏତେ ଗାଡ଼ି ଚଳାଉ ନଥିଲେ ପ୍ରାୟ ସାଇକେଲ ରେ ଯିବା ଆସିବା କରୁଥିଲେ | କିନ୍ତୁ ଏବେ ବର୍ତ୍ତମାନ କାଳ ରେ ଗାଡ଼ି ନ ହେଲେ ଅଚଳ ସମସ୍ତେ ଗାଡ଼ି ଚଳାଉଛନ୍ତି, ପୁଣି ଅତି ଦ୍ରୁତ ଗତି ରେ ମଧ୍ୟ ଚଳାଉଛନ୍ତି | ଏହି ଦ୍ରୁତ ଗତିରେ ଗାଡ଼ି ସମସ୍ତେ ଚଳାଉ ଥିବାରୁ ଆଜି କାଲି ର ସମାଜ ରେ ଦୁର୍ଘଟଣା ମଧ୍ୟ ବଢ଼ିବାକୁ ଲାଗିଛି |

ଏହି ଗାଡ଼ି ଦୁର୍ଘଟଣା ରେ କେହି କେହି ବହୁତ ଜୋର ରେ ଆଘାତ ହୋଇ ଥାଆନ୍ତି ଏବଂ କାହାର ମଧ୍ୟ ଜୀବନ ଚାଲି ଯାଇ ଥାଏ ଏହି ଦୁର୍ଘଟଣା ରେ | ଏହି ଭଳି ଏକ ଭୟଙ୍କର ଦୁର୍ଘଟଣା ଦେଖିବାକୁ ମିଳିଛି ଏକ ସ୍ଥାନ ରେ, ତେବେ ଆସନ୍ତୁ ଜାଣିବା ଏହି ଦୁର୍ଘଟଣା ବିଷୟରେ |

ତେବେ ଏହି ଭିଡ଼ିଓ ଟି ଏକ ସିସି ଟିଭି ରେ କଏଦ ହେଉଛି ଯେଉଁ ଥିରେ ଦେଖୁବାକୁ ମିଳିଛି ଯେ ଗୋଟେ କାର ଯାଉ ଥିବା ବେଳେ ତିନୋଟି ବାଇକ ଏବଂ ଗୋଟେ ସ୍କୁଟି ଧକ୍କା କରିଛି ସେହି ସ୍କୁଟି ରେ ଥିବା ଯୁବତୀ ଜଣ ଙ୍କ 10 ଫୁଟ ଉପରକୁ ଉଡି ଯାଇ ପଡିଛି | ତେବେ ଏହା କେଉଁ ଠାରେ ଦୁର୍ଘଟଣା ଘଟିଛି ତାହା ଏବେ ପର୍ଯ୍ୟନ୍ତ ଜଣା ପଡ଼ି ନାହିଁ | ଯାହା ଏଇ ଭିଡ଼ିଓ ମାଧ୍ୟମ ରେ ଜଣା ପଡିଛି ଯେ ଗୋଟିଏ କାର ତାର ବ୍ରେକ ମାରି ଗାଡ଼ି ବୁଲାଉ ଥିବା ବେଳେ ତା ପଛ ରେ ଆସୁ ଥିବା ତିନୋଟି ବାଇକ ଏବଂ ଗୋଟେ ସ୍କୁଟି ତାକୁ ପଛ ରୁ ଧକ୍କା କରିଛି |

ଏହା ପରେ ଗାଡ଼ି ଗୁଡ଼ିକ ଛୀନ ଛତର ହୋଇ ପଡ଼ି ଥିଲା ଏବଂ କାର ଟି ଓଲଟି ପଡ଼ି ଥିଲା ଆଗ କାଚ ମଧ୍ୟ ଭାଙ୍ଗି ରୁଜି ଯାଇ ଥିଲା | ଏହି ଗାଡ଼ି ଚଳାଉ ଥିବା ଲୋକ ମାନେ ବହୁତ ଗୁରୁତର ହୋଇ ପଡ଼ି ଥିଲେ | ସ୍କୁଟି ରେ ଥିବା ଯୁବତୀ ଜଣ ଙ୍କ ମଧ୍ୟ ଧକ୍କା ରେ 10 ଫୁଟ ଉପରକୁ ଉଡି ଯାଇ ବହୁତ ଜୋର ରେ ଆଘାତ ହୋଇ ଥିଲେ | ଏହା ପରେ ସ୍ଥାନୀୟ ଲୋକ ମାନେ ଗୁରୁତର ମାନଙ୍କୁ ଶୀଘ୍ର ପାଖ ହସ୍ପିଟାଲ କୁ ସ୍ଥାନାନ୍ତରିତ କରି ଥିଲେ |

ଏହି ଭଳି କେତେ କେତେ ଦୁର୍ଘଟଣା ଘଟୁ ଥିବାରୁ ଅନେକ ଙ୍କର ଜୀବନ ମଧ୍ୟ ଚାଲି ଯାଉଛି, ଏଣୁ ଆପଣ ମାନଙ୍କୁ ଅନୁରୋଧ ଯେ ସଚେତନତା ହୋଇ ଗାଡ଼ି ଚଳାନ୍ତୁ ଆମେ ଯଦି ଧୀର ଗତି ରେ ଗାଡ଼ି ଚଳାଇବା ତେବେ ଏହି ଦୁର୍ଘଟଣା ରୁ ବଞ୍ଚି ପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।