Jyotish Shastra- ଆଜି ଶନିବାର , ଶନିଦେବ କରିବେ ନକ୍ଷେତ୍ର ପରିବର୍ତ୍ତନ , ଏହି 4ଟି ରାଶିକୁ ମିଳିବ, ଅପାର ଖୁସି ….

ମନୁଷ୍ୟ ଜୀବନରେ ରାଶିଚକ୍ରର ବହୁତ ମହତ୍ୱ ରହିଛି । ମନୁଷ୍ୟ ନିଜର ରାଶି ଦ୍ୱାରା ନିଜର ଆଗତ ଭବିଷ୍ୟତ ସମ୍ପର୍କରେ ସମସ୍ତ ପ୍ରକାର ସୂଚନା ପାଇ ପାରିଥାଏ । ଯେତେବେଳେ ଜଣେ ବ୍ୟକ୍ତି ଜନ୍ମ ହୋଇଥାଏ ସେତେବେଳେ ତାର ଜନ୍ମ ସମୟ ତିଥି ଓ ମାସ କୁ ବିଚାର କରି ସେହି ବ୍ୟକ୍ତି ର ରାଶି ନିର୍ଧାରଣ କରାଯାଇଥାଏ । ଶାସ୍ତ୍ରରେ ଏହା ଲେଖା ଅଛି ଏହି ପରି ସମୟ ବହୁତ ବର୍ଷ ବ୍ୟବଧାନ ରେ ଆସିଥାଏ ଓ ବହୁତ କମ ଆସିଥାଏ ।

ଆଜିଠାରୁ ଶନିଦେବ ଙ୍କର ବକ୍ର ଦୃଷ୍ଟି ନୁହେଁ କ୍ରୁପ ଦୃଷ୍ଟି ପଡୁଛି ଏହି 6ଟି ରାଶି ମାନଙ୍କ ଉପରେ । ପ୍ରତ୍ୟେକ କ୍ଷେତ୍ର ରେ ଏମାନଙ୍କୁ ସଫଳତା ମିଳିବାକୁ ଯାଉଛି । ଯେପରି ସବୁଠାରୁ ଅଧିକ କ୍ରୋଧୀ ଗ୍ରହ ଙ୍କୁ ହିଁ ନ୍ୟାୟଧିଶ ଉପାଧି ଦିଆଯାଇଛି ।ଯାହାକୁ ଆମେ ଭଗବାନ ଶନିଦେବଙ୍କ ନାମରେ ଜାଣିଛେ ଓ ଆମେ ଯାହା ବି ଭୁଲ କାର୍ଯ୍ୟ କରିଥାଉ ତାର ସମ୍ପୂର୍ଣ ବିବରଣୀ ଶନି ମହାରାଜଙ୍କ ପାଖରେ ରହିଥାଏ ଏବଂ ଆମକୁ ସେ ସେହି ହିସାବରେ ଦଣ୍ଡ ମଧ୍ୟ ଦେଇଥାନ୍ତି ।

ହିନ୍ଦୁଧର୍ମର ମାନ୍ୟତା ଅନୁସାରରେ ଶନିଦେବଙ୍କୁ ନ୍ୟାୟପ୍ରଦାନ କାରୀ ଦେବତା ଭାବେ ବିଚାର କରାଯାଇଥାଏ ଓ ଯେବେ ବି ତାଙ୍କର କୃପା ଯେଉଁ ମାନଙ୍କ ଉପରେ ହୋଇଥାଏ ସେହି ବ୍ୟକ୍ତିଙ୍କୁ କୌଣସି ପ୍ରକାରର ସମସ୍ୟା ରହିନଥାଏ ଓ ସେମାନଙ୍କର ସମସ୍ତ କାର୍ଯ୍ୟ ବୀନା ବାଧାବିଘ୍ନରେ ପୂର୍ଣ ହୋଇଥାଏ । ଗ୍ରହ ମାନଙ୍କର ଚଳନ ବଦଳିବା କାରଣରୁ ଆଜି ରାତି ଠାରୁ ଆଗାମୀ 21 ବର୍ଷ ପର୍ଯ୍ୟନ୍ତ ଏହି ରାଶି ମାନଙ୍କର ଭାଗ୍ୟରେ ଅଦ୍ଭୁତପୂ୍ର୍ବ ପରିବର୍ତ୍ତନ ହେବାକୁ ଯାଉଛି ।

ମେଷରାଶି –

ଶନିଦେବଙ୍କ କୃପାରୁ ଏହିରାଶିର ଭାଗ୍ୟରେ ଅଚାନକ ଆଜି ରାତିପରଠାରୁ ବଡ ପରିବର୍ତ୍ତନ ହେବାକୁ ଯାଉଛ । ଆପଣଙ୍କୁ ଧନ ଓ ମାନସମ୍ମାନ ପ୍ରାପ୍ତ ହୋଇପାରେ । ଏମାନଙ୍କ ଜୀବନରକେ ଅଟକି ରହିଥିବା ସମସ୍ତ କାର୍ଯ୍ୟ ପୁଣିଥରେ ଆରମ୍ଭ ହେବାକୁ ଯାଉଛି ।

ସିଂହରାଶି – ଏମାନେ ନୂତନ କାର୍ଯ୍ୟମାନ ଆରମ୍ଭ କରିବେ ଏବଂ ସେଥିରେ ସଫଳତା ଲାଭ କରିବେ । ଶନିମହାରାଜାଙ୍କ କୃପାରୁ ଯେଉଁ ବ୍ୟକ୍ତି ମାନେ ଚାକିରୀ କରୁଛନ୍ତି ସେମାନଙ୍କର ପଦୋନ୍ନତି ହାସଲ କରିବେ ଏବଂ ବ୍ୟବସାୟୀ ମାନେ ବ୍ୟବସାୟରେ ଲାଭବାନ ହେବେ ।

କନ୍ୟାରାଶି – ଏମାନଙ୍କ ଭାଗ୍ୟରେ ପରିବର୍ତ୍ତନ ହେବାକୁ ଯାଉଛି , ଏହି ରାଶି ଅନ୍ତର୍ଗତ ଥିବା ବ୍ୟକ୍ତି ମାନଙ୍କ ଜୀବନରେ ଧନ ସମ୍ପଦର ବର୍ଷା ହେବାକୁ ଯାଉଛି ।ପାରିବାରିକ ଜୀବନ ଅତ୍ୟନ୍ତ ସୁଖମୟ ହେବାକୁ ଯାଉଛି ।ଯେଉଁମାନେ ଅବିବାହିତ ରହିଛନ୍ତି ସେମାନଙ୍କର ଖୁବ୍ ଶୀଘ୍ର ବିବାହର ଯୋଗ ବନୁଛି ।

ତୁଳାରାଶି –

ଏହି ରାଶିର ବ୍ୟକ୍ତିମାନେ ସମାଜରେ ନିଜର ପ୍ରତିଷ୍ଠା ସ୍ଥାପନ କରିବେ । ସମାଜରେ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ହେବ ଏବଂ ଏମାନଙ୍କ ଜୀବନରେ ଧନ ହାସଲ କରିବା ନିମନ୍ତେ ବିଭିନ୍ନ ପ୍ରକାର ସୁଯୋଗ ପ୍ରାପ୍ତ ହେବ ।ଶନିଦେବଙ୍କ କୃପାରୁ ପାଠପଢାରେ ଉନ୍ନତି ଘଟିବା ସହିତ ଜୀବନରେ ବଡ ଧରଣର ପରିବର୍ତ୍ତନ ହେବାକୁ ଯାଉଛି ।
କର୍କଟରାଶି – ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ଆଗାମୀ ଦିନରେ ସବୁ ଖୁସି ମିଳିବାକୁ ଜାଉଛି ।ପ୍ରଭାବଶାଳୀ ଲୋକଙ୍କ ସହ ନୂଆ ସମ୍ଭନ୍ଧ ସୃଷ୍ଟି ହେବ । ସନ୍ତାନର ଉନ୍ନତିରେ ବିକାଶ ଘଟିବ । ନିଜ ଜୀବନରେ ଚାଲୁଥିବା ସମସ୍ୟାର ସମାଧାନ ଘଟିବ । ରୋଜଗାରର ନୂଆ ଉପାୟ ମିଳିବ ।

କୁମ୍ଭରାଶି – ଏହି ରାଶି ଲୋକଙ୍କ ଉପରେ ଶନିଦେବଙ୍କର ଭଲ ଦ୍ରୁଷ୍ଟି ରହିବ ଏହା ସହିତ ବୃହସ୍ପତି ଯୋଗ ମଧ୍ୟ ରହିଛୁ । ଆପଣଙ୍କ ସମୟ ଅତି ଉତ୍ତମ ରହିବ । ଆପଣଙ୍କୁ ଆପଣଙ୍କ ମନ ପସନ୍ଦର ଫଳ ମିଳିବ । .ଘରର ସମସ୍ତ ଲୋକ ଆପଣଙ୍କୁ ସମର୍ଥନ କରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।