ଦେଖନ୍ତୁ ଏହି live ଭିଡିଓ ! ମୃତ ବି ଏମିତି ଆସେପାରେ ଅତଡା ଖସିଗଲା ଭାଈ ଭାସିଗଲେ ନଦୀରେ .. ଆଉ ତା ପରେ ଯାହା ହେଲା……

କଥାରେ ଅଛି ଲୋଭ ହିଁ ମଣିଷର ପରମ ଶତ୍ରୁ । ଆମ ଏଇ ସମାଜରେ ଲୋକମାନେ ଅତି ଲୋଭରେ କିଛି ପାଇବା ଅନ୍ୟର ଜୀବନ ନେବାକୁ ମଧ୍ୟ ପଛାନ୍ତି ନାହିଁ । ଏହା ସହିତ ନିଜ ଜୀବନ କୁ ମଧ୍ୟ ବାଜି ଲଗାଇ ଦେଇଥାନ୍ତି । ଲୋଭ ହିଁ ମଣିଷକୁ ଭଲ ରାସ୍ତାରୁ ଖରାପ ରାସ୍ତାକୁ ନେଇ ଯାଇଥାଏ । ଆଜିକାଲି ସମାଜରେ ଲୋକମାନେ ହିଁ ତ ସବୁବେଳେ ଭଲ ଖାଇବା , ଭଲ ପିନ୍ଧିବା ଭଳି ଇତ୍ୟାଦି କାର୍ଯ୍ୟ ପାଇଁ ସବୁବେଳେ ଇଚ୍ଛା କରିଥାଏ । ଲୋକମାନେ ଚାହାଁନ୍ତି କି ମୋ ପାଖରେ ଅଧିକ ଟଙ୍କା ପଇସା ହେଉ । ମୁଁ ସମସ୍ତଙ୍କ ସବୁଠାରୁ ଅଧିକ ଧନୀ ମଣିଷ ହୁଏ ।

ସମାଜରେ ଆଜିକାଲି ର ଲୋକମାନେ ଏହା ହିଁ ପ୍ରାପ୍ତ କରିବାକୁ ଚାହୁଁଛନ୍ତି । ମଣିଷ ମାନଙ୍କୁ ସମସ୍ତ ବସ୍ତୁ ପ୍ରତି ଲୋଭ ଆସିଥାଏ । ଲୋଭ ଆସିଗଲା ପରେ ତାହାକୁ ଯେକୌଣସି ଉପାୟରେ ପାଇବାକୁ ଇଚ୍ଛା କରିଥାଏ ।

ଶେଷରେ ସେ ଏତେ ତଳକୁ ଖସି ଯାଇଥାଏ ଯେ , ଯାହାକୁ କଳ୍ପନା କରା ଯାଇ ନ ଥାଏ । ଲୋଭ ହିଁ ମଣିଷକୁ ମୃତ୍ୟୁର ଦ୍ୱାର କୁ ନେଇଯାଇଥାଏ । ଯାହାକୁ କି ଆଜିକାଲି ର ସମାଜର ଲୋକମାନେ ତାହାକୁ ବୁଝି ପାରନ୍ତି ନାହିଁ ।ଗୋଟେ ପରେ ଗୋଟେ ଭୁଲ୍ କରି ଚାଲନ୍ତି ।

ଆଜାକାଲି ସମସ୍ତେ ପ୍ରାୟତଃ ସୋସିଆଲ୍ ମିଡିଆ ସହିତ ଜଡିତ ହୋଇ ରହିଛନ୍ତି । ଅଧିକାଂଶ ଯୁବପିଢୀ ମାନେ ଏହାକୁ ବହୁତ ବ୍ୟବାହର କରୁଛନ୍ତି । ସୋସଇଆଲ୍ ମିଡିଆରେ ସମସ୍ତେ ବିଭିନ୍ନ ପ୍ରକାରର ଭିଡିଓ , ଗୀତ , ଫୋଟ ଆଦିକୁ ପୋଷ୍ଟ କରିଥାନ୍ତି ।

 ଯାହାଦ୍ୱାରା ଲୋକମାନେ ବିଭିନ୍ନ ଜାଗାର ଘଟଣାବଳୀ ଗୁଡିକ ବିଷୟରେ ଜାଣିବାକୁ ପାଇଥାଏ । ସେ ଭିଡିଓ ଗୁଡିକ ମଧ୍ୟ ଲୋକମାନଙ୍କୁ ମନରଞ୍ଜନ ଦେଇଥାଏ । ତେବେ ସେବିଭଳି ଏକ ଲୋଭୀ ଲୋକ ର ଭିଡିଓ ସାମ୍ନାକୁ ଆସିଛି ଯାାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ କିଛି ଦିନ ତଳେ ବାତ୍ୟା ୟାଶ୍ ତାର ତାଣ୍ଡ ରୂପ ଦେଖାଇ ସାରିଛି । ତାର ପ୍ରଭାବ ମଧ୍ୟ ଏବେ କିଛି କିଛି ଜାଗାରେ ରହିଛି । କିଛି କିଛି ଜାଗାରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ଭିିଡଓ ରେ ଦେଖାଯାଉଛି କି ଏହି ବନ୍ୟା ସମୟରେ ପାଣିର ସୁଅ ବହୁତ ମାତ୍ରାରେ ପଡିଥିଲେ ସୁଦ୍ଧା ଜଣେ ବ୍ୟକ୍ତି ସେହି ବନ୍ୟା ତଟବର୍ତ୍ତୀ ଅଞ୍ଚଳରେ ନଡିଆ ଗଛରେ ଉଠି ନଡିଆ ବିଛାଉଥିଲେ । ନଡିଆ ବିଛାଇ ଥିବା ସମୟରେ ହଠାତ୍ ପାଣିର ସୁଅରେ ମାଟି ଅତଡା ଖସି ଲୋକଟି ପାଣିରେ ଭାସି ଯାଇଥିବାର ଦେଖାବକୁ ମିଳିଥିଲା । କିନ୍ତୁ ଲୋକଟି ଅଳ୍ପକେ ବର୍ତ୍ତି ଯାଇଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।