ollywood news- ପୁଣି ଏତେ ଦିନ ପରେ ଏକାଠି ନଜର ଆସୁଛନ୍ତି ଅଭିନେତୀ ବବିମିଶ୍ର ଏବଂ ଅଭିନେତ୍ରୀ ଜିନା…..

ଆପଣ ମାନେ ଜାଣିଛନ୍ତି ଉଭୟ ଛୋଟ ଏବଂ ବଡ ପରଦା ରେ ବଡ ଧମାକା ଦେଖାଉଥିବା କିଛି ଏମିତି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ତାଙ୍କର ଅଭିନୟ ର ଯାଦୁ ରେ ବାନ୍ଧି ରଖିଥାନ୍ତି ତାଙ୍କର ଦର୍ଶକ ମାନଙ୍କୁ । ସେମାନଙ୍କର ସୁନ୍ଦରତା ଏବଂ ଅଭିନୟ ଦର୍ଶକ ମାନଙ୍କୁ ସେମାନଙ୍କ ଆଡକୁ ବିମୋହିତ କରିଥାଏ । ସେହିପରି ଓଡିଆ ଫିଲ୍ମ ଏବଂ ଧାରାବାହିକ ଜଗତର ଜଣେ ଚୁଲବୁଲି ସୁନ୍ଦରୀ ନାୟିକା ହେଉଛନ୍ତି ଅଭିନେତ୍ରୀ ଜିନା ସାମଲ । ଯିଏକି ନିଜର ଜବରଦସ୍ତ ଅଭିନୟ ପାଇଂ ଅନେକ ପ୍ରଶଂସା ସାଉଁଟି ସାରିଛନ୍ତି ।

ଆପଣ ତ ଜାଣିଥିବେ ଏମିତି ରେ ବି ଅଭିନୟ ଜଗତରେ ସବୁବେଳେ କିଛି ନାଁ କିଛି ଭିନ୍ନ ରହସ୍ୟ ଭରି ରହିଥାଏ , କାରଣ ଏମାନଙ୍କର ଜୀବନ ଶୈଳୀ ଟିକେ ଅଲଗା ଧରଣର ।

ବାସ୍ତବିକ ଭାବରେ ଯେତେବେଳେ ସିନେମା ବା ଅଭିନୟ ଜଗତର କଥା ଆସେ ସେତେବେଳେ ସମସ୍ତେ ସାମାନ୍ୟ ଚକିତ୍ ହେବା ସାଧାରଣ କଥା । ଷ୍ଟାର ନାୟକ ଏବଂ ନାୟିକା ମାନେ ସେମାନଙ୍କର ଦୈନନ୍ଦିନ ତଥା ବ୍ୟକ୍ତିଗତ ଜୀବନକୁ ନେଇ କିଛି ନାଁ କିଛି କାର୍ଯ୍ୟ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇ ରହିଥାନ୍ତି । ତେବେ ସେମାନେ କେତେବେଳେ ନିଜର ଲଭ୍ ଲାଇଫ୍ ପାଇଁ ତ କେତେବେଳେ ନିଜର ନାଚ ଗୀତ ପାଇଂ ଚର୍ଚ୍ଚା ରେ ରହିଥାନ୍ତି ।

 ପୁଣି କେତେବେଳେ ନିଜର ଚଳଚିତ୍ର ପାଇଂ ତ ପୁଣି କେତେବେଳେ ନିଜର ଲାଇଫ୍ ଷ୍ଟାଇଲ୍ ଓ ବ୍ୟକ୍ତିଗତ ଜୀବନ ପାଇଂ , ସବୁବେଳେ ସେମାନେ ସୋସିଆଲ ମିଡିଆରେ ଚର୍ଚ୍ଚିତ ହୋଇଥାନ୍ତି । ପ୍ରତି ମୁହୂର୍ତ୍ତକୁ ସେମାନଙ୍କ ପ୍ରଶଂସକ ମାନଙ୍କ ସହିତ ଶେୟାର କରିଥାନ୍ତି ।

ତେବେ ସେହିଭଳି ଜଣେ ଅଭିନେତ୍ରୀ ହେଉଛନ୍ତି ଜିନା ସାମଲ । ତେବେ ତାଙ୍କର ପର୍ସନାଲ ଲାଇଫ୍ କଥା ମଧ୍ୟ ଅଳ୍ପ ବହୁତ ଜାଣିଥିବେ । ଅଭିନେତ୍ରୀ ଜିନା ଏବଂ ରୁଦ୍ର ନିଜର ଚେଷ୍ଠା, ନିଷ୍ଠା ଏବଂ ସଘର୍ଷ ମାଧ୍ୟମରେ ଆଜି ଏ ପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି ।

ତେବେ ଆଜି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି କେବଳ ନିଜର ଆତ୍ମ ବିଶ୍ବାସ, ଦୃଢ ମନୋବଳ ଏବଂ କଠିନ୍ ପରିଶ୍ରମ ବଳରେ । ଜିନା ଆଲବମ୍ ଦୁନିଆରୁ ନିଜର କ୍ୟାରିୟର ଆରମ୍ଭ କରି ଅନେକ ଚଳଚିତ୍ର ତଥା ଟିଭି ସିରିଏଲ୍ ମଧ୍ୟ ଅଭିନୟ କରିବାର ସୁଯୋଗ ପାଇଂ ନିଜକୁ ବେଷ୍ଟ ପ୍ରମାଣିତ କରିସାରିଛନ୍ତି ।

ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କି ଅଭିନେତା ବବି ମିଶ୍ର ଏବଂ ଜିନା ସାମଲ ଏକାଠି କାମ କରୁ ଥିବାର ନଜର ଆସିଛନ୍ତି । ଆଉ ଏହା ଏକ ନଦୀ ପାଖ ଝାଉଁବଣରେ ସୁଟିଂ ହେଉଥିବା ଦେଖିବାକୁ ମିଳିଛି କିନ୍ତୁ ତାହା କେଉଂ ଫିଲ୍ମର ସୁଟିଂ ହେଉଛି ତାହା ଜଣାନାହିଁ । ହେଲେ ଖରାରେ ସୁଟି ହେଉଛି ଏବଂ ସେଠାରେ ଜିନାଙ୍କ ସ୍ବାମୀ ଅଭିନେତା ରୁଦ୍ର ମଧ୍ୟ ରହିଛନ୍ତି । ଏହାସହିତ ଅନ୍ୟ କଳାକାର ମାନେ ରହିଛନ୍ତି ।