Breking News – ଆଜି ପୁଣି ଚଳଚିତ୍ର ଜଗତକୁ ଆସିଲା ଦୁଃଖର ଲହରୀ । ଏହି ପ୍ରସିଦ୍ଧ କଳାକାର କଲେ ମୃତ୍ୟୁବରଣ । ଶୋକ ପ୍ରକାଶ କଲେ ସମସ୍ତ କଳାକାର ଏବଂ ମୁଖ୍ୟମନ୍ତ୍ରୀ…..

ଓଡ଼ିଆ ସିନେ ଜଗତ ପାଇଁ ଆସିଲା ଏକ ବଡ଼ ଦୁଖଃଦ ଖବର ପୁଣି ଜଣେ ଓଡ଼ିଆ କଳାକାର ଙ୍କର ଅକାଳ ରେ ମୃତ୍ୟୁ ହୋଇଛି | ଦୁଃଖ ରେ ଭସେଇ ଦେଇ ଯାଇଛନ୍ତି ଆଉ ଜଣେ କଳାକାର ଓଲିଓଡ଼ ଇଣ୍ଡଷ୍ଟ୍ରି କୁ | ସମ୍ବଲପୁର ର ବେଷ୍ଟ କମେଡିଆନ, ଯାହାକୁ କମେଡିଆନ ର କିଙ୍ଗ ବୋଲି କୁହାଯାଏ ସେ ହେଉଛନ୍ତି ଡୁଲୁ | ତାଙ୍କ ପରିବାର ରେ ଏବଂ ସମ୍ବଲପୁର ବାସୀ ଡୁଲୁ ଙ୍କ ପାଇଁ ଯେପରିକି ଶୋକ ର ଛାୟା ଖେଳି ଯାଇଛି |

ଡୁଲୁ ଙ୍କ ମୃତ୍ୟୁ ବରଣ ରେ ସମ୍ବଲପୁର କମେଡିଆନ ରେ ବହୁତ ପ୍ରଭାବ ପକାଇଛି, ତେବେ ଜଣା ପଡିଛି ବିଦ୍ୟୁତ ଆଘାତ ରେ ଆଖି ବୁଜି ଦେଇଛନ୍ତି ମିଷ୍ଟର ଡୋଲୁ | ଲୋକ ମାନଙ୍କୁ ହସାଉ ଥିବା କମେଡିଆନ ଡୋଲୁ ଓରଫ ଦୋଲା ମଣି ଦାସ ଆଉ ଏ ଜଗତ ରେ ନାହାଁନ୍ତି, ଆସନ୍ତୁ ଜାଣିବା ଏହା ସମ୍ପର୍କ ରେ |

ତେବେ ସୂଚନା ଅନୁଯାଇ ହାସ୍ୟ ଅଭିନୟ ମିଷ୍ଟର ଡୋଲୁ ରବିବାର ଦିନ ଅପରାହ୍ନ ଚାରି ଟା ରେ ଘରେ ଥିବା ଏକ କୁଲର ମରାମତି କରୁ ଥିବା ସମୟରେ ତାଙ୍କୁ ବିଦ୍ୟୁତ ଆଘାତ ଲାଗି ଥିଲା ଏବଂ ସେ ସାଙ୍ଗେ ସାଙ୍ଗେ ଅଚେତ ହୋଇ ପଡ଼ି ଥିଲେ | ଏହା ପରେ ତାଙ୍କୁ ଝାରସୁଗୁଡା ରେ ମୁଖ୍ୟ ଚିକତ୍ସାଳୟ କୁ ତାଙ୍କୁ ନେଇ ଯାଇ ଥିଲେ | ଏହା ପରେ ରାତି ପ୍ରାୟ 10.45 ରେ ଚିକିତ୍ସା ହେଉ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି |

ଏହା ତାଙ୍କ ପରିବାର ରେ ଶୋକ ର ଛାୟା ଖେଳାଇ ଦେଇଛି | ଏତେ କମ ବୟସ ରେ କଳାକାର ଡୋଲୁ ଙ୍କର ମୃତ୍ୟୁ ହୋଇ ଗଲା | ସେ ବହୁତ କମ ଦିନ ରେ ବହୁତ କମେଡି ରେ ଅଭିନୟ କରି ଲୋକ ମାନଙ୍କୁ ହସେଇ ହସେଇ ବେଦମ କରି ଲୋକ ମାନଙ୍କ ମନ କୁ କିଣି ଥିଲେ | ଡୋଲୁ ଅନେକ ମ୍ୟୁଜିକ ଭିଡ଼ିଓ ଏବଂ ଅନେକ କମେଡି ଭିଡ଼ିଓ କରି ଖ୍ୟାତ ନାମ ଅର୍ଜନ କରି ଥିଲେ |

ତାଙ୍କ ପରିବାର ଏବେ ରୋଜଗାର ପୁଅ କୁ ହରାଇ ବହୁତ ଦୁଃଖ ରେ ଅଛନ୍ତି କାରଣ ଡୋଲୁ ଏବେ କମେଡିଆନ ଅଭିନୟ ରେ ବେସ ପପୁଲାର ଥିଲେ | ଲୋକ ମାନେ ବହୁତ ହିଁ ଭଲ ପାଉ ଥିଲେ ଡୋଲୁ ଙ୍କ କମେଡି କୁ, କମେଡି ର ଚତୁରତା ଏବଂ କମେଡି କୁ କିପରି ଭାବେ ତୋଳି ଧରିବା ତାହା ଶିଖି ଥିଲେ ଡୋଲୁ | ତେବେ ଏବେ ସମ୍ବଲପୁର ଇଣ୍ଡଷ୍ଟ୍ରି ଏବଂ ସମ୍ବଲପୁର ଫ୍ୟାନ ମାନଙ୍କ ମନ ରେ ଦୁଃଖ ର ସାୟା ଖେଳି ଯାଇଛି |

କମେଡିଆନ ଡୋଲୁ ଆଗକୁ ମଧ୍ୟ ଓଡ଼ିଆ ଚଳଚ୍ଚିତ୍ର ରେ ନଜର ଆସିବାର ଥିଲା କିନ୍ତୁ ଓଡ଼ିଆ ଚଳଚ୍ଚିତ୍ର ରେ ନଜର ଆସିବା ପୂର୍ବରୁ ତାଙ୍କର ଦେହାନ୍ତ ହୋଇ ଗଲା | ଡୋଲୁ ଙ୍କ ବିୟୋଗ ରେ ଏବେ ସମସ୍ତେ ଦୁଃଖ ପ୍ରକାଶ କରୁଛନ୍ତି, ଏଣୁ ଆମେ ଜଗନ୍ନାଥ ଙ୍କ ନିକଟରେ ପାର୍ଥନା କରୁଛୁ ଡୋଲୁ ଙ୍କ ଆତ୍ମା ଶାନ୍ତି ପାଇଁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।