breaking news ! ରାଜ୍ୟ ସରକାରଙ୍କ ବଡ ନିଷ୍ପତି , ଜୁନ୍ 1 ତାରିଖରେ ଖୋଲିବ ସମସ୍ତ ସ୍କୁଲ କଲେଜ୍, ଏବଂ ବିଶ୍ବବିଦ୍ୟାଳୟ , ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ…

ଏହି ମହାମାରୀ କରୋନା ସଂକ୍ରମଣ ଯୋଗୁଁ ଆମର ପ୍ରାୟ ସ୍କୁଲ ଏବଂ କଲେଜ ବନ୍ଦ ରହୁଛି | କରୋନା ମହାମାରୀ ସଂକ୍ରମିତ ରୋଗ ଏବେ ସାରା ବିଶ୍ୱରେ ବଢ଼ି ଚାଲିଛି | କରୋନା ମହାମରୀ ରୋଗର ଶିକାର ହୋଇ ଭାରତ ରେ ଅନେକ ରାଜ୍ୟରେ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି | ବିଶ୍ୱ ରେ ଏହି କରୋନା ଭାଇରସ କମିବାର ନାଁ ଧରୁନି, ଏହା ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି | ଏହାକୁ ସବୁ ଆଖି ଆଗରେ ରଖି ସ୍କୁଲ ଏବଂ କଲେଜ ସବୁ ବନ୍ଦ ରଖା ଯାଉଛି | ସ୍କୁଲ ଏବଂ କଲେଜ ବନ୍ଦ ରହିବା ଫଳରେ ପିଲା ମାନଙ୍କର ପରୀକ୍ଷା ମଧ୍ୟ ବାତିଲ ହେଉଛି |

ଏଣୁ ବିଶ୍ୱବିଦ୍ୟାଳୟ ଓ କଲେଜ ଜୁନ ପହିଲା ରୁ ଖୋଲିବା ପାଇଁ ସମସ୍ତ କୁଳପତି ଓ କଲେଜ ଅଧକ୍ଷ ମାନଙ୍କୁ କୁହା ଯାଇଛି, ତେବେ ଆସନ୍ତୁ ଜାଣିବା ଏହା ପାଇଁ କଣ ନିର୍ଣ୍ଣୟ ନିଆ ଯାଇଛି |

ତେବେ ମହାମାରୀ କରୋନା ର ପ୍ରଥମ ଲହରୀ ରେ ସ୍କୁଲ ଏବଂ କଲେଜ ପ୍ରାୟ 9 କି 10 ମାସ ବନ୍ଦ ରହି ଥିଲା | ପୁଣି ଜାନୁଆରୀ ମାସ ରୁ 3 ମାସ ପାଇଁ ସ୍କୁଲ ଓ କଲେଜ ଖୋଲା ମଧ୍ୟ କରା ଯାଇଥିଲା | କିନ୍ତୁ ଏବେ କରୋନା ର ଦ୍ୱିତୀୟ ଲହର ଆସିବା ପରେ ଭାରତ ରେ ଆତଙ୍କ ସୃଷ୍ଟି କରି ଏହା ଦିନ କୁ ଦିନ ବଢ଼ିବାରେ ଲାଗିଛି |

ଏଣୁ ଏଥି ପାଇଁ ପୁଣି ଥରେ ସ୍କୁଲ ଏବଂ କଲେଜ ଆଦି ସବୁ ବନ୍ଦ ରଖା ଗଲା | ବିଶ୍ଵବିଦ୍ୟାଳୟ ଏବଂ କଲେଜ ବନ୍ଦ ରହିବା ଦ୍ୱାରା ଏହା ପିଲା ମାନଙ୍କର ପାଠ କୁ ନେଇ ବହୁତ ପ୍ରଭାବିତ କରୁଛି ଏବଂ ମାଟ୍ରିକ ପରୀକ୍ଷା ମଧ୍ୟ ବାତିଲ କରା ଯାଇଥିଲା |

କିନ୍ତୁ ଅନ୍ୟ ପକ୍ଷ ରେ ଦେଖିବକୁ ଗଲେ ପିଲା ମାନେ ହେଉଛନ୍ତି ଆଗାମୀ କାଳର ଭବିଷ୍ୟତ, ଏହି କରୋନା ରେ ସ୍କୁଲ ଏବଂ କଲେଜ ବନ୍ଦ ନ କରା ଗଲେ ଏହା ରାଜ୍ୟ ରେ ଭୟଙ୍କର ଆତଙ୍କ ସୃଷ୍ଟି କରି ଦେଇ ଥାଆନ୍ତା | ଏଣୁ ଏହି ମହାମାରୀ କରୋନା ପାଇଁ ମେ 31 ତାରିଖ ଯାଏଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଖରା ଦିନ ଛୁଟି ଘୋଷଣା କରା ଯାଇଥିଲା | ଏହି ଗ୍ରୀଷ୍ମ ଛୁଟି ସରିବା କ୍ଷଣି ହି ଶିକ୍ଷାନୁଷ୍ଠାନ ଖୋଲିବା ଦିଗରେ ପଦକ୍ଷେପ ନେବାକୁ ବିଶ୍ୱବିଦ୍ୟାଳୟ କୁଳପତି ଏବଂ କଲେଜ ଅଧକ୍ଷ ମାନଙ୍କୁ କୁହାଯାଇଛି |

ଅନ୍ୟପକ୍ଷ ରେ ରାଜ୍ୟ ରେ ସ୍କୁଲ ଏବଂ କଲେଜ ଖୋଲିବା ନିମନ୍ତେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି, ସ୍କୁଲ ଏବଂ କଲେଜ ଖୋଲିବା ଏବଂ ପାଠ ପଢ଼ା କୁ ନେଇ ଆଲୋଚନା ହେବା ସହ ସମୀକ୍ଷା କରାଯାଇଛି | ଶିକ୍ଷା ବର୍ଷ ଏକ ପ୍ରକାର ସରି ଯାଇଛି କିନ୍ତୁ ସ୍କୁଲ ଏ ପର୍ଯ୍ୟନ୍ତ ଖୋଲି ନାହିଁ | ସର୍ବଭାରତୀୟ ସ୍ତରରେ ଗୋଟେ ବାଟ ବାହାରି ପାରିଲେ ଭଲ ହୁଅନ୍ତା | ଜୁନ ପ୍ରଥମ ସପ୍ତାହରେ ଏହା ପାଇଁ କିଛି ଚିନ୍ତା କରାଯିବ ବୋଲି କୁହା ଯାଇଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।