ଦେଖନ୍ତୁ ଭିଡିଓ ! ବାପ ଘରକୁ ବୁଲିବାକୁ ଆସି ଭଉଣୀ ଙ୍କୁ କୁଣ୍ଢାଇ କାନ୍ଦିଲେ ଅଭିନେତ୍ରୀ ଜାଙ୍କଲିନ୍ ….

ଆପଣ ଜାଣି ଥିବେ ଲୋକ ପ୍ରିୟତା ଅଭିନେତ୍ରୀ ଜ୍ୟାଙ୍କଲିନ ଏବେ ଅଭିନେତା ଅରବିନ୍ଦ ଙ୍କୁ ବିବାହ କରିଛନ୍ତି | ଅଭିନେତ୍ରୀ ଜ୍ୟାଙ୍କଲିନ ତାଙ୍କ କ୍ୟାରିୟର ରଜ କୁଇନ ରୁ ହିଁ ଆରମ୍ଭ କରି ଥିଲେ | ଏହା ପରେ ସେ ଅନେକ ସିରିଏଲ ଜଗତ ରେ କାମ କରି ଲୋକ ମାନଙ୍କ ର ମନ କୁ ଜିଣି ଥିଲେ | ଅଭିନେତା ଅରବିନ୍ଦ ମଧ୍ୟ ସିରିଏଲ ଜଗତ ରେ କାମ କରି ବହୁ ଲୋକ ଙ୍କ ମନ କିଣି ଛନ୍ତି | ଜ୍ୟାଙ୍କଲିନ ଏବଂ ଅରବିନ୍ଦ ପ୍ରେମ ବିବାହ କରି ଥିଲେ ଏବଂ ତାଙ୍କ ବିବାହ ବହୁତ ଆଡ଼ମ୍ବନା ରେ ହୋଇ ଥିଲା | ଏହି ବିବାହ ରେ ଅନେକ ସିନେମା ଜଗତ ଏବଂ ସିରିଏଲ ଜଗତ ସେଲିବ୍ରେଟି ଯୋଗ ଦେଇ ଥିଲେ ଏବଂ ଏହି ବିବାହ ରେ ସାମିଲ ହୋଇ ଥିଲେ | ]

ଜ୍ୟାଙ୍କଲିନ ଏବେ ତାଙ୍କ ଶାଶୂଘରେ ବହୁତ ଖୁସି ରେ ଅଛନ୍ତି | ସେ ତାଙ୍କ ବିବାହିତ ଜୀବନ ରେ ବହୁତ ଖୁସି ଅଛନ୍ତି ବୋଲି ଅନେକ ଭିଡିଓ ସୋସିଆଲ ମିଡ଼ିଆ ରେ ଉପଲୋଡ ମଧ୍ୟ କରନ୍ତି | ଏହି ପରି ଏକ ଭିଡ଼ିଓ ରେ ଦେଖିବାକୁ ମିଳିଛି ଯେ ଜ୍ୟାଙ୍କଲୀନ ତାଙ୍କ ଭଉଣୀ ସୋମାଲୀନ ଙ୍କୁ କୁଣ୍ଢାଇ ଧରି କାନ୍ଦିଛନ୍ତି, ଆସନ୍ତୁ ଜାଣିବା ଏହି ଭିଡ଼ିଓ ବିଷୟରେ |

ତେବେ ଅଭିନେତ୍ରୀ ଜ୍ୟାଙ୍କଲୀନ ଲୋକପ୍ରିୟତା ଅଭିନେତା ଅରବିନ୍ଦ ଙ୍କୁ ବିବାହ କରି ବହୁତ ଖୁସି ରେ ଅଛନ୍ତି ତାଙ୍କ ଶାଶୂଘରେ | ଭିଡ଼ିଓ ମାଧ୍ୟମ ରେ ଯାହା ଜଣା ପଡୁଛି ଅରବିନ୍ଦ ଜ୍ୟାଙ୍କଲୀନ କୁ ବହୁତ ଭଲ ପାଇବା ଦେଉଛନ୍ତି ଏବଂ ତାଙ୍କୁ ଖୁସି ରେ ରଖିଛନ୍ତି | ଜ୍ୟାଙ୍କଲୀନ ତାଙ୍କ ଜାଆଁଳା ଭଉଣୀ ସୋମାଲୀନ ଙ୍କୁ ବହୁତ ଭଲ ପାଆନ୍ତି |

ସୋସିଆଲ ମିଡ଼ିଆ ରେ ଭିଡ଼ିଓ ରୁ ଜଣା ପଡୁଛି ଯେ ଜ୍ୟାଙ୍କଲୀନ ଏବଂ ଅରବିନ୍ଦ ତାଙ୍କ ବାପ ଘର କୁ ବୁଲିବାକୁ ଯାଇଛନ୍ତି | ଜ୍ୟାଙ୍କଲୀନ ତାଙ୍କ ଭଉଣୀ ସୋମାଲୀନ ଙ୍କୁ ଦେଖୁ ଦେଖୁ କୁଣ୍ଢାଇ ପକାଇ ବହୁତ ଜୋର ରେ କାନ୍ଦି ଥିଲେ | ଏଇଠୁ ଜଣା ପଡୁଛି ଯେ ଦୁଇ ଭଉଣୀ ପରସ୍ପର କୁ କେତେ ମାତ୍ରା ରେ ଭଲ ପାଉଛନ୍ତି |

 ଏହି ଦୃଶ୍ୟ କୁ ଜ୍ୟାଙ୍କଲୀନ ଙ୍କ ସ୍ୱାମୀ ଅରବିନ୍ଦ ତାଙ୍କ ମୋବଇଲ ରେ ଭିଡ଼ିଓ କରି ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଥିଲେ | ଜ୍ୟାଙ୍କଲୀନ ତାଙ୍କ ଶାଶୁ ଘରେ ଯେତେ ଖୁସି ରେ ଥିଲେ ବି ସେ ତାଙ୍କ ଭଉଣୀ ଏବଂ ପରିବାର କୁ ଛାଡି ରହି ପାରୁ ନାହାଁନ୍ତି | ଯାହା ଆମେ ଏହି ଭିଡ଼ିଓ ମାଧ୍ୟମ ରେ ଜାଣି ପାରୁଛୁ | ଏଣୁ ଲୋକପ୍ରିୟତା ଜ୍ୟାଙ୍କଲୀନ ଏବଂ ଅରବିନ୍ଦ ଙ୍କ ବିବାହିତ ଜୀବନ ସୁଖ ମୟ ରେ ଭରି ଯାଉ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।