ଶନିବାର ଦିନ ସକାଳୁ ଏହି ମନ୍ତ୍ର ପତ୍ରରେ ଲେଖି ନଦୀରେ ଭସାଇବେ ଦୁର ହେବ ସବୁ ସମସ୍ୟା,…..ମାଳିକା ଭକ୍ତ ଦେଲେ ଚ୍ୟାଲେଞ୍ଜ୍……

ପ୍ରତ୍ୟେକ ଥର ଭଳି ପୁଣିଥରେ ମାଳିକା ବିଶାରଦ୍ ବାବା ସାରଦା ପ୍ରସାଦ ଙ୍କ ର ମାଳିକାର ବର୍ଣ୍ଣନାକୁ ଆମେ ଉପସ୍ଥାପନ କରିବାକୁ ଯାଉଛୁ ଆପଣଙ୍କ ସମ୍ମୁଖରେ ୟାହା ଛଅ ଶହ ବର୍ଷ ତଳର ମାଳିକା ବିଚାର ଅଟେ । ଯାହା ଜାଣିଲେ , ଶୁଣିଲେ ଆପଣ ଅନେକ ଶାନ୍ତି ପାଇଥାନ୍ତି । ଆଗତ ଭବିଷ୍ୟତକୁ ନେଇ ଯେଉଁ ମାଳିକା ର ବିଚାର ରହିଛି ତାହା କିଭଳି ଭାବରେ ମାନବ ସମାଜ ପାଇଁ ଉପାଦେୟ ତାହା ଆମକୁ ମାଳିକା ପଠନରୁ ସ୍ପଷ୍ଟ ଭାବରେ ଅନୁମେୟ ହୋଇଥାଏ ।

ବର୍ତ୍ତମାନ ସମୟରେ ମନୁଷ୍ୟ ଉପରେ କଣ ଘଟିବା ପାଇଁ ଯାଉଛି ଏବଂ ବର୍ତ୍ତମାନର ସମସ୍ତ ଘଟଣା ତଥା ସ୍ଥାନ ବିଷୟରେ ପୂର୍ବରୁ କଣ ସବୁ ମାଳିକାରେ ବର୍ଣ୍ଣିତ ହୋଇ ରହିଛି ତାହା ଆମେ ଆଲୋଚନା କରିବା ଓ ଦୃଷ୍ଟି ପକାଇବା ।

ତେବେ ଆଜି ଆମେୟ ଜାଣିବା ମାଳିକାରେ ବର୍ଣ୍ଣିତ ମନ୍ତ୍ର ସବୁ ଏବଂ କେଉଂ ମନ୍ତ୍ର ଜପ କରିଲେ କଣ ସବୁ ସିଦ୍ଧି ପ୍ରାପ୍ତ ହୁଏ । ତାହାର ବିଦ୍ଧି କଣ ରହିଛି , କିଏ କିଏ ତାକୁ ପ୍ରୟୋଗ କରିପାରିବେ ଏବଂ କେତେବେଳେ ପ୍ରୟୋଗ କରିପାରିବେ । ଆଜି ସେହିଭଳି ଗୋଟିଏ ମନ୍ତ୍ର ବିଷୟରେ ଆମେ ଆପଣଙ୍କୁ ଜଣାଇବୁ ଯାହା ଶନି ମନ୍ଦିରର ଆଚାର୍ଯ୍ୟ ବାବ ସାରଦା ପ୍ରସାଦ କହିଛନ୍ତି ।

ମହାପୁରୁଷ ଅଚ୍ୟୁତାନନ୍ଦ ମଧ୍ୟ ଶନିଦେବଙ୍କ ବିଷୟରେ ବହୁତ କଥା କଲମ କରିଛନ୍ତି , ତେଣୁ ଶନିଦେବଙ୍କର ଆଜି ଗୋଟିଏ ପ୍ରତିକାର ବିଦ୍ଧି ତଥା ସାଧନା ବିଦ୍ଧି ଆପଣଙ୍କ ପାଖରେ ଉପସ୍ଥାପନ କରୁଛୁ । ବିଶ୍ବାସ ଓ ଭକ୍ତିର ସହିତ ଏହି ସାଧନା ତଥା ପ୍ରତିକାରଟିକୁ ପାଳନ କରିଲେ ଆପଣଙ୍କ ଜୀବନରୁ ଦୁଃଖ ରୋଗ ଶୋକ , ବିଘ୍ନବାଧା ନିଶ୍ଚିତ ରୂପରେ ଅପସରି ଯିବ । ଋଣଗ୍ରସ୍ଥ, ରୋଗଗ୍ରସ୍ଥ, ଚାକିରିରେ ଅସୁବିଧା, ବିବାହରେ ବିଳମ୍ବ ଯେକୌଣସି ଜଟିଳ ପରିସ୍ଥିତିରେ ଆପଣ ଗତି କରୁଥିବେ ଜୀବନରେ ଏବଂ ଶନିଦଶା ମଧ୍ୟ ଚାଲିଥାଏ ।


ତାହେଲେ ଶନିବାର ଦିନ ଯାଆନ୍ତୁ ଶନିଦେବଙ୍କର ମନ୍ଦିରକୁ ଏବଂ କିଛି ରାଶି ତେଲ, କଳା ଅପରାଜିତା , କଳାରାଶି ଲଡୁ ପ୍ରସାଦ ଲଗାନ୍ତୁ । ଓଁ ଶନିଶ୍ଚରାୟ ବିଦମହେ, ସୂର୍ଯ୍ୟପୁତ୍ରାୟ ୟଧିମହୀ , ତନ୍ବସ୍ବରୀ ପ୍ରଚଦୟାତା । ଶନିଦେବଙ୍କର ଏହି ମନ୍ତ୍ରକୁ 21 ଥର ପାଠ କରନ୍ତୁ ଏବଂ ଶନିଚାଳିଷା ମଧ୍ୟ ପାଠ କରିପାରିଲେ ଆହୁରି ଅଧିକ ଭଲ ।

ଶନିବାର ଦିନ ନଖ, କେଶ କାଟିବେ ନାହିଁ , ତୈଳ ମାର୍ଜନ କରିବେ ନାହିଁ । ଶନିବାର ଦିନ ଏହି ବିଦ୍ଧି ପୂର୍ବକ ଆପଣ ଗୋଟିଏ ବରଗଛ ପାଖକୁ ଯିବେ ଏବଂ ବରଗଛରୁ ଗୋଟିଏ ବରପତ୍ର ଆଣିବେ । ପାଖରେ ଗୋଟିଏ କଳା କାଳି ଥିବା କଲମ ରଖିଥିବେ