ଦେଖନ୍ତୁ Shocking Viral ଭିଡିଓ–ରଖେ ହରି ତ ମାରେ କିଏ: ପ୍ରେମିକାର ଘର ଲୋକଙ୍କୁ ରାଜି କରିବା ପାଇଁ ମୋବାଇଲ ଟାୱାର ଉପରେ ଚଢିଗଲା ଯୁବକ, ଆଉ ତା’ପରେ..

ଆଜି କାଲି ର ସମାଜରେ ଯୁବକ ମାନେ ପ୍ରେମ ସମ୍ପର୍କ ପରିବାର ଠୁ ବି ଅଧିକ ଗୁରୁତ୍ୱ ବୋଲି ଭାବି ନେଇଛନ୍ତି | ଯେଉଁ ମାନେ ବି ଏହି ପ୍ରେମ ସମ୍ପର୍କ ରେ ରହିଲେ କିଛି ନା କିଛି ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି | କିଏ ଏହି ପ୍ରେମ ପାଇଁ ପରିବାର ବିରୋଧ ରେ ରହି ଆତ୍ମହତ୍ୟା କରିବାକୁ ବସିଲାଣି ତ ପୁଣି କିଏ ଏହି ପ୍ରେମ ପାଇଁ ପରିବାର ଙ୍କୁ ଛାଡ଼ି ପଳାଇଲାଣି | ପୁଣି ଅନ୍ୟ ପକ୍ଷରେ ଏହା ମଧ୍ୟ ଦେଖିବାକୁ ମିଳେ ଯେ ଜଣେ ଧୋକା ଦେଇ ଆଉ ଜଣଙ୍କୁ ବିବାହ କରି ବସେ କିନ୍ତୁ ଅପର ପକ୍ଷରେ ଆଉ ଜଣେ ସେହି ପ୍ରେମ କୁ ବିବାହ କରିବାକୁ ଜିଦ ଧରିକି ବସେ |

ଆଜି କାଲି ର ଯୁବକ ମାନେ ପ୍ରେମ ପାଇଁ ଅଧିକ ସିରିଏସ ହେଇ ଯାଉଛନ୍ତି | ପ୍ରତିଦିନ ସୋସିଆଲ ମିଡ଼ିଆ ରେ ଏହି ଭଳି କିଛି ଦୃଶ୍ୟ ଦେଖିବାକୁ ମିଳୁଛି | ବର୍ତ୍ତମାନ ମଧ୍ୟ ଏହି ପରି ଏକ ଦୃଶ୍ୟ ଆମ ଆଖି ସାମ୍ନା କୁ ଆସିଛି, ଆସନ୍ତୁ ଜାଣିବା ଏହି ସମ୍ପର୍କ ରେ |

ଝିଅ ଓ ପୁଅ ଉଭୟ ଭଲ ପାଇଲେ ଯଦି ପରିବାର ଲୋକ ରାଜି ନ ହୁଅନ୍ତି ତେବେ ସେମାନେ ଭୁଲ ରାସ୍ତା କୁ ଯିବା ପାଇଁ ମଧ୍ୟ ପଛାନ୍ତି ନାହିଁ | ଏହି ପରି ଏକ ଘଟଣା ଘଟିଛି ତେବେ ସୂଚନା ଅନୁସାରେ ଏହା ଉତ୍ତରପ୍ରଦେଶର କନୌଉଜ ଜିଲ୍ଲାରେ ଜଣେ ଯୁବକ ଯୁବତୀ ଜଣ ଙ୍କୁ ବିବାହ କରିବା ପାଇଁ ମୋବଇଲ ଟାୱାର ଉପରେ ଚଢି ଆତ୍ମହତ୍ୟାର ଉଦ୍ୟମ କରିଥିଲେ |

ଯୁବକ ଓ ଯୁବତୀ ଜଣଙ୍କ ପରସ୍ପର ଙ୍କୁ ଭଲ ପାଉ ଥିଲେ, ସେହି ଯୁବତୀ ଜଣଙ୍କୁ 19 ବର୍ଷ ହୋଇ ଥିଲା | ଯୁବତୀ ଜଣଙ୍କ ପରିବାରରେ ଝିଅଟି ର ବିବାହ ଅନ୍ୟ ଜାଗାରେ ଠିକ କରି ଦେଇ ଥିଲେ, ଏହା ପରେ ପ୍ରେମିକା ଙ୍କର ବିବାହ ଖବର ଶୁଣି ଯୁବକ ଜଣଙ୍କ ତୁରନ୍ତ ଯୁବତୀଙ୍କ ଘରେ ପହଞ୍ଚି ଥିଲେ |

ଝିଅ ଘରେ ଯୁବକ ଜଣଙ୍କ କଥାବାର୍ତା ମଧ୍ୟ କରିଥିଲେ କିନ୍ତୁ ଝିଅ ଘରେ ତାଙ୍କ ବାପା ମା ରାଜି ହୋଇ ନଥିଲେ ବେଳେ ଯୁବତୀ ଜଣଙ୍କ ମଧ୍ୟ ବିବାହ କରିବାକୁ ମନା କରି ଦେଇ ଥିଲେ | ଏହା ପରେ ଯୁବକ ଜଣଙ୍କ ମୋବଇଲ ଟାୱାର ଉପରେ ଚଢି ଆତ୍ମହତ୍ୟା ର ଉଦ୍ୟମ କରିଥିଲେ | ଏହା ପରେ ସ୍ଥାନୀୟ ଲୋକ ମାନେ ପୋଲିସକୁ ଖବର ପଠାଇ ଥିଲେ ଏବଂ ପୋଲିସ ଓ ତାଙ୍କ ବାପା ମା ଆସି ଯୁବକ ଜଣଙ୍କୁ ତଳକୁ ଓହ୍ଲେଇ ଆସିବାକୁ କହିଥିଲେ |

କିନ୍ତୁ ଯୁବକ ଜଣଙ୍କ କହିଥିଲେ ଯଦି ସେହି ଝିଅ ସହ ବାହାଘର କରାଇବେ ତେବେ ସେ ତଳକୁ ଯିବ ନହେଲେ ଆତ୍ମହତ୍ୟା କରିବ ବୋଲି ଜବାବ ଦେଇଥିଲେ | ଏହା ପରେ ଝିଅ ତାଙ୍କୁ ବିବାହ କରିବ ବୋଲି କଥା ଦେଲା ପରେ ସେ ତଳକୁ ଆସିଥିଲେ ଏବଂ ଝିଅ ପୁଅଙ୍କ ବାହାଘର କରାଇବେ ବୋଲି ଉଭୟଙ୍କ ବାପା ମା ରାଜି ହୋଇଥିଲେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।