ସବୁଠୁ ବଡ ଖବର ! ଏତେ ଦିନ ପରେ ଶୁସାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ଅସଲ ଅପରାଧି ସାମ୍ନାକୁ ଆସିଛି ! ପଢନ୍ତୁ ପୁରା ଖବର ଏବଂ କମେଣ୍ଟ କରି ଜଣାନ୍ତୁ ଅପରାଧି କୁ କି ଶାସ୍ତ୍ରୀ ମିଳିବା ଦରକାର ?

ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ଙ୍କ ମୃତ୍ୟୁ ମାମଲାରେ ହଠାତ୍ ଏକ ନୂଆ ମୋଡ ଆସିଛି । ଡ୍ରଗ୍ସ ମାମଲାରେ Narcotics Control Bureau (NCB) ସୁଶନ୍ତ ଙ୍କ ସାଙ୍ଗ ତଥା ରୁମ୍ ମେଟ୍ ସିଦ୍ଧାର୍ଥ ପିଠାନୀଙ୍କୁ ଗତ କାଲି ହାଇଦ୍ରାବାଦ୍ ରୁ ଗିରୋଫ କରି ଟ୍ରାଞ୍ଜି ରିମାଣ୍ଡରେ ଆଣିଛି NCB ମୁଖ୍ୟ ସମୀର ବାଗ୍ମୀଙ୍କ ନେତୃତ୍ୱରେ ଏକ ଟିମ୍ ।ତେବେ ସିଦ୍ଧାର୍ଥ ଙ୍କ ନାଁ ରେ 6 ମାସ ତଳଏ କ ଣ ଅଭିଯୋଗ ଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରି ନାହାନ୍ତି NCB । ତାଙ୍କୁ ହାଇଦ୍ରାବଦ୍ ରୁ ଗିରୋଫ କରାଯାଇ ମୁମ୍ବାଇ ଅଣାଯାଇଛି ।

ସୁଶାନ୍ତ ଙ୍କ ମୃତ୍ୟୁର ପାଖା ପାଖି ଏକ ବର୍ଷ ପରେ NCB ସିଦ୍ଧାର୍ଥ ଙ୍କୁ ଗିରୋଫ କରିଛି । ସିଦ୍ଧାର୍ଥ ସୁଶାନ୍ତ ଙ୍କୁ ଡ୍ରଗ୍ସ ଦେଉଥିଲେ ବୋଲି ଜଣା ପଡିଛି । ଗତ ବର୍ଷ ଜୁନ୍ 14 ରେ ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ ପରେ NCB ଓ CBI ରାଡାର କୁ ଆସିଥିଲେ ସିଦ୍ଧାର୍ଥ ପଠାନି ।

ବାରମ୍ବାର ଉଭୟ ସଂସ୍ଥା ତାଙ୍କୁ ଘଣ୍ଟା ଘଣ୍ଟା ଜେରା କରିଥିଲେ । ତେବେ ହଠାତ୍ ସୁଶାନ୍ତ ଙ୍କ ମୃତ୍ୟୁର ବର୍ଷେ ପୁରିବାକୁ ଯାଉଥିବା ବେଳେ ତାଙ୍କୁ ଗିରୋଫ କରିଛି NCB । ତେଣୁ ଏହି ମାମଲାରେ ପୁଣି କିଛି ନୂଆ ଫର୍ଦ୍ଦ ଯୋଡି ହେବାର ଅନୁମାନ କରା ଯାଉଛି ।


2020 ମସିହା ଜୁନ୍ 14 ରେ ମୁମ୍ବାଇ ସ୍ଥିତ ଫ୍ଲାଟ୍ ରେ ସୁଶାନ୍ତ ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରା ଯାଇଥିଲା । ଏହି ସମୟରେ ସୁଶାନ୍ତ ଙ୍କ ଘରେ 4 ଜଣ ଲୋକ ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରେ ସିଦ୍ଧାର୍ଥ ଥିଲେ । କିଛି ଦିନ ତଳେ ସିଦ୍ଧାର୍ଥ ଙ୍କ ନିର୍ବନ୍ଧ ସରିଥିଲା ।

 

ଏନଗେଜମେଣ୍ଟ ଫୋଟ ସିଦ୍ଧାର୍ଥ ସୋସିଆଲ୍ ମିଡିଆରେ ସେୟାର କରିଥିଲେ । ସୁଶାନ୍ତ ଙ୍କ ମୃତ୍ୟୁ ମାମଲା କୁ ନେଇ ମୁମ୍ବାଇ ପୋଲିସ୍ ଓ ସିବିଆଇ ସିଦ୍ଧାର୍ଥ ଙ୍କୁ ଅନେକ ଥର ଜେରା କରିଥିଲେ ।

ଏହା ସହ ଡ୍ରଗ୍ସ ମାମଲାରେ ସୁଶାନ୍ତ ଙ୍କ ଗର୍ଲ ଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ଶୌଭିକ୍ ଚକ୍ରବର୍ତ୍ତୀ ଙ୍କୁ ମଧ୍ୟ ଜେରା କରା ଯାଇଥିଲା ଓ ଗିରୋଫ ମଧ୍ୟ କରାଯାଇଥିଲା । ସୁଶାନ୍ତ ଙ୍କ ପାଇଁ ରିୟା ଡ୍ରଗ୍ସ ମଗାଉଥିଲେ ବୋଲି ରିୟା ଙ୍କ ଫୋନ୍ ର ହ୍ୱାଟସ୍ ଅପ୍ ଚାଟ୍ ରୁ ଖୁଲାସା ହୋଇଥିଲା ।ଏହା ପରେ ବଲିଉଡ୍ ରେ ଡ୍ରଗ୍ସ ଲିଙ୍କ କୁ ନେଇ ତଦନ୍ତ ଆରମ୍ଭ ହୋଇଥିଲା । ପ୍ରମୁଖ ସେଲିବ୍ରିଟି ମାନଙ୍କୁ ତଦନ୍ତର ସାମ୍ନା ହେବାକୁ ପଡିଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।