IAS QUESTION ଝିଅମାନଙ୍କ କେଉଁ ଅଙ୍ଗ ପୁଅ ମାନଙ୍କ ଠାରୁ ଅଧିକ ଲମ୍ବା ୯୯% ଉତ୍ତର ଦେବାରେ ଫେଲ ?

ମାନସିକ ଦକ୍ଷତା ପରୀକ୍ଷା କରିବା ପାଇଁ ଆପଣଙ୍କୁ ସରକାରୀ ସ୍ତରରେ ଭର୍ତ୍ତି ପାଇଂ ହେଉଥିବା ଆବେଦନରେ ମୌଖିକ ପରୀକ୍ଷା କରାଯାଇଥାଏ । ଏହି ମୌକିକ ପରୀକ୍ଷାରୁ ଜଣେ ଛାତ୍ର ବା ଛାତ୍ରୀର ବୌଦ୍ଧିକ ପରୀକ୍ଷାର ପରିମାପ କରାଯାଇଥାଏ । ତେବେ ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷା ମାନଙ୍କରେ ଲିଖିତ ପରୀକ୍ଷା କରିବା ସହିତ ସାକ୍ଷାତକାରର ମଧ୍ୟ ବହୁତ ଭୂମିକା ରହିଥାଏ । କିଛି ପ୍ରଶ୍ନ ଏମିତି ହୋଇଥାଏ କି ଯାହାର ଉତ୍ତର କେବଳ ଉପସ୍ଥିତି ବୁଦ୍ଧି ବଳରେ ହିଁ ଦେବାକୁ ପଡିଥାଏ ।

ସମୟ କ୍ରମେ ପ୍ରଶ୍ନ ଗୁଡ଼ିକ ଧୀରେ ଧୀରେ ଜଟିଳ ହେବାରେ ଲାଗିଛି। ଆଉ ସେଥିପାଇଁ ତ ଆଜିକାଲି ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ମଧ୍ୟ ବଢିଗଲାଣି। ଯେଉଁ ପିଲାର ଯେତେ ଜ୍ଞାନ ସେ ହିଁ କେବଳ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଈ ପାରିବ। ପରୀକ୍ଷକଙ୍କ ସନ୍ତୁଷ୍ଟି ପାଇଁ ଆପଣଙ୍କୁ ସଜାଗ ହୋଇ ସବୁ ପ୍ରଶ୍ନର ଠିକ୍ ଠିକ୍ ଉତ୍ତରକୁ ଅତି ଚାଲାକର ସହିତ ତାଙ୍କ ଆଗରେ ଉପସ୍ଥିତ କରିବାକୁ ପଡ଼ିଥାଏ।

ସକରାତ୍ମକ ଉପାୟରେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ଅଛି , ଆମକୁ ସେହିଭଳି ଉତ୍ତର ଦେବାକୁ ପଡିବ ଯାହାର ଅନ୍ୟ ଅର୍ଥ ମଧ୍ୟ ରହିଥାଏ, ଯେଉଂ ପ୍ରଶ୍ନ ଏହି ଭଳି ପରୀକ୍ଷାରେ ପଚରା ଯାଇଥାଏ । ଆମେ ଆଜି ସେହି ପ୍ରଶ୍ନ ବିଷୟରେ ପଚାରିବୁ ଯାହାର ଉତ୍ତର 90 ପ୍ରତିଶତ ଲୋକ ଜାଣି ନଥିବେ । ଏହା IAS ପରୀକ୍ଷାରେ ପଚରାଯାଏ ।

ଜୀବନରେ ପରୀକ୍ଷା ଦେବ ପାଇଁ କେହି ପିଲା ମାନେ ପାଠ ପଢା ନାହିଁ କାରଣ ପରୀକ୍ଷା ପାଇଁ ପଢ଼ିଲେ କେବଳ ସେହି ବହି ପାଠ ଭିତରେ ନିଜେ ସିମୀତ ହୋଇ ରହିଯିବ ହେଲେ ଯଦି କିଛି ଜାଣିବା ପାଇଁ ପଢ଼ୁ ଥିବେ ତେବେ ଆପଣ ଦିଗ୍ ବିଜୟୀ ହୋଇ ପାରିବେ ଆପଣଙ୍କୁ କେହି କୌଣସି ପରିସ୍ଥିତି ରେ ହରାଇ ପାରିବେ ନାହିଁ । ତେବେ ଆସନ୍ତୁ ଜାଣିବା କିଛି ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ଓ ଉତ୍ତର ବିଷୟରେ।ଯାହା ହେଉଥିବା ଅଧିକାଂଶ ପରୀକ୍ଷା ଅଥବା ଇଣ୍ଟରଭ୍ୟୁରେ ମଧ୍ୟ ଆସିଥାଏ।

1.ପୃଥିବୀ ରେ କେଉଁ ଦେଶ ରେ କପଡ଼ା ଉପରେ ସମ୍ବାଦ ପତ୍ର ବାହାରେ?
ଉତ୍ତର:- ସ୍ପେନ

2.ବିଶ୍ୱରେ ସବୁଠାରୁ ଗରିବ ଦେଶ କିଏ?
ଉତ୍ତର:- ଭୁଟାନ

3.ବିଶ୍ୱରେ କେଉଁ ନଦୀ ମଧ୍ୟ ରେ ମାଛ ନାହିଁ?
ଉତ୍ତର:- ଜଡାନ

4 . ପ୍ରଶ୍ନ- ଝିଅ ମାନଙ୍କ କେଉଁ ଅଙ୍ଗ ପୁଅ ମାନଙ୍କ ଠାରୁ ଅଧିକ ଲମ୍ବା ?
ଉତ୍ତର-କେଶ

5.ପୃଥିବୀ ରେ କେଉଁ ଦେଶ ରେ ମଶା ନାହାନ୍ତି?
ଉତ୍ତର:- ଫ୍ରାନ୍ସ

6.ସବୁଠାରୁ ଲମ୍ବା ବସ କେଉଁ ଠାରେ ଚାଲୁଛି?
ଉତ୍ତର:- ଚିନ୍

7.କେଉଁ ଦେଶ ରେ ସାପ ନାହିଁ?
ଉତ୍ତର:- ହାୱାଇ ଦ୍ଵୀପ

8.ଆମେରିକା ରେ କେଉଁ ଜନ୍ତୁ ଜୀବନ ସାରା ପାଣି ପ୍ର ନାହିଁ?
ଉତ୍ତର:- କଙ୍ଗାରୁ ରୋଇଟା

9.ପୃଥିବୀ ରେ କେଉଁ ଭାଷା ରେ ମାତ୍ରା ନାହିଁ?
ଉତ୍ତର:- ଇଂରାଜୀ

10.ଦକ୍ଷିଣ ଆମେରିକା ର କେଉଁ ପକ୍ଷୀ ବାଘ ଭଳି ବୋବାଏ?
ଉତ୍ତର:- ବିର୍ଟନ ପକ୍ଷୀ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।