breaking news ! କରୋନା ସମୟରେ ସବ୍ୟସାଚୀ ଓ ଅର୍ଚ୍ଚିିତାଙ୍କ ଘରକୁ ଆସିଲା ବଡ ଦୁଃଖର ଖବର ! ଦୟାକରି ନିଶ୍ଚିତ ପଢନ୍ତୁ ..କାରଣ ସବ୍ୟ ଜଣେ କରୋନା ଯୋଦ୍ଧ୍ୟା

ଏହି କରୋନାର ଦ୍ୱିତୀୟ ଲହର ପୂରାପୂରି ଭାବେ ସାଂଘାତିକ ଓ ମାରାତ୍ମକ ହୋଇ ଉଠିଛି ।ପ୍ରତିଦିନ ଦେଶରେ ଲକ୍ଷ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଓ ହଜାର ହଜାର କରୋନା ରୋଗୀ ମୃତ୍ୟୁବରଣ କରୁଛନ୍ତି ।ମହାମାରୀ କରୋନା ଦୂରେଇ ଦେଇଛି ସମ୍ପର୍କ । ଲୋକମାନେ ପ୍ରତିଦିନ ନିଜ ଜୀବନ ବଞ୍ଚାଇବାକୁ ଯମ ସହ ଲଢେଇ କରୁଛନ୍ତି । ରକ୍ତ ସମ୍ପର୍କ ଭାଇ , ବନ୍ଧୁ , ପରିଜନ, ବି ପାଖ ମାଡୁ ନାହାନ୍ତି ।ବଞ୍ଚିବା ଓ ସୁରକ୍ଷିତ ଜୀବନ ପାଇଁ ଯେମିତି ଏକ ପ୍ରକାର ଲଢେଇ ଚାଲିଛି ସାରା ବିଶ୍ୱରେ ।

ତେବେ ଦେଶରେ ଆକ୍ରାନ୍ତ ଙ୍କ ସଂଖ୍ୟା ଏତେ ମାତ୍ରାରେ ବଢୁଛି କି ସେଠାରେ ଲୋକମାନେ ଯେଉଁଭଳି ଚିକିତ୍ସା ଓ ଅକ୍ସିଜେନ୍ ଅଭାବରୁ ପ୍ରାଣ ହରାଇଛନ୍ତି ,ସେହି କରୁଣ ଦୃଶ୍ୟକୁ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ । ପ୍ରତିଦିନ ହସପିଟାଲ୍ ରୁ ଆସୁଛି ଲୋମ ଟାଙ୍କୁରା ଦୃଶ୍ୟ , ଯାହାକୁ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ ।

ତେବେ ଆମ ବଲିଉଡ ର ବହୁତ ଚର୍ଚ୍ଚିତ ଯୋଡି ଭାବେ ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କୁ ସମସ୍ତେ ଜାଣନ୍ତି । ତେବେ ସବ୍ୟସାଚୀ ଏକ ଦୁଃଖଦ ଭିଡିଓ ସେୟାର କରିଛନ୍ତି ।କହିଛନ୍ତି ଅର୍ଚ୍ଚିତାଙ୍କର ଅଜା କୋବିଡ୍ ରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । କରୋନା ଯୁଦ୍ଧରେ ହାରି ଯାଇଛନ୍ତି ବୋଲି ଭିଡିଓ ମାଧ୍ୟମରେ କହିଛନ୍ତି । ଅର୍ଚ୍ଚିତାଙ୍କ ଅଜା ଙ୍କ ମୃତ୍ୟୁରେ ତାଙ୍କର ପରିବାର ଲୋକେ ବହୁତ ଦୁଃଖ ପ୍ରକାଶ କରି କହିଛନ୍ତି ।

ସବ୍ୟସାଚୀ ଲୋକମାନଙ୍କୁ ସଚେତନ କରିଛନ୍ତି ଓ ତାଙ୍କ ଅଜାଙ୍କ ମୃତ୍ୟୁରେ ସବ୍ୟ ଦୁଃଖ ପ୍ରକାଶ କରି କହିଛନ୍ତି ,ଡାକ୍ତରମାନଙ୍କ ବହୁ ଚେଷ୍ଟା ସତ୍ତ୍ୱେ ସେ କରୋନା ଯୁଦ୍ଧରେ ହାରି ପ୍ରାଣ ହରାଇଲେ ।

ପ୍ରତ୍ୟେକ ଘରେ ଏମିତି ଘଟଣା ପ୍ରତିଦିନ ଘଟୁଛି । ଆମେ ଆମ ନିଜ ଲୋକଙ୍କୁ ହରାଉଛୁ ।କିନ୍ତୁ କୋଉଠି ନା କୋଉଠି ଏହି ଯୁଦ୍ଧରେ ବି ଆମେ ସାମିଲ ହୋଇ ଅଛେ ଓ ଏହି କରୋନା ଯୁଦ୍ଧରେ ପ୍ରତ୍ୟେକ ସମୟରେ ଲଢେଇ କରୁଛେ ।ଏହା ସତ ଯେ ଆମ ଚାରି ପାଖରେ ଅନେକ ନେଗେଟିଭ୍ ଖବର ଶୁଣିବାକୁ ମିଳୁଛି ଷ ଏହା ନୁହେଁ କି ପଜିଟିଭ୍ ଖବର ନାହିଁ ।

ବର୍ତ୍ତମାନ ଲୋକମାନେ ଯେତେ ମାତ୍ରାରେ ଆକ୍ରାନ୍ତ ହେଉଛନ୍ତି ଓ ଲୋକମାନେ ମଧ୍ୟ କରୋନାରୁ ଆରୋଗ୍ୟ ଲାଭ କରୁଛନ୍ତି ।ସବ୍ୟ ଆହୁରି ମଧ୍ୟ କହିଛନ୍ତି ଯେଉଁମାନୱେ ଘରେ ରହି ଚିକ୍ତିସା ହେଇ ଆରୋଗ୍ୟ ହୋଉଛନ୍ତି ସେଇଟା ହେଉଛି ଆମ ପାଇଁ ବହୁତ ଖୁସି ଖବର ।ତେଣୁ ଆମେ ବେଳ ଥାଉ ଥାଉ ସଚେତନ ହେବା ଉଚିତ୍ । ତେଣୁ କରୋନାର ଲକ୍ଷଣ ଦେଖାଗଲା ମାତ୍ରେ ତାକୁ ଅଣ ଦେଖା ନ କରି , ନ ଡରି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।