IAS Quession – ଝିଅମାନଙ୍କର କେଉଁ ଅଙ୍ଗରୁ ଲାଳ ବୋହିଥାଏ ? ଉତ୍ତର ଦେବାରେ ୯୯% ଲୋକ ହେଲେ

ମାନସିକ ଦକ୍ଷତା ପରୀକ୍ଷା କରିବା ପାଇଁ ଆପଣଙ୍କୁ ସରକାରୀ ସ୍ତରରେ ଭର୍ତ୍ତି ପାଇଂ ହେଉଥିବା ଆବେଦନରେ ମୌଖିକ ପରୀକ୍ଷା କରାଯାଇଥାଏ । ଏହି ମୌକିକ ପରୀକ୍ଷାରୁ ଜଣେ ଛାତ୍ର ବା ଛାତ୍ରୀର ବୌଦ୍ଧିକ ପରୀକ୍ଷାର ପରିମାପ କରାଯାଇଥାଏ । ତେବେ ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷା ମାନଙ୍କରେ ଲିଖିତ ପରୀକ୍ଷା କରିବା ସହିତ ସାକ୍ଷାତକାରର ମଧ୍ୟ ବହୁତ ଭୂମିକା ରହିଥାଏ । କିଛି ପ୍ରଶ୍ନ ଏମିତି ହୋଇଥାଏ କି ଯାହାର ଉତ୍ତର କେବଳ ଉପସ୍ଥିତି ବୁଦ୍ଧି ବଳରେ ହିଁ ଦେବାକୁ ପଡିଥାଏ ।

ସମୟ କ୍ରମେ ପ୍ରଶ୍ନ ଗୁଡ଼ିକ ଧୀରେ ଧୀରେ ଜଟିଳ ହେବାରେ ଲାଗିଛି। ଆଉ ସେଥିପାଇଁ ତ ଆଜିକାଲି ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ମଧ୍ୟ ବଢିଗଲାଣି। ଯେଉଁ ପିଲାର ଯେତେ ଜ୍ଞାନ ସେ ହିଁ କେବଳ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଈ ପାରିବ। ପରୀକ୍ଷକଙ୍କ ସନ୍ତୁଷ୍ଟି ପାଇଁ ଆପଣଙ୍କୁ ସଜାଗ ହୋଇ ସବୁ ପ୍ରଶ୍ନର ଠିକ୍ ଠିକ୍ ଉତ୍ତରକୁ ଅତି ଚାଲାକର ସହିତ ତାଙ୍କ ଆଗରେ ଉପସ୍ଥିତ କରିବାକୁ ପଡ଼ିଥାଏ।ସକରାତ୍ମକ ଉପାୟରେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ଅଛି , ଆମକୁ ସେହିଭଳି ଉତ୍ତର ଦେବାକୁ ପଡିବ ଯାହାର ଅନ୍ୟ ଅର୍ଥ ମଧ୍ୟ ରହିଥାଏ, ଯେଉଂ ପ୍ରଶ୍ନ ଏହି ଭଳି ପରୀକ୍ଷାରେ ପଚରା ଯାଇଥାଏ । ଆମେ ଆଜି ସେହି ପ୍ରଶ୍ନ ବିଷୟରେ ପଚାରିବୁ ଯାହାର ଉତ୍ତର 90 ପ୍ରତିଶତ ଲୋକ ଜାଣି ନଥିବେ ।

ଏହା IAS ପରୀକ୍ଷାରେ ପଚରାଯାଏ । ତେଣୁ ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ IAS ପରୀକ୍ଷାରେ ପଚରାଯାଉଥିବା କିଛି ମଜାଳିଆ କଥା ସମ୍ପର୍କ ରେ ସମ୍ଭାବ୍ୟ କଠିନ ପ୍ରଶ୍ନ ଓ ତାର ଉତ୍ତର। ତେବେ ଆସନ୍ତୁ ଜାଣିବା କିଛି ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ଓ ଉତ୍ତର ବିଷୟରେ।ଯାହା ହେଉଥିବା ଅଧିକାଂଶ ପରୀକ୍ଷା ଅଥବା ଇଣ୍ଟରଭ୍ୟୁରେ ମଧ୍ୟ ଆସିଥାଏ।

1. ଭାରତର ସବୁଠାରୁ ବଡ ସରକାରୀ କାର୍ଯ୍ୟ କ’ଣ?
ଉତ୍ତର – IAS ଚାକିରି

2. ଶରୀରର କେଉଁ ଅଙ୍ଗ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବଢେନାହିଁ?
ଉତ୍ତର – ଆଖି ର କର୍ନିଆ

3. କେଉଁ ଜୀବ ପୁରୁଷ ରୁ ସ୍ତ୍ରୀ ରେ ପରିବର୍ତ୍ତନ ହୋଇପାରେ?
ଉତ୍ତର – ଅକ୍ଟୋପସ୍ ନାମକ ଏକ ପ୍ରାଣୀ ପୁରୁଷରୁ ସ୍ତ୍ରୀ ରୂପରେ ପରିବର୍ତ୍ତନ ହୋଇପାରେ ।

4. ଓଡ଼ିଶାର ପ୍ରଥମ ମହିଳା ଆଇପିଏସ କିଏ?
ଉତ୍ତର-ସୌମ୍ୟା ମିଶ୍ର

5. ଝିଅମାନଙ୍କର କେଉଁ ଅଙ୍ଗରୁ ଲାଳ ବୋହିଥାଏ ?

ଉତ୍ତର -ଏଭଳି ପ୍ରଶ୍ନ ସାଧାରଣତଃ ପରୀକ୍ଷାର୍ଥା ଙ୍କୁ ଭ୍ରମିତ କରିବାକୁ ରହସ୍ୟରେ ପଚରାଯାଇଥାଏ ଏହାର ସଠିକ୍ ଉତ୍ତର ହେଉଛି ସଲାଇଭା ଗ୍ଲାଣ୍ଡ ବା ପାଟି

6. ମାଉଣ୍ଟ ସେଣ୍ଟ ହିଲ୍ସ ଆଗ୍ନେୟଗିରି କେଉଁଠାରେ ଅବସ୍ଥିତ?
ଉତ୍ତର: ଯୁକ୍ତରାଷ୍ଟ୍ର ଆମେରିକାରେ।

7. ଭାରତର ନାପୋଲିଅନ୍ କିଏ ଅଟନ୍ତି?
ଉତ୍ତର: ସମଦ୍ରଗୁପ୍ତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।