breaking news – ଓଡିଆ ଗାୟିକା ତପୁ ମିଶ୍ର ଏବେ କରୋନା ରୋଗ ରେ ଗୁରୁତର ହୋଇ ICU ରେ ହେଲେ ଭର୍ତ୍ତି………

ଅଧିକ ମତ୍ରା ରେ ଏବେ ବଢ଼ି ଚାଲିଛି କରୋନା କମିବାର ନାଁ ଧରୁନି | କେତେ ଯେ ଲୋକ ଏହି ମହାମରୀ ରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରୁଛନ୍ତି | ଗତ ବର୍ଷ ଅର୍ଥାତ ପ୍ରଥମ ଲହରୀ କରୋନା ଭାଇରସ ଏତେ ମାତ୍ରାରେ ଭାରତକୁ ପ୍ରଭାବିତ କରିନଥିଲା, ଲୋକ ସଂକ୍ରମିତ ହେଉଥିଲେ କିନ୍ତୁ ଅତ୍ୟଧିକ ଭାବରେ ମୁର୍ତ୍ୟୁବରଣ କରୁ ନଥିଲେ | ବର୍ତ୍ତମାନ ଏହି ବର୍ଷ ଦ୍ୱିତୀୟ ଲହରୀ ରେ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହୋଇ ହଜାର ହଜାର ଲୋକ ମୁର୍ତ୍ୟୁବରଣ କରୁଛନ୍ତି | ଆଲବମ ଜଗତ ର ସୁପରହିଟ ଗାୟିକା ଏହି କରୋନା ରୋଗ ରେ ଆକ୍ରାନ୍ତ ହୋଇଛନ୍ତି ଆସନ୍ତୁ ଜାଣିବା ଏହି ବିଷୟରେ |

ଏକ ବଡ଼ ଦୁଃଖ ଖବର ଶୁଣିବାକୁ ମିଳୁଛି ଓଡ଼ିଆ ଫିଲ୍ମ ଜଗତ ର ଏବଂ ଆଲବମ ଜଗତ ର ସୁପରହିଟ ଗାୟିକା ତପୁ ମିଶ୍ର ଏବେ କରୋନା ରେ ଆକ୍ରାନ୍ତ ହୋଇଛନ୍ତି | ତପୁ ମିଶ୍ର ଓଡ଼ିଆ ଫିଲ୍ମ ଜଗତ ରେ ଅନେକ ଅନେକ ହିଟ ଗୀତ ଗାଇଛନ୍ତି ଏବଂ ଆଲବମ ଜଗତ ରେ ମଧ୍ୟ ଅନେକ ସୁନ୍ଦର ସୁନ୍ଦର ଗୀତ ଗାଇଛନ୍ତି |

ସବୁ ଗୀତ ଗୁଡ଼ିକ ଲୋକ ମାନଙ୍କ ମନକୁ ଛୁଆଁଇଛି ତାଙ୍କ କଣ୍ଠ ଯେପରି ସୁନ୍ଦର ତାଙ୍କ ହୃଦୟ ମଧ୍ୟ ତା ଠାରୁ ସୁନ୍ଦର | କିନ୍ତୁ ଏବେ ଏବେ ଶୁଣିବାକୁ ମିଳିଛି ଯେ ମହାମାରୀ କରୋନା ରେ ଆକ୍ରାନ୍ତ ହୋଇ ତାଙ୍କ ସ୍ୱାସ୍ଥ୍ୟ ଗୁରୁତର ହୋଇ ପଡିଛି | ଭୁବନେଶ୍ୱର ର ଏକ ପ୍ରାଇଭେଟ ଡାକ୍ତରଖାନା ରେ ସେ କାଲି ଠାରୁ ହିଁ I

CU ରେ ଭର୍ତ୍ତି ହୋଇ ଛନ୍ତି, ତାଙ୍କ ଅବସ୍ଥା ଏବଂ ତାଙ୍କ ସ୍ୱାସ୍ଥ୍ୟ ଏବେ ବହୁତ ଗୁରୁତର | ତପୁ ମିଶ୍ର ଙ୍କ ଏହି ଅବସ୍ଥା ମହାମରୀ କରୋନା ଯୋଗୁ ହେଇ ଥିବାରୁ ଶୁଣିବାକୁ ମିଳୁଛି ଏବଂ ତାଙ୍କ ଅବସ୍ଥା ଗୁରୁତର ଅଛି ବୋଲି ତାଙ୍କ ପରିବାର ଙ୍କ ପକ୍ଷରୁ ସୂଚନା ମିଳି ଥିଲା |

ଏଥି ପାଇଁ ତାଙ୍କ ଲୋକପ୍ରିୟତା ସେଲିବ୍ରେଟି ତାଙ୍କ ମଙ୍ଗଳକାମନା କରିବା ସହିତ ତାଙ୍କ ଆରୋଗ୍ୟ କାମନା କରି ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ମଧ୍ୟ ପ୍ରାର୍ଥନା କରିଛନ୍ତି | ତାଙ୍କ ପରିବାର ଙ୍କ ସହ ତାଙ୍କ ସ୍ୱାମୀ ମଧ୍ୟ ଆରୋଗ୍ୟ କାମନା କରିଛନ୍ତି ବୋଲି ଯାହାକି ସୋସିଆଲ ମିଡ଼ିଆ ରେ ବହୁତ ଦେଖୁବାକୁ ମିଳୁଛି ତପୁ ମିଶ୍ର ଙ୍କ ପାଇଁ |

ସେ ଖୁବ ଶୀଘ୍ର ଭଲ ହେଇ ICU ରୁ ବାହାରି ଯାଆନ୍ତୁ ଏବଂ ଓଡ଼ିଆ ଫିଲ୍ମ ଜଗତ ରେ ଯେପରି ହିଟ ହିଟ ଗୀତ ଦେଉଥିଲେ ପୁଣି ସେମିତି ତାଙ୍କ କ୍ୟାରିୟର ଜାରି ରଖନ୍ତୁ |ତେଣୁ ଜଗନ୍ନାଥ ଙ୍କ ନିକଟରେ ଏତିକି ପାର୍ଥନା ତପୁ ମିଶ୍ର ଜଲଦି ଭଲ ହେଇ ଯାଆନ୍ତୁ |