ବାବା ଦେଲେ ଓପନ୍ ଚ୍ୟାଲେଞ୍ଜ୍ ! ଭାରତରେ ଘୂରି ବୁଲିବ 10ଟି ସୁଦର୍ଶନ ଚକ୍ର , ଖୁବ୍ ଶିଘ୍ର ଆସୁଅଛି ! ମାଳିକାରୁ ମିଳିବା ଭୟଙ୍କର ଭବିଷ୍ୟତବାଣୀ….

ପ୍ରତ୍ୟେକ ଥର ପରି ଛଅଶହ ବର୍ଷ ତଳେ ଲେଖା ହୋଇଥିବା ଆମ ପାଇଁ ଆମ ଭବିଷ୍ୟତ ପାଇଁ ଆଗକୁ ଘଟିବାକୁ ଯାଉଥିବା ନାନାଧିପ୍ରକାର ଘଟଣାକୁ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି ମହାପୁରୁଷ ଆଉ ଆପଣ ମାନେ ଏହାକୁ ପଢି ସତର୍କ ହୋଇଚନ୍ତି । ମହାପୁରୁଷ ଛଅଶହ ବର୍ଷ ତଳେ ଯାହା ଲେଖି ଯାଇଥିଲେ ତାହା ଗୋଟିଏ ପରେ ଗୋଟିଏ ସତ୍ୟ ହୋଇଛି । ବର୍ତ୍ତମାନ ସମୟରେ ମନୁଷ୍ୟ ଉପରେ କଣ ଘଟିବା ପାଇଁ ଯାଉଛି ଏବଂ ବର୍ତ୍ତମାନର ସମସ୍ତ ଘଟଣା ତଥା ସ୍ଥାନ ବିଷୟରେ ପୂର୍ବରୁ କଣ ସବୁ ମାଳିକାରେ ବର୍ଣ୍ଣିତ ହୋଇ ରହିଛି ତାହା ଆମେ ଆଲୋଚନା କରିବା ଓ ଦୃଷ୍ଟି ପକାଇବା ।

କରୋନା ମହାମାରୀକୁ ନେଇ ଆଜି ସାରା ବିଶ୍ବରେ ଚାଲିଛି ତାଣ୍ଡବ , ଆଉ ମହାପୁରୁଷ କେବଳ ଭୟଭୀତ କରିବା ଭଳି ସବୁ କିଛି ଲେଖିନାହାଁନ୍ତି ବରଂ ବହୁ ଆଶ୍ବସନାର କଥା ମଧ୍ୟ କଲମ କରିଛନ୍ତି । ଲୋକଙ୍କ ମନରେ ବର୍ତ୍ତମାନ ଗୋଟିଏ ଚିନ୍ତନ ଆସିଛି ଯେ ମହାମାରୀ କରୋନା ଆସିଲା ପରେ ଏହି ଦେଶରେ ଗୋଟିଏ ଚେତନା ସୃଷ୍ଟି ହୋଇଛି ଏବଂ ସମସ୍ତେ ଭାବୁଛନ୍ତି ଯେ ଆଗକୁ ଆଉ କଣ କଣ ସବୁ ହେବ । ତେବେ କେବଳ କରୋନା ନୁହଁ ବରଂ ଆଗକୁ ବ୍ୟାପିବ ଆହୁରି ଅନେକ କିଛି ।

ଆଜି ଆମେ ମହାଞ୍ଜଳୀ ପର୍ବତରେ ଥିବା ବାବ କଣ କହିଛନ୍ତି ଆଗାମୀ ଭବିଷ୍ୟତ ମାଳିକା ବିଷୟରେ ଜାଣିବା । ବାବାଙ୍କର ରହିଛି ନଅଟି ଆଶ୍ରମ । ସେଠାରେ ଗୋଟିଏ ସପ୍ତଫେଣି ନାଗୁଣି ଅଛି ଯାହା ବାବଙ୍କ ଆଗରେ ଆସି ପଡିଲା ଏବଂ ତାହାର ଲମ୍ବ ପ୍ରାୟ 10 ଫୁଟ୍ ହେବ । ଆଉ ସାପର ନିଶ୍ବାସରେ ବାବଙ୍କ ଶରୀର ସଂମ୍ପୂର୍ଣ୍ଣ ଥଣ୍ଡା ହୋଇଯାଇଥିଲା ।

ବାବା ଆଶ୍ରମ ଛାଡିବାର କାରଣ ହେଉଛି ସେ ଯାଇ ରହିବେ ମହେନ୍ଦ୍ରଗିରିରେ । କାହିଁକି ନାଁ ତାଙ୍କୁ ମାଁ ସାରଳାଙ୍କର ସ୍ବପ୍ନାଦେଶ ହୋଇଛି ଯେ ତାଙ୍କର କ୍ଷେତ୍ର ହେଉଛି ମହେନ୍ଦ୍ରଗିରି । 27ଦିନ ତାପରେ ସେଠାରେ ରହିଲେ ଦିନକୁ ଛଅଟି ଋତୁ ସେଠାରେ ହେଉଛି, ଭଗବାନ ପର୍ଶୁରାମଙ୍କର ଦର୍ଶନ ତାପରେ ବାବଙ୍କୁ ହୋଇଥିଲା ।

ଭଗବାନ କଳକୀଙ୍କ ବିଷୟରେ ବାବା କହିଛନ୍ତି ଯେ କଳକୀ ମହେନ୍ଦ୍ରଗିରିରେ ଅଛନ୍ତି । ତାଙ୍କୁ ଦେଖିନାହାଁନ୍ତି କିନ୍ତୁ ସେ ଯେଉଂ ସ୍ଥାନରେ ଅଛନ୍ତି ତାହା ବାବା ଜାଣିଛନ୍ତି । କଳକୀ ତାଙ୍କୁ ଦେଖେଇଛନ୍ତି ଯେ ଗୋଟିଏ ପଥର ଥିବ ତାତଳେ ତାଙ୍କର ତପସ୍ୟା କ୍ଷେତ୍ର ।

ତେବେ ଭଗବାନ କଳକୀ କଣ ଜନ୍ମ ନେଇସାରିଲେଣି । ତେବେ 2013-31 ମଧ୍ୟରେ ହେବ ଭୟଙ୍କର ଘଟଣା, ତାଭିତରେ ବିଶ୍ବଯୁଦ୍ଧ ହେବ । ଜଣେ କେହି ଶୂନ୍ୟରେ ଆସି ବାବଙ୍କୁ ଚାପୁଡାଟିଏ ମାରି ଦେଇଥିଲା । ସୂଦର୍ଶନ ଚକ୍ର ମୋର ଶୂନ୍ୟ ଘୂରୁଥିବ, ଭକତ ମାନଙ୍କୁ ମୋର ଘୋଡାରେ । ଷୋହଳଟା ଚକ୍ର ଘୂରୁଥିବ ଭାରତ ବର୍ଷରେ ଏହା ହେଉଛି ନିରାଟ ସତ୍ୟ ବୋଲି ବାବା କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।