ଦେଖନ୍ତୁ shocking ଭିଡିଓ.. ରାସ୍ତା ମଝିରେ ପ୍ରେମ ପାଇଁ ଚାଲିଛି ରକ୍ତାକ୍ତ ସଂଘର୍ଷ ପୁରା ଭିଡିଓ ଦେଖିଲେ ଆପଣଙ୍କ ହୋସ ରହିବନି…..

କିପରି ହେଉଛନ୍ତି ଏ ସମାଜର ଲୋକେ । ପ୍ରତିଦିନ ଚାଲିଛି ମାରପିଟ୍ , ନୃଶଂସ, ବଳାତ୍କାର , ଡକାୟତି ଭଳି ଅପରାଧ । ପ୍ରତିଦିନ ଏ ସମାଜରେ ଲୋକମାନେ କିଛି ନା କିଛି ଅପରାଧ କରି ଚାଲୁଛନ୍ତି । ସତରେ ଏ ସମାଜ କଳୁଷିତ ହୋଇ ଗଲାଣି । ଏ କଳୁଷିତ ସମାଜରେ ଜୀବନ ବିତାଇବା ଅସ୍ହୟ ହୋଇ ପଡିଲାଣି । ସମାଜରେ ଏତେ ମାତ୍ରାରେ ଅପରାଧ ବଢି ଚାଲିଛି ଯେ , ବାହାରକୁ ବାହାରିବାକୁ ଡର ଲାଗିଲାଣି । ଆଜିକାଲି ର ଦୁନିଆରେ କେହି ଜଣେ ବି ସୁରକ୍ଷିତ ନାହାନ୍ତି । ସରକାର ଲୋକମାନଙ୍କ ସୁରକ୍ଷା ପାଇଁ ଆଇନ୍ କାନୁନ୍ ତିଆରି କରିଛନ୍ତି । କିନ୍ତୁ କେହି ବି ଏହାକୁ ମାନିବାକୁ ନାରାଜ ।

ପ୍ରତିଦିନ କିଛି ନା କିଛି କଥା କୁ କେନ୍ଦ୍ର କରି ଲୋକମାନେ ସେମାନଙ୍କର ଭାରସାମ୍ୟ ହରାଇ ବସୁଛନ୍ତି ଓ ପରେ ଅପରାଧ କରିବାକୁ ମଧ୍ୟ ପଛାଉ ନାହାନ୍ତି । କେଉଁଠି ପ୍ରେମ ସମ୍ପର୍କ କୁ ନେଇ କଳହ , ମାରପିଟ୍ ହେଉଛି ତ କେଇଁଠି ଜମିବାଡି ନେଇ ଭାଇ ଭାଇ ମଧ୍ୟରେ କଳହ ଲାଗୁଛି ।

ତେବେ ଆଜି ଏହି ଭଳି ଏକ ଭିଡିଓ ସାମ୍ନାକୁ ଆସିଛି , ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ପ୍ରେମ ଆରମ୍ଭରୁ ଏତେ ମିଠା ଥିଲା ଯେ , ପ୍ରେମ କୁ ଠୋକି ଦେଲେ ପ୍ରେମିକ ପ୍ରେମିକା । ଏବେ ତାର ନାଁ ଗନ୍ଧ ପାଉ ନାହାନ୍ତି ।ପରେ ପୂରା ପ୍ରେମ ଗାଁ ଦାଣ୍ଡରେ ରକ୍ତାତ ହୋଇ ଧୂଳି ଚାଟୁଛି । ପିଲା କଲେ ପ୍ରେମ ହେଲେ ପରିବାର ଲୋକଙ୍କର ବୋହି ଚାଲିଲା ରକ୍ତ । ପ୍ରେମ କୁ ନେଇ ହେଲା ମହାଭରତ । ତେବେ ଘଟଣା ଟି ଘଟିଛି ବାଲେଶ୍ୱର ଜିଲ୍ଲାର ।

ପ୍ରେମ ପାଇଁ ମାରପିଟ୍ ଭିଡିଓ ଏବହେ ଖୁବ ଭାଇରାଲ୍ ହେବାରେ ଲାଗିଛି । ଦୁଇ ଗୋଷ୍ଠୀ ଭିତରେ ଏଭଳି ମାରପିଟ୍ ହେଉଛି , ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।ଗୋଟେ ଗୋଟେ ପାହାର ରେ ମୁଣ୍ଡ ଫାଟୁଛି , ନାକ ଫାଟି ରକ୍ତ ବାହାରି ଯାଉଛି ।


ତେବେ ଏ ଭିଡିଓ ଟି ହେଉଛି ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ଅଶ୍ତପୁର ଗାଁ । 10 ମେ ରେ ଏହି ଘଟଣା ଘଟି ଯାଇଛି । କିନ୍ତୁ ଏବେ ଏହା ମୋବାଇଲ୍ ରୁ ମୋବାଇଲ୍ କୁ ନିଆଁ ଭଳି ମାଡି ଚାଲିଛି ।ତେବେ ସୂଚନା ଅନୁସାରେ , ବାଲେଶ୍ୱର ର ଜଣଏ ଯୁବକଙ୍କ ସହ ସ୍ଥାନୀୟ ଅଶ୍ତପୁର ର ଯୁବତୀଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟଙ୍କ ପ୍ରେମ କୁ ଯୁବତୀଙ୍କ ଘରେ କେହି ବି ରାଜି ନ ଥିଲେ ।

ଯୁବତାଙ୍କର ପରିବାର ର ଅସହମତି ପାଇଁ ଦୁଇ ପରିବାର ମଧ୍ୟରେ ବଚସା ବି ହୋଇଥିଲା । ପରେ ଯୁବକ ଜଣକ ଉତକ୍ଷିପ୍ତ ହୋଇ ସାଙ୍ଗରେ କିଛି ଯୁବକଙ୍କୁ ଆଣି ଯୁବତୀ ଙ୍କ ଘର ଆଗରେ ହଙ୍ଗାମା ଆରମ୍ଭ କରିଦେଲେ ।

ଗାଡି ଭଙ୍ଗିଲେ , ଘର ପାଚେରୀ ବି ଭାଙ୍ଗିଲେ ।ବୃଦ୍ଧ ଲୋକ , ମହିଳା, ଯୁବତୀ ସମସ୍ତଙ୍କୁ ମାରି ଚାଲିଲେ ।କେହି କାହା କଥା ଶୁଣୁ ନ ଥିଲେ ।ପରେ ଉଭୟ ଯୁବକ ଓ ଯୁବତୀ ଙ୍କ ପରିବାର ସଦସ୍ୟା ଙ୍କ ମଧ୍ୟରେ ଚାଲିଲା ରକ୍ତାତ ସଂଘର୍ଷ ।ନାଳ ନର୍ଦ୍ଦମା ଭିତରେ ପଶି ବୁଲେଇ ଚାଲିଲେ ଠେଙ୍ଗା ଓ ବାଡି ।ଆଉ ଏହି ସବୁର ଦୃଶ୍ୟ ସେହି ଗ୍ରାମର ଜଣେ ଯୁବକ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ , ଯାହା ଏବେ ବହୁ ମାତ୍ରାରେ ଭାଇରାଲ୍ ହେବା ଦେଖିବାକୁ ମିଳୁଛି

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।