ଦେଖନ୍ତୁ ଭିଡିଓ ! ମୋ ଭେଣେଇ ଅନ୍ୟ ମହିଳା ଙ୍କ ସହ ଅନୈତିକ ସମ୍ପର୍କ ରଖୁଥିଲେ ନାନୀ ମନା କରିବାରୁ ତାକୁ ମାରିଦେଲେ ! ପଢନ୍ତୁ ପୁରା ଖବର ଏବଂ କମେଣ୍ଟ କରନ୍ତୁ ଏପରି ଅପରାଧି କଣ ଦଣ୍ଡ ପାଇବା ଦରକାର !

ଆଜିକାଲି ଏ ସମାଜରେ ବଞ୍ଚିବା ଅସହ୍ୟ ହୋଇ ପଡିଲାଣି । ସମାଜ ପୂରାପୂରି ଭାବେ କଳୁଷିତ ହୋଇ ପଡିଲାଣି । ଚାରିଆଡେ ଚାଲିଛି , ଅପରାଧ, ନୃଶଂସ, ଲୁଟ୍ ଇତ୍ୟାଦି ଭଳି ଦୁର୍ଘଟଣା । ସମାଜରେ ଯେଉଁଠି ଦେଖିଲେ ଦୁଷ୍କର୍ମ, ବଳାତ୍କାର ହତ୍ୟା । ଝିଅଟି ବାହା ହୋଇ ତା ଶାଶୁ ଘରକୁ ସବୁ କିଛି ମାନିଥାଏ । ପରିବାରର ଶାଶୁ ଶଶୁର , ସ୍ୱାମୀ ସମସ୍ତଙ୍କୁ ନେଇ ଚଳିବାକୁ ଚେଷ୍ଟା କରିଥାଏ । ପରିବାର ରେ ସମସ୍ତଙ୍କୁ ଖୁସିରେ ରଖିବାକୁ ସମସ୍ତ ପ୍ରକାର ଉଦ୍ୟମ କରିଥାଏ । କିନ୍ତୁ ଏବେ ବର୍ତ୍ତମାନ ସମୟରେ ବୋହୂ କୁ ଘରେ ଅତ୍ୟାଚାର ଦେବା ଖବର ଯେପରି ସାଧାରଣ ହୋଇ ଗଲାଣି ।

କେଉଁଠି ବୋହୂକୁ ଯୌତୁକ ନିର୍ଯାତନା ଦେଇ ଅତ୍ୟାଚାର କରୁଛନ୍ତି ତ କେଉଁଠି ସାମାନ୍ୟ ପାରିବାରିକ କଳହ କୁ କେନ୍ଦ୍ର କରି ବିଭିନ୍ନ ସମସ୍ୟା ମାନ ସୃଷ୍ଟି ହେଉଛି । ଦେଶରେ ଆଇନ୍ କାନୁନ୍ ଯେତେ କଠୋର ହେଲେ ମଧ୍ୟ ତାକି ମାନିବାକୁ ନାରାଜ । ଗୋଟେ ପରେ ଗୋଟେ ଅପରାଧ କରି ଚାଲୁଛନ୍ତି ।

ସ୍ୱାମୀ ସ୍ତ୍ରୀ ର ସମ୍ପର୍କ ହେଉଛି ଏକ ପବିତ୍ର ସମ୍ପର୍କ ।ସେମାନେ ବିବାହ ସମୟରେ ପରସ୍ପରକୁ ବିଶ୍ୱାସ ଓ ସମସ୍ତ ବିପଦ ସମୟରେ ପରସ୍ପର ର ସହିତ ରହିବେ ବୋଲି ସମାଜ ଆଗରେ ପ୍ରତିଜ୍ଞା କରନ୍ତି । କିନ୍ତୁ ଆଜିକାଲିର ସମାଜରେ ସ୍ୱାମୀ ସ୍ତ୍ରୀ କୁ ମାରି ଦେଉଛି ତ କେଉଁଠି ସ୍ତ୍ରୀ ସ୍ୱାମୀ କୁ ହତ୍ୟା କରିବାକୁ ମଧ୍ୟ ପଛାଉ ନାହାନ୍ତି । ତେବେ ଏଭଳି ଏକ ଖବର ଶୁଣିବାକି ମିଳୁଛି କି ସ୍ୱାମୀ ପର ସ୍ତ୍ରୀ ସହିତ ସମ୍ବନ୍ଧ ରଖିବାର ସ୍ତ୍ରୀ ସନ୍ଦେହ କରିବାରୁ ସ୍ୱାମୀ ତାର ନିଜ ସ୍ତ୍ରୀ କୁ ହତ୍ୟା କରିଛି ।


ତେବେ ଗୋଟିଏ ପଟେ କରୋନାର ଶିକାର ହୋଇ ହଜାର ହଜାର ଲୋକ ମରୁଥିବା ବେଳେ କିନ୍ତି ଏପଟେ ମଣିଶ ରୂପି ରାକ୍ଷସ ସାଜି ନିଜ ସ୍ତ୍ରୀ କୁ ମାରିବାକୁ ମଧ୍ୟ ପଛାଉ ନାହାନ୍ତି । ତେବେ ସୂଚନା ଅନୁସାରେ ବୋହୂଟି ର ପରିବାର ରେ ଶାସୁ ଶଶୁର ଓ ସ୍ୱାମୀ ଛଡା ଆଉ କେହି ନାହାନ୍ତି । ଶାଶୁ ଶଶୁର ଦୁଇ ଜଣ ବୟସ୍କ ହୋଇ ଯାଇଛନ୍ତି ।

ତେବେ ତାଙ୍କର ଲଭ ମେରେଜ ହୋଇଥିଲା । ତାଙ୍କର କିଛି ଦିନ ତଳେ ମଧ୍ୟ ଛୋଟ ଛୋଟ କଥା କୁ ନେଇ କଳହ ଲାଗୁଥିଲେ । ଝିଅଟିର ବାପ ଘର ଲୋକେ କହିଛନ୍ତି ଯେ ତାଙ୍କ ଜ୍ୱାଇଁ ଅନ୍ୟ ସ୍ତ୍ରୀ ସହିତ ସମ୍ପର୍କ ରଖୁଥିଲେ ଏବଂ ତାହାକୁ ସନ୍ଦେହ କରି ତାଙ୍କ ଝିଅ ତାଙ୍କୁ ବାରଣ କରୁଥିବାରୁ ତାଙ୍କୁ ଶ୍ୱାସରୁଦ୍ଧ କରି ମାରି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଏବଂ ମଧ୍ୟ କହିଛନ୍ତି ତାଙ୍କର 8 ବର୍ଷ ର ଝିଅକୁ ମଧ୍ୟ ମାରି ଦେଇଛନ୍ତି ବୋଲି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।