ମାଳିକା ଦେଲା ବଡ ଭବିଷ୍ୟତବାଣୀ ! ଆଉ ରହିଲା 11 ବର୍ଷ 2032 ରେ ଶେଷ ହେବ କଳିଯୁଗ , ମାଳିକା ରୁ ମିଳିଲା ପ୍ରମାଣ….

ଆଜି ଆମେ ମହାପୁରୁଷ ଅଚ୍ୟୁତା ନନ୍ଦ ଙ୍କ ରଚନାରୁ ଏକ ସୁନ୍ଦର ଉକ୍ତି ଟିଏ ବର୍ଣ୍ଣନା କରୁଛୁ । ଆମ ମାନଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠେ । ପ୍ରଶ୍ନ ଟି ହେଉଛି ସତ୍ୟ ଯୁଗରେ ପ୍ରଭୁ ନୃସିଂହ ରୂପରେ ଆସି ହିରଣ୍ୟକସ୍ୟୁପ କୁ ମାରିଲେ । ଯେତେବେଳେ ପ୍ରହଲ୍ଲାଦ କୁ କଷ୍ଟ ପଡିଛି , ଦୁଃଖ ପଡିଛି , ବପତ୍ତି ପଡିଛି , , ହିରଣ୍ୟକସ୍ୟୁପ ଯେତେବେଳେ ତରବାରି କଶମୁକ୍ତ କରିଛି ।

କହିଛି , ହେ ପ୍ରହଲ୍ଲାହ ପ୍ରଭୁ କହୁଛୁ ତୋ ନାରାୟଣ ସବୁଠି ଅଛନ୍ତି ,ତେବେ ଏ ଖୁମ୍ବ ଭିତରେ କ ଣ ତୋର ପ୍ରଭୁ ଅଛନ୍ତି , ସଙ୍ଗେ ସଙ୍ଗେ ପ୍ରହଲ୍ଲାଦ କାତର ଚିତରେ ହାତ ଯୋଡି ହୋଇ କହିଲା , ବାପା ଜଳ, ସ୍ଥଳ, ବନ ,ଗିରି , ଆକାଶ, ସବୁଠାରେ ତାଙ୍କ ଲୀଳା ପ୍ରକାଶ ଏବଂ ଆହୁରି ମଧ୍ୟ କହିଲେ ଯେ , ହେ ବାପା , ଏ ଖୁମ୍ବରେ ମଧ୍ୟ ମୋର ପ୍ରଭୁ ଅଛନ୍ତି । ଠିକ୍ ସେତେବେଳେ ହିରଣ୍ୟକସ୍ୟୁପ କ୍ରୋଧିତ ହୋଇ ପୁଅ କୁ ଏକ ଗଦାରେ ଧୋକା ପକାୀଇଲା ।

ଠିକ୍ ସେହି ସମୟରେ ଭଗବାନ ବିଷ୍ଣୁ ନୃସିଂହ ଅବତାର ନେଇ ଆସି ହିରଣ୍ୟକସ୍ୟୁପ କୁ ଟାଣି ଆଣି ତାଙ୍କ ଜଙ୍ଘ ଉପରେ ରଖି ତାର ଅନ୍ତ ବିଦାରଣ କରିଛନ୍ତି । ସତ୍ୟ ଯୁଗରେ ପ୍ରଭୁ ନୃସିଂହ ଅବତାର ନେଲେ ।

ତ୍ରେତୟା ଯୁଗରେ ପ୍ରଭୁ ରାମ ଅବତାର ନେଲେ । ତ୍ରେତୟା ଯୁଗରେ ସୀତା ଛଳରେ ପ୍ରଭୁ ଦଶସ୍କନ୍ଧ ରାବଣ କୁ ବିନାଶ କରିଥିଲେ । ଦ୍ୱାପର ରେ ତ ଭଗବାନ କୃଷ୍ଣ କଂସ କୁ ଦିବ୍ୟଗତି ଦେଇଛନ୍ତି ।କଂସର ଉଦ୍ଧାର କରିଥିଲେ । ପରିଶେଷରେ ଆସିଛି କଳି ଯୁଗ ।କଳି ଯୁଗରେ ଖାଲି ବାତ୍ୟା ହେବ,ଭୂମିକମ୍ପ ହେବ , ବର୍ଷା ଘଡଘଡି ହେବ ।

ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀ ,ରୋଗ ବ୍ୟାଧି କଥା ମହାପୁରଷମାନେ ଲେଖିଛନ୍ତି । କିନ୍ତୁ କେେଉଁ ସମୟରେ ଭଗବାନ ଶ୍ରୀ କଳକୀ ନାରାୟଣ କଳକୀ ଭଗବାନ ଙ୍କ ସହିତ କଳିଯୁଗର ଯୁଦ୍ଧ ହେବ , ତାହା ଏହି ଅଚ୍ୟୁତା ନନ୍ଦ ଙ୍କ ରଚନାରେ ବର୍ଣ୍ଣନା କରିଛନ୍ତି ।

ତେବେ କେଉଁ ସମୟରେ ପ୍ରଭୁ କଳକୀ କୁ ବିନାଶ କରିବେ ,କଳି ର ଅବକ୍ଷୟ ହୋଇଯିବ , କଳି ପ୍ରତି ଘରୁ ଛାଡି ପଳାଇବ ,ବାପା ପୁଅର ସ୍ନେହ ଶ୍ରଦ୍ଧା ଫେରି ଆସିବ , ଭାରତ ବିଶ୍ୱ ଗୁରୁ ର ଆକ୍ଷା ପାଇବ , ଭାରତରେ ସାଧୁ ସନ୍ଥମାନେ ବନ୍ଦିତ ହେବେ , ତେବେ 2032 ମସିହା ବେଳକୁ କଳି ର ଶେଷ ହେବ ।

2024-26 ମସିହା ବେଳକୁ କଳିର ପ୍ରଭାବ ଟିକେ ଟିକେ କମିବ । କିନ୍ତୁ 2032 ମସିହା ବେଳକୁ ସମ୍ପୂର୍ଣ୍ଣ ରୂପେ ଘରୁ ଘରୁ କଳି ନଷ୍ଟ ହେବ । ଆମ ହୃଦୟରୁ , ମନରୁ , ଆମ ପ୍ରାଣରୁ କଳି ର ଶେଷ ହେବ । ମହାପୁରୁଷ ମାନେ ଏହା ବର୍ଣ୍ଣନା କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।