ଦେଖନ୍ତୁ ଏହି ଭାଇରାଲ ଭିଡ଼଼ିଓ ! – ସ୍କୁଲ ଯିବା ରାସ୍ତା ରେ ଏଭଳି କାମ କରିଲେ ଏହି 2ଜଣ ପୁଅ ଝିଅ ଦେଖିେଲେ ମୁଣ୍ଡ ଟିଣ ହୋଇଯିବ ସୋସିଆଲ ମିଡିଆରେ ଭାଇରାଲ

ଆପଣମାନେ ସମସ୍ତେ ନିଶ୍ଚିତ ଭାବରେ ସୋସିଆଲ ମିଡିଆ ସହ ଜଡିତ ଥିବେ, ତେବେ ସୋସିଆଲ ମିଡିଆରେ ପ୍ରତିଦିନ କିଛି ନାଁ କିଛି ରୋଚକପୂର୍ଣ୍ଣ ତଥା ଆଶ୍ଚର୍ଯ୍ୟକର ଭିଡିଓ ତଥା ଫୋଟ ସବୁ ଭାଇରାଲ ହେଉଥିବାର ନିଶ୍ଚୟ ଦେଖୁଥିବେ । ଏଥିରେ ଲୋକମାନେ ଅନେକ କିଛି ମନ୍ତବ୍ୟ ମଧ୍ୟ ରଖିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ 2019ର ଏମିତି କିଛି ଭାଇରାଲ ଭିଡିଓ ବିଷୟରେ ଏହି ଲେଖା ମାଧ୍ୟମରେ ଜଣାଇହାକୁ ଯାଉଛୁ ଯାହା ଜାଣିବା ପରେ ଆପଣ ପୂରା ଅବାକ୍ ହୋଇଯିବେ । ହଁ ବର୍ତ୍ତମାନ ଆମେ 2021ରେ ପହଞ୍ଚି ଗଲୁଣି କିନ୍ତୁ ଏହି ଭାଇରାଲ ଭିଡିଓ ଗୁଡିକ ଅତ୍ୟନ୍ତ ରୋଚକପୂର୍ଣ୍ଣ ତେଣୁ ଏହାକୁ ଆମେ ଆପଣଙ୍କ ପାଇଂ ଏହି ଲେଖା ମାଧ୍ୟମରେ ନେଇଆସିଛୁ ।

ମମତା ବାନାର୍ଜୀ ମୋଦି ସରକାରଙ୍କ ବିରୋଧରେ ନିଜର ମନ୍ତବ୍ୟ ପାଇଂ ପ୍ରାୟତଃ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ମମତା ବାନାର୍ଜୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଥିବାର ନଜର ଆସିଛି ସେହି ଭିଡିଓରେ ଦେଖିବାକୁ ମିଲିଛି ଯେ ମମତା ବାନାର୍ଜୀ ଏକ ସ୍ଲୋଗାନ ମାଧ୍ୟମରେ ସିଏଏକୁ ବେକାର କାନୁନ କହିବା ସହିତ ଲଗାତାର ଭାବରେ ସିଏମ କା କା ଛିଃ ଛିଃ କହୁଥିଲେ ।

ଅନ୍ୟଏକ ଭିଡିଓ ଏତେ ମାତ୍ରାରେ ଭାଇରାଲ ହୋିଥିଲା କି କେନ୍ଦ୍ରୀୟ ରାଜ୍ୟମନ୍ତ୍ରୀ ଏହି ଭିଡିଓକୁ ଶେୟାର କରିବା ସହିତ ପିଲାଙ୍କର ବହୁ ପ୍ରଶଂସା କରିଥିଲେ । କୋଲକତାର କିଡସ୍ ସମରସଲ୍ଟ ବିଦ୍ୟାଳୟରେ ଜଣେ ପୁଅ ଏବଂ ଜଣେ ଝିଅ ସ୍କୁଲଡ୍ରେସ୍ ପିନ୍ଧି ଯିବା ସମୟରେ ରାସ୍ତାରେ ଆଶ୍ଚର୍ଯ୍ୟଜନକ ଭାବରେ ଷ୍ଟଣ୍ଡ କରୁଥିଲେ । ଯାହା ଟିକଟକ୍ ଭିଡିଓ ଥିଲା ଇଣ୍ଟରନେଟରେ ଅପଲୋଡ୍ ହୋଇଥିଲା ଏବଂ ଭାଇରାଲ ହୋଇଥିଲା ।

କୁହାଯାଏ ଯଦି ମନରେ ଇଚ୍ଛା ଏବଂ ନିଜ ଭିତରେ କଳା ରହିଛି ତାହେଲେ କେବେ ନାଁ କେବେ ତାହା କାମରେ ଆସିଥାଏ ଏବଂ ଭଗବାନ ମଧ୍ୟ ସାହା ହୋଇଥାନ୍ତି । ରାନୁମଣ୍ଡଳଙ୍କର ରେଲ୍ବୱେ ପ୍ଲାଟଫର୍ମରେ ଲତା ମଙ୍ଗେଶକରଙ୍କର ଏକ ଗୀତ ଗାଉଥିବାର ଭିଡିଓ ନିଆଁଭଲି ଭାଇରାଲ୍ ହୋଇଥିଲା, ସେହି ଭିଡିଓଟି ଅତିନ୍ଦ୍ର ଚକ୍ରବର୍ତ୍ତୀ ନାମକ ଜଣେ ସଫ୍ଟଓୟାର ଇଞ୍ଜିନିୟର ସୋସିଆଲ ମିଡିଆରେ ସେୟାର କରିଥିଲେ ଆଉ ଏହାପରେ ସେ ବଲିଉଡରେ ଗୀତ ଗାଇବାର ସୁଯୋଗ ପାଇଲେ ।

ମୋମିନ ସାୱିବ୍ ଆଇସିସି କ୍ରିକେଟ ୱାର୍ଲଡକପ୍ 2019 ମାଞ୍ଚେଷ୍ଟରରେ ଭାରତ ପାକିସ୍ତାନ ଖେଳରେ ପାକିସ୍ତାନ ହାରିବା ପରେ ସୋସିଆଲ ମିଡିଆରେ ପାକିସ୍ତାନି ଫ୍ୟାନସ୍ ନିଜର ଦୁଃଖ ଜଣାଉଥିବାର ନିଜର ଆସିଥିଲେ । ସେହିପରି ଜଣେ ଫ୍ୟାନ୍ ମୋମିନ୍ ସାୱିବ୍ ମ୍ୟାଚ ପରେ ନିଜର ବକ୍ତବ୍ୟ ରଖି କହିଥିଲେ ଯେ ଓ ଭାଇ ମାର ମୁଝେ ମାର । ତେବେ ଏହା କେବଳ ପାକିସ୍ତାନରେ ନୁହେଁ ବରଂ ଭାରତରେ ମଧ୍ୟ ବହୁ ମାତ୍ରାରେ ଏହି ଭିଡିଓକୁ ପ୍ରଶଂସା କରିଥିଲେ । ଏହାପରେ ଅମିତା ବଚ୍ଚନ ବି ଏହି ଭିଡିଓକୁ ରିଟୁଇଟ୍ କରିଥିଲେ , ଆଉ ମ୍ୟାଚ ସରିବା ପରେ ରଣବୀର ସିଂଙ୍କର ମଧ୍ୟ. ଗୋଟିଏ ଭିଡିଓ ଭାଇରାଲ ହୋଇଥିଲା ଯେଉଂଥିରେ ସେ ପାକିସ୍ତାନୀ ଫ୍ୟାନ୍ ଙ୍କ ସହିତ ନଜର ଆସିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।