Breking News – ଏବେ ଏବେ ଚଳଚିତ୍ର ଜଗତକୁ ଆସିଲା ବଡ ଦୁଖଦଃ ଖବର । ଏହି ପ୍ରସିଦ୍ଧ ଅଭିନେତ୍ରୀ ଙ୍କର ହେଲା କରୋନାରେ ମୃତ୍ୟୁ, ସମସ୍ତଙ୍କ ଦିଲ ରେ କରୁଥିଲେ ରାଜ….

ବିଶ୍ୱରେ କରୋନା ସଂକ୍ରମଣ କମିବାର ନାଁ ଧରୁନି l ଦିନ କୁ ଦିନ ଏହା ଭୟଙ୍କର ରୂପ ଧାରଣ କରୁଛି l ଆମ ଦେଶ କରୋନା ଭୁତାଣୁ ସହ ଲଢେଇ କରୁଛି l ହଜାର ହଜାର ଲୋକଙ୍କୁ ସଂକ୍ରମଣ କରୁଛି l ଆତଙ୍କ ଖେଳାଉଛି କରୋନା ମହାମାରୀ l ଗତ ବର୍ଷ ଅର୍ଥାତ ପ୍ରଥମ ଲହରୀ କରୋନା ଭାଇରସ ଏତେ ମାତ୍ରାରେ ଭାରତକୁ ପ୍ରଭାବିତ କରିନଥିଲା, ଲୋକ ସଂକ୍ରମିତ ହେଉଥିଲେ କିନ୍ତୁ ଅତ୍ୟଧିକ ଭାବରେ ମୁର୍ତ୍ୟୁବରଣ କରୁ ନଥିଲେl

ବର୍ତ୍ତମାନ ଏହି ବର୍ଷ ଦ୍ୱିତୀୟ ଲହରୀ ରେ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହୋଇ ହଜାର ହଜାର ଲୋକ ମୁର୍ତ୍ୟୁବରଣ କରୁଛନ୍ତି l ଏହା ଅମ୍ଳଜାନର ସ୍ତର କମେଇ ଦଉଛି ଯାହା ଫଳରେ ଅମ୍ଳଜାନର ଅଭାବ ରେ ହଜାର ହଜାର ଲୋକ ମୁର୍ତ୍ୟୁର ଶିକାର ହଉଛନ୍ତି l
ଏହି କରୋନା ମାରାତ୍ମକ ଭୁତାଣୁ ଚଳଚିତ୍ର ର ଅଭିନେତା ଏବଂ ଅଭିନେତ୍ରୀ ମଧ୍ୟ ଵାଦ ପଡ଼ିନାହାନ୍ତି l କରୋନା ଭାଇରସ ବହୁ ସେଲିବ୍ରେଟି ମାନଙ୍କର ମଧ୍ୟ ଜୀବନ ନେଇଛି l ଏବେ ଏବେ ଖବର ମିଳିଛି ଯେ ଏହି କୋଭିଡ-19 ରେ ଏକ ଅଭିନେତ୍ରୀ ଙ୍କର ମୁର୍ତ୍ୟୁ ହୋଇଛି l ଏହି ଅଭିନେତ୍ରୀ ଙ୍କ ପରିବାର ଏବଂ ତାଙ୍କୁ ଭଲ ପାଉଥିବା ତାଙ୍କ ଫ୍ୟାନଙ୍କ ମଧ୍ୟ ରେ ଶୋକ ରା ଛାୟା ଖେଳି ଯାଇଛି l ଏହି ଅଭିନେତ୍ରୀ ଜଣଙ୍କ କିଏ ଆସନ୍ତୁ ଜାଣିବା l

କରୋନାରେ ଚଳଚିତ୍ରର ଅଭିନେତ୍ରୀ ଅଭିଲିପ୍ସା ମୁର୍ତ୍ୟୁର ଶିକାର ହୋଇଛନ୍ତି l ଏହି ଅଭିନେତ୍ରୀ ହେଉଛନ୍ତି ଏକ ବଲିଉଡ଼ ଏବଂ ମରାଠୀ ଅଭିନେତ୍ରୀ l ସେ ସୁଶାନ୍ତ ସିଂ ଙ୍କ ଚଳଚିତ୍ରରେ ତାଙ୍କ କ୍ୟାରୀୟର ଆରମ୍ଭ କରିଥିଲେl ଏହା ପରେ ବଦ୍ରୀନାଥକି ଦୁଲହନୀୟା ଏହି ପରି ଅନେକ ସିନେମା ରେ ଅଭିନୟ କରିଛନ୍ତିl ସେ ମାତ୍ର 37 ବର୍ଷ ବୟସରେ ମଙ୍ଗଳବାର ଦିନ କରୋନା ରେ ମୁର୍ତ୍ୟୁବରଣ କରିଛନ୍ତିl ଯାହାଫଳରେ ଚଳଚିତ୍ର ଜଗତରେ ଶୋକର ଛାୟା ଖେଳି ଯାଇଛି l

ତେବେ ସୂଚନା ଅନୁଯାୟୀ ଅଭିନେତ୍ରୀ ଲିପ୍ସା ଏକ ଚକଚିତ୍ରର ସୁଟିଂ ପାଇଁ ବାରଣାସୀ ଯାଇଥିଲେl ଅଭିନେତ୍ରୀ ଲିପ୍ସା ବାରଣାସୀ ରୁ ଫେରିବା ପରେ ତାଙ୍କୁ ବହୁତ ଜୋର ରେ ଜ୍ଵର ହେଇଥିଲା l ଅତ୍ୟଧିକ ମାତ୍ରା ରେ ଦେହ ଖରାପ ହେବାରୁ ସେ କୋଭିଡ ଟେଷ୍ଟ କରିଥିଲେl

ଏହା ପରେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା l ଏହା ପରେ ସେ ଚିକିତ୍ସା ମଧ୍ୟ ହୋଇ ଥିଲେ l ସେ ଚିକିତ୍ସା ହେବା ପରେ ମଧ୍ୟ ତାଙ୍କର ମଙ୍ଗଳବାର ଦିନ ମୁର୍ତ୍ୟୁ ଘଟିଛିl ତାଙ୍କ ପରିବାର ଏବଂ ତାଙ୍କ ଫ୍ୟାନ ମାନଙ୍କ ମଧ୍ୟ ରେ ଶୋକ ର ଛାୟା ଖେଳି ଯାଇଛି l ଏହା ବହୁତ ଦୁଃଖ ଖବର !

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।