IAS ଇଣ୍ଟରଭିୟୁ ରେ ଝିଅକୁ ପଚରାଗଲା– ବାହାର ବାଳୁଅ , ଟାଣ ଭିତର ଶକ୍ତ , ନରମ , ତାକୁ କାମୁଡି ଖାଆନ୍ତି ଓ ସୋଷାଡି ପିଅନ୍ତି କ’ଣ ସେଇଟା ?ଚତୁର ଭାବୁଛନ୍ତି

ଆପଣ ମାନେ ସମସ୍ତେ ଅବଗତ ଥିବେ IAS ଏକ ଏପରି ପରୀକ୍ଷା ଯାହାକୁ ପାଇବା ପାଇଁ ରାତି ଦିନ ଏକ କରିଦେବାକୁ ପଡ଼ିଥାଏ। ସେଥିପାଇଁ ଝାଳବୁହା ପରିଶ୍ରମ ଆବଶ୍ୟକ। ପରିବାର, ବନ୍ଧୁ ବାନ୍ଧବ, ହସଖୁସି, ମଜାମସ୍ତି ସବୁକୁ ଛାଡ଼ି ଦେବାକୁ ପଡିଥାଏ। ପ୍ରତିବର୍ଷ ଲକ୍ଷ ଲକ୍ଷ ପରୀକ୍ଷାର୍ଥୀ ଏଥିପାଇଁ ଆବେଦନ କରନ୍ତି ଓ ସେଥି ମଧ୍ୟରୁ କିଛି ପରୀକ୍ଷାର୍ଥୀ ଅଛନ୍ତି ନିଜ ଜ୍ଞାନ ବଳରେ ଲିଖିତ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଯାଆନ୍ତି ସତ କିନ୍ତୁ ଇଣ୍ଟରଭ୍ୟୁର ଜଟିଳ ପ୍ରଶ୍ନକୁ ସାମ୍ନା କରିପାରନ୍ତି ନାହିଁ। ସେଥିପାଇଁ IAS ପରୀକ୍ଷାକୁ ଭାରତର ସର୍ବବୃହତ୍ ପରୀକ୍ଷା ଭାବରେ କଳନା କରାଯାଇଥାଏ। ଯେଉଁଥିରେ କି ପରୀକ୍ଷାର୍ଥୀକୁ ଡାକ୍ତରୀ ଓ ଇଞ୍ଜିନୟରିଙ୍ଗ୍ ଠାରୁ ଆହୁରି ବେଶି କଠିନ ପ୍ରଶ୍ନକୁ ସାମ୍ନା କରିବାକୁ ପଡ଼ିଥାଏ।

ତେବେ ସମୟ କ୍ରମେ ପ୍ରଶ୍ନ ଗୁଡ଼ିକ ଧୀରେ ଧୀରେ ଜଟିଳ ହେବାରେ ଲାଗିଛି। ଆଉ ସେଥିପାଇଁ ତ ଆଜିକାଲି ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ମଧ୍ୟ ବଢିଗଲାଣି। ଯେଉଁ ପିଲାର ଯେତେ ଜ୍ଞାନ ସେ ହିଁ କେବଳ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଈ ପାରିବ।

ପରୀକ୍ଷକଙ୍କ ସନ୍ତୁଷ୍ଟି ପାଇଁ ଆପଣଙ୍କୁ ସଜାଗ ହୋଇ ସବୁ ପ୍ରଶ୍ନର ଠିକ୍ ଠିକ୍ ଉତ୍ତରକୁ ଅତି ଚାଲାକର ସହିତ ତାଙ୍କ ଆଗରେ ଉପସ୍ଥିତ କରିବାକୁ ପଡ଼ିଥାଏ। ତେଣୁ ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ IAS ପରୀକ୍ଷାରେ ପଚରାଯାଉଥିବା କିଛି ସମ୍ଭାବ୍ୟ କଠିନ ପ୍ରଶ୍ନ ଓ ତାର ଉତ୍ତର। ଯାହା ହେଉଥିବା ଅଧିକାଂଶ ପରୀକ୍ଷା ଅଥବା ଇଣ୍ଟରଭ୍ୟୁରେ ମଧ୍ୟ ଆସିଥାଏ।

1. ପୁଅ ମାନଙ୍କ କେଉଁ ଜିନିଷ ଉପରେ ବସିବା ପାଇଁ ଝିଅ ମାନଙ୍କୁ ମଜା ଲାଗେ?

ଉତ୍ତର – ବାଇକରେ

2. ଭାରତର ତାହା କେଉଁ ଗାଁ ଯେଉଁଠାରେ ସମସ୍ତଙ୍କ ଘରେ କବାଟ ନଥାଏ ?
ଉତ୍ତର:- ଶନି ସିଙ୍ଗା ପୁର

3. ଓଡ଼ିଶା ରେ ବ୍ଲାକ ପଗଦା ନାମରେ କିଏ ପରିଚିତ?
ଉତ୍ତର: କୋଣାର୍କ ର ସୂର୍ଯ୍ୟ ମନ୍ଦିର।

4. ବର୍ତମାନ ସମୟରେ ଭାରତରେ ସର୍ବ ମୋଟ କେତେ ଗୋଟି କେନ୍ଦ୍ର ଶାସିତ ଅଞ୍ଚଳ ଅଛି?
ଉତ୍ତର: ୮ ଗୋଟି।

5. ଭାରତ ଦେଶ ରେ କେଉଁ ପ୍ରକାର ର ଶାସନ ପ୍ରତିଷ୍ଠିତ?
ଉତ୍ତର: ଗଣତାନ୍ତ୍ରିକ ଶାସନ।

6. ଭାରତ ର ପ୍ରଥମ ମହିଳା ପ୍ରଧାମନ୍ତ୍ରୀ ରୂପେ କିଏ ନିଯୁକ୍ତି ହୋଇ ଥିଲେ?
ଉତ୍ତର: ଇନ୍ଦିରା ଗାନ୍ଧୀ।

7. ଟେଷ୍ଟ କ୍ରିକେଟ ରେ ସବୁ ଠାରୁ ଅଧିକ ଉଇକେଟ କିଏ ନେଇଛନ୍ତି?
ଉତ୍ତର: ମୂଥିଆ ମୁରଲୀ ଧରନ୍।

8.ଭାରତରେ ସବୁଠାରୁ ପ୍ରଥମ ସୂର୍ଯ୍ୟୋଦୟ କୋଉଁଠାରେ ହୋଇଥାଏ ?
ଉତ୍ତର:- ଅରୁଣାଚଳ ପ୍ରଦେଶ

9. ସ୍ୱାଧୀନ ଭାରତ ର ପ୍ରଥମ ପ୍ରଧାମନ୍ତ୍ରୀ ଭାବେ କିଏ କାର୍ଯ୍ୟଭାର ଗ୍ରହଣ କରିଥିଲେ?
ଉତ୍ତର: ପଣ୍ଡିତ ଜବାହାରଲାଲ ନେହେରୁ।

10 . ବାହାର ବାଳୁଅ , ଟାଣ ଭିତର ଶକ୍ତ , ନରମ , ତାକୁ କାମୁଡି ଖାଆନ୍ତି ଓ ସୋଷାଡି ପିଅନ୍ତି କ’ଣ ସେଇଟା ?
ଉତ୍ତର – ନଡିଆ