IAS interview–ଝିଅ ମାନଙ୍କର କଣ ବା କେଉଁ ଅଙ୍ଗକୁ ଚାଟିବା ଦ୍ବାରା ତାହା ନାଲି ପଡ଼ିଯାଏ? ଉତ୍ତର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ …ସକରାତ୍ମକ ଦିଗରେ ନିଅନ୍ତୁ….

ଜଣେ ବ୍ୟକ୍ତି ଯେତେ ଶିକ୍ଷିତ ହେଲେ କ ଣ ହେବ ତା ପାଖରେ ସାଧାରଣ ଜ୍ଞାନ ରହିବା ଦରକାର ।ତେଣୁ ସାଧାରଣ ଜ୍ଞାନ ଜଣେ ଶିକ୍ଷିତ ବ୍ୟକ୍ତି ଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ ହୋଇଥାଏ କାରଣ ତାହା ସେହି ବ୍ୟକ୍ତିର ଲକ୍ଷ ସ୍ଥଳରେ ପହଞ୍ଚିବା ପାଇଁ ସାହାଯ୍ୟ କରିଥାଏ । ଅନେକ ପିଲାମାନେ ଛୋଟ ଛୋଟ ସହଜ ପ୍ରଶ୍ନ ର ଉତ୍ତର ଦେଇ ପାରନ୍ତି ନାହିଁ ଏବଂ ସେମାନଙ୍କୁ ଅନେକ ପରିଶ୍ରମ କରିବାକୁ ପଡିଥାଏ । ତେବେ ଯାଇ ନିଜ ଲକ୍ଷ ସ୍ଥଳରେ ପହଞ୍ଚି ପାରନ୍ତି । ତେବେ ଆସନ୍ତୁ ଜାଣିବା କେତେକ ସହଜ ଓ ବୁଦ୍ଧିମାନ ର ପ୍ରଶ୍ନ ସହିତ ଉତ୍ତର ବିଷୟରେ ।ଯାହା ଆମକୁ ଆମ କ୍ୟାରିୟର ଗଠନରେ ସାହାଯ୍ୟ କରିଥାଏ ।

1- କେଉଁ ଦେଶ ଯେଉଁଠି ଗୋଟିଏ ବି ନଦୀ ନାହିଁ ।

ଉତ୍ତର- ସାଉଦି ଆରବ

2- ସେ କିଏ ଯିଏ ନିଜର ସବୁ କାମ ନାକ ଦ୍ୱାରା କରିଥାଏ ।

ଉତ୍ତର- ହାତୀ

3- କେଉଁ ଜିନିଷ ଜଣେ ସ୍ତ୍ରୀ ତା ସ୍ୱାମୀ ର ଦେଖିପାରିବ , କିନ୍ତୁ ଶଶୁର ନୁହେଁ ।

ଉତ୍ତର- ବାହାଘର

4- ଆଠଟି ଡାଳରେ ଆଠଟି ବାଣୀ, ଗୋଟିଏ ଖମ୍ବରେ ଅଛନ୍ତି ଟାଣି,ଖରା ବରଷାରେ ହୁଅଇ ଖୋଜା , ବରଷାରେ ବାଜେ ଝୁମୁରୁ ବଜା ।

ଉତ୍ତର- ଛତା

5- କିଏ ସେ ମନ୍ତ୍ର କଲା ଅମୁହା ଦେଉଳଏ ନିର ପଶିଲା ।

ଉତ୍ତର- ନଡିଆ ଭିତରେ ପାଣି

ପ୍ରଶ୍ନ 6- ଝିଅ ମାନଙ୍କର କଣ ବା କେଉଁ ଅଙ୍ଗକୁ ଚାଟିବା ଦ୍ବାରା ତାହା ନାଲି ପଡ଼ିଯାଏ?

ଉତ୍ତର- ଓଠ। ଏହାକୁ ଚୁମ୍ବନ କରିବା ଦ୍ୱାରା ଏହା ନାଲି ପଡ଼ିଯାଏ।

7-ଶ୍ୟାମ ବାପାର ତିନି ପୁଅ , ପ୍ରଥମଟିର ନିମ ଜୁନ୍ ଦ୍ୱିତୀୟଟିର ନାମ ଜୁଲାଇ , ତୃତୀୟ ର ନାମ କ ଣ ।

ଉତ୍ତର- ଶ୍ୟାମ

8- କେଉଁ ଦେଶରେ କେବଳ 27 ଜଣ ଲୋକ ଅଛନ୍ତି ।

ଉତ୍ତର- ସିଲ୍ୟାଣ୍ଡ

9-ଆଖି ଥିଲେ ବି ସେ ଅନ୍ଧ , ସେ କିଏ .

ଉତ୍ତର- ମୁର୍ଖ

10- ଇଂରାଜୀ ରେ ଏମିତି ଏକ ଦେଶର ନାମ କୁହ ଯାହାର ପ୍ରଥମ ଓ ଶେଷ ଅକ୍ଷର A ଅଟେ ।

ଉତ୍ତର- ଆମେରିକା

11- ଲୋକମାନେ ସବୁଠୁ ପ୍ରଥମେ କେଉଁ ପ୍ରାଣୀର କ୍ଷୀର ପିଇବା ଆରମ୍ଭ କରିଥିଲେ ।

ଉତ୍ତର- ଛେଳି

12-ଆପଣ ଯେତେ ଆଗକୁ ବଢନ୍ତି ତାହା ସେତେ ପଛକୁ ରହିଥାଏ ।

ଉତ୍ତର- ପାଦ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।