Jyotish Shastra – ଟଙ୍କା ରଖିବା ପାଇଁ ଏବେ କିଣି ନିଅନ୍ତୁ ତିଜୋରି, କାରଣ ଆଜି ରାତି ପାଖରୁ ଏହି 5ଟି ରାଶି ହେବେ କୋଟିପତି…..

ମନୁଷ୍ୟ ଜୀବନରେ ରାଶିଚକ୍ରର ବହୁତ ମହତ୍ୱ ରହିଛି । ମନୁଷ୍ୟ ନିଜର ରାଶି ଦ୍ୱାରା ନିଜର ଆଗତ ଭବିଷ୍ୟତ ସମ୍ପର୍କରେ ସମସ୍ତ ପ୍ରକାର ସୂଚନା ପାଇ ପାରିଥାଏ । ଯେତେବେଳେ ଜଣେ ବ୍ୟକ୍ତି ଜନ୍ମ ହୋଇଥାଏ ସେତେବେଳେ ତାର ଜନ୍ମ ସମୟ ତିଥି ଓ ମାସ କୁ ବିଚାର କରି ସେହି ବ୍ୟକ୍ତି ର ରାଶି ନିର୍ଧାରଣ କରାଯାଇଥାଏ । ଶାସ୍ତ୍ରରେ ଏହା ଲେଖା ଅଛି ଏହି ପରି ସମୟ ବହୁତ ବର୍ଷ ବ୍ୟବଧାନ ରେ ଆସିଥାଏ ଓ ବହୁତ କମ ଆସିଥାଏ ।

ଆଜିଠାରୁ ଶନିଦେବ ଙ୍କର ବକ୍ର ଦୃଷ୍ଟି ନୁହେଁ କ୍ରୁପ ଦୃଷ୍ଟି ପଡୁଛି ଏହି 5ଟି ରାଶି ମାନଙ୍କ ଉପରେ । ଏବେ ଏମାନଙ୍କୁ କେହି ବି ଅଟକାଇ ପାରିବେ ନାହିଁ । ପ୍ରତ୍ୟେକ କ୍ଷେତ୍ର ରେ ଏମାନଙ୍କୁ ସଫଳତା ମିଳିବାକୁ ଯାଉଛି । ଯେପରି ସବୁଠାରୁ ଅଧିକ କ୍ରୋଧୀ ଗ୍ରହ ଙ୍କୁ ହିଁ ନ୍ୟାୟଧିଶ ଉପାଧି ଦିଆଯାଇଛି ।ଯାହାକୁ ଆମେ ଭଗବାନ ଶନିଦେବଙ୍କ ନାମରେ ଜାଣିଛେ ଓ ଆମେ ଯାହା ବି ଭୁଲ କାର୍ଯ୍ୟ କରିଥାଉ ତାର ସମ୍ପୂର୍ଣ ବିବରଣୀ ଶନି ମହାରାଜ ଙ୍କ ପାଖରେ ରହିଥାଏ ଏବଂ ଆମକୁ ସେ ସେହି ହିସାବରେ ଦଣ୍ଡ ମଧ୍ୟ ଦେଇଥାନ୍ତି ।

ହିନ୍ଦୁଧର୍ମ ର ମାନ୍ୟତା ଅନୁସାର ରେ ଶନିଦେବଙ୍କୁ ନ୍ୟାୟପ୍ରଦାନ କାରୀ ଦେବତା ଭାବେ ବିଚାର କରାଯାଇଥାଏ ଓ ଯେବେ ବି ତାଙ୍କର କୃପା ଯେଉଁ ମାନଙ୍କ ଉପରେ ହୋଇଥାଏ ସେହି ବ୍ୟକ୍ତିଙ୍କୁ କୌଣସି ପ୍ରକାରର ସମସ୍ୟା ରହିନଥାଏ ଓ ସେମାନଙ୍କର ସମସ୍ତ କାର୍ଯ୍ୟ ବୀନା ବାଧାବିଘ୍ନ ରେ ପୂର୍ଣ ହୋଇଥାଏ । ଗ୍ରହ ମାନଙ୍କର ଚଳନ ବଦଳିବା କାରଣରୁ ଏହି ମାସ 1

ତାରିଖରୁ ଏହିପରି ଯୋଗ ବନୁଛି କି ଏହି 5ଟି ରାଶି ଉପରେ ଶନିଦେବ ଙ୍କର କୃପା ର ବର୍ଷା ହେବାକୁ ଯାଉଛି । ଯାହା ଫଳରେ ଆପଣଙ୍କୁ ଧନ ଓ ମାନସମ୍ମାନ ପ୍ରାପ୍ତ ହୋଇପାରେ । ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ , ଏମାନଙ୍କ ଜୀବନରେ ଅନେକ କିଛି ପରିବର୍ତ୍ତନ ହେବାକୁ ଯାଉଛି ।

1. ଯେଉଁ ରାଶି ମାନଙ୍କ ଭାଗ୍ୟରେ ପରିବର୍ତ୍ତନ ହେବାକୁ ଯାଉଛି , ସେହି ରାଶି ଅନ୍ତର୍ଗତ ଥିବା ବ୍ୟକ୍ତି ମାନଙ୍କ ଜୀବନରେ ଧନ ସମ୍ପଦର ବର୍ଷା ହେବାକୁ ଯାଉଛି । ଏମାନଙ୍କ ଜୀବନରକେ ଅଟକି ରହିଥିବା ସମସ୍ତ କାର୍ଯ୍ୟ ପୁଣିଥରେ ଆରମ୍ଭ ହେବାକୁ ଯାଉଛି ।

2. ଏମାନେ ନୂତନ କାର୍ଯ୍ୟମାନ ମଧ୍ୟ ଆରମ୍ଭ କରିବେ ଏବଂ ସେଥିରେ ମଧ୍ୟ ସଫଳତା ଲାବ କରିବେ । ଯେଉଁ ବ୍ୟକ୍ତି ମାନେ ଚାକିରୀ କରୁଛନ୍ତି ସେମାନଙ୍କର ପଦୋନ୍ନତି ହାସଲ କରିବେ ଏବଂ ବ୍ୟବସାୟୀ ମାନେ ବ୍ୟବସାୟରେ ଲାଭବାନ ହେବେ ।

3.ଏହି ରାଶିମାନଙ୍କର ପାରିବାରିକ ଜୀବନ ଅତ୍ୟନ୍ତ ସୁଖମୟ ହେବାକୁ ଯାଉଛି ।ଯେଉଁମାନେ ଅବିବାହିତ ରହିଛନ୍ତି ସେମାନଙ୍କର ଖୁବ୍ ଶୀଘ୍ର ବିବାହର ଯୋଗ ବନୁଛି ।

4. ଏହି ରାଶିର ବ୍ୟକ୍ତିମାନେ ସମାଜରେ ନିଜର ପ୍ରତିଷ୍ଠା ସ୍ଥାପନ କରିବେ । ସମାଜରେ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ହେବ ଏବଂ ଏମାନଙ୍କ ଜୀବନରେ ଧନ ହାସଲ କରିବା ନିମନ୍ତେ ବିଭିନ୍ନ ପ୍ରକାର ସୁଯୋଗ ପ୍ରାପ୍ତ ହେବ ।

5. ପାଠପଢାରେ ଉନ୍ନତି ଘଟିବା ସହିତ ଜୀବନରେ ବଡ ଧରଣର ପରିବର୍ତ୍ତନ ହେବାକୁ ଯାଉଛି ।

ସେହି ଭାଗ୍ୟଶାଳୀ ରାଶି ଗୁଡିକ ହେଉଛନ୍ତି
ମିଥୁନରାଶି, କର୍କଟରାଶି, ତୁଳାରାଶି, ଧନୁରାଶି, କୁମ୍ଭରାଶି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।