breaking news – ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ଚଳିତ ଆଇପିଏଲ ସିଜିନର ଷ୍ଟାର କ୍ରିକେଟର୍ ଲୋକେଶ ରାହୁଲ ….ଦୟାକରି ତାଙ୍କର ଆରୋଗ୍ୟ କାମନା ପାଇଁ ପାର୍ଥନା କରନ୍ତୁ …..

କରୋନା ଗତ ବର୍ଷ ଠାରୁ କମିବାର ନାଁ ଧରୁନି ।ସେ ତାର ଉଗ୍ର ରୂପ ଦିନ କୁ ଦିନ ବଢିବାରେ ଲାଗିଛି । ଲୋକମାନଙ୍କ ବଞ୍ଚିବା ଅସମ୍ଭବ ହୋଇ ପଡିଲାଣି । ସେ ତାର ତାଣ୍ଡବ ରୂପ ସମଗ୍ର ବିଶ୍ୱରେ ବିସ୍ତାର କରି ଚାଲିଛି । ଏଥିରୁ ବିଶ୍ୱ କୌଣସି ବି ଦେଶ ବାଦ୍ ପଡି ନାହିଁ ।ଜୀବନ ବଞ୍ଚାଇବା ପାଇଁ ଲୋକମାନେ ଦିନ ରାତି ସଂଘର୍ଷ କରୁଛନ୍ତି । ଦେଶର ଏମିତି ଅବସ୍ଥା ସତ୍ତ୍ୱେ ବି ଆଇପିଏଲ୍ ଖେଳ ଚାଲିଛି । ଏହି ଆଇପିଏଲ୍ ର ମ୍ୟାଚ୍ ପ୍ରତିଦିନ ଜାରି ରହିଛି । ଲୋକମାନେ ମଧ୍ୟ ଏହାକୁ ପ୍ରତିଦିନ ଦେଖୁଛନ୍ତି । କିନ୍ତୁ ଦୁଃଖର କଥା ଯେ ପଞ୍ଜାବ କିଙ୍ଗସ୍ ର ଅଧିନାୟକ ଲୋକେଶ୍ ରାହୁଲଙ୍କୁ ହସପିଟାଲ୍ ରେ ଭର୍ତ୍ତି କରାଯାଇଛି ।

ଚଳିତ ଆଇପିଏଲ ସିଜିନ୍ ରଷ୍ଟାର ଲୋକେଶ୍ ରାହୁଲ ହସପିଟାଲ୍ ରେ ଭର୍ତ୍ତି ହେଇଛନ୍ତି । ହଠାତ୍ ତାଙ୍କର ପେଟରେ ଯନ୍ତ୍ରଣା ହେବାରୁ ତାଙ୍କି ପେଟରେ ଭର୍ତ୍ତି କରାଯାଇଥିଲା ।

ପେଟରେ ଆପେଣ୍ଡିସାଇଟସ୍ ହୋଇ ଥିବା କାରଣରୁ ତାଙଅକୁ ହସପିଟାଲ୍ ରେ ଭର୍ତ୍ତି କରାଯାଇଥିବାର ଜଣା ପଡିଛି ।ଏ ନେଇ ନିଜ ଟ୍ୱିଟର ଆକାଉଣ୍ଟ ରେ ଏକ ଫଓଟ ପୋଷ୍ଟ କରି ରାହୁଲ ଙ୍କୁ ହସପିଟାଲ୍ ରେ ଭର୍ତ୍ତି କରାଯାଇଥିବା ସୂଚନା ଦେଇଛି ପଞ୍ଜାବ କିଙ୍ଗସ୍ ।ଏହାପରେ ସେ ରବିବାର ଦିନ ହେବାକୁ ଥିବା ଦିଲ୍ଲୀ ବିପକ୍ଷ ମ୍ୟାଚରେ ଖେଳିବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି ।

ରାହୁଲ ବର୍ତ୍ତମାନ ଆଇପିଏଲେ 2021 ରେ ସର୍ବାଧିକ ରନ୍ ସଂଗ୍ରହକାରୀ ଖେଳାଲିମାନଙ୍କ ମଧ୍ୟରେ ଶୀର୍ଷରେ ରହିଛି । ରାହୁଲ ଙ୍କ ସ୍ଥାନରେ ଏବେ ଟିମ୍ ର କ୍ୟାପଟେନ୍ କିଏ ହେବ , ତାହା ମଧ୍ୟ ବଡ ପର୍ଶ୍ନ ଉଠିଛି । ଏଭଳି ସ୍ଥିତିରେ ରାହୁଲ ଙ୍କ ର ଚୂଡାନ୍ତ ଏକାଦଶରେ ନ ରହିବା ଟିମ୍ ପାଇଁ ଏହା ଏକ ବଡ ଝଟକା ହେବ ।ଟିମ୍ ରେ କ୍ରିସ୍ ଗେଲ୍ ଙ୍କ ଭଳି ଅଭିଜ୍ଞ ଖେଳାଳି ଅଛନ୍ତି , କିନ୍ତୁ ପଞ୍ଜାବ ର ଟିମ୍ କାହାକୁ କ୍ୟାପଟେନ୍ କରିବ ତାହା ସମସ୍ତଙ୍କର ଚିନ୍ତା ବଢାଇ ଦେଇଛି ।

ପଞ୍ଜାବ କିଙ୍ଗସ୍ ଙ୍କ ସୂଚନା ଅନୁସାରେ , ଲୋକେଶ୍ ରାହୁଲ୍ ଗତ ରାତିରେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ଔଷଧରୁ କିଛି କାମ ନ ଦେବାରୁ ତାଙ୍କର ପରୀକ୍ଷା ପାଇଁ ଏମରଜେନ୍ସି ୱାର୍ଡ କୁ ସିଫ୍ଟ କରାଯାଇଥିଲା।ପରୀକ୍ଷାରୁ ଜଣା ପଡିଛି ଯେ ତାଙ୍କି ତୀବ୍ର ଆପେଣ୍ଡିସାଇଟସ୍ ଅଛି ।

ଡାକ୍ତର ଙକ୍ କହିବା ଅନୁସାରେ ଏହା ସର୍ଜରୀ ଦ୍ୱାରା ହିଁ ସଫଳ ହୋଇ ପାରିବ ଏବଂ ସୁରକ୍ଷା କାରଣରୁ ତାଙ୍କୁ ହସପିଟା କୁ ସ୍ଥାନାନ୍ତରିତ କରାଯାଇଛି । ରାହୁଲ ଜଣେ ଉତ୍ତମ ଖେଳାଲି । ଏ ସମୟରେ ତାଙ୍କର ଏମିତି ଅବସ୍ଥା ହେବା ପଞ୍ଜାବ କିଙ୍ଗସ୍ କୁ ଚିନ୍ତାରେ ପକାଇ ଦେଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।