ଦେଖନ୍ତୁ ଏହି ଭାଇରାଲ ଭିଡିଓ ! ଓଃ କି ଡ୍ୟାନ୍ସ Disha patani ଏବଂ Tiger shroff ହଟ୍ ଡ୍ୟାନ୍ସ ଭିଡିଓ ଭାଇରାଲ….ପୁରା ଭିଡିଓ ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ…

ଅଲିଉଡ, ବଲିଉଡର ଅଭିନେତା ଅଭିନେତ୍ରୀ ମାନେ ସାଧାରଣତଃ ସବୁବେଳେ ନିଜର କିଛି କାର୍ଯ୍ୟ ପାଇଁ ଚର୍ଚ୍ଚାକୁ ଆସିଥାନ୍ତି । ସେମାନେ କେତେ ବେଳେ ନିଜର ଲଭ୍ ଲାଇଫ୍ ପାଇଁ ତ କେତେବେଳେ ନିଜର ନାଚ ଗୀତ ପାଇଁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ତଥା କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି । ତେବେ ବଲିଉଡର ପ୍ରସିଦ୍ଧ ଯୋଡି ମାନଙ୍କ ବିଷୟରେ ଯଦି କହିବା ତେବେ ଟାଇଗର ଶ୍ରଫ ଏବଂ ଦିଶା ପଟାନିଙ୍କ ନାମ ନିଶ୍ଚୟ ଆସିଥାଏ ।

ଉଭୟଙ୍କୁ ବହୁତ ଥର ସ୍ପଷ୍ଟ କରାଯାଇଛି । କେତେବେଳେ ଦୁହେଁଏକା ସହିତ ଛୁଟି ବିତାଇବା ପାଇଁ ଭ୍ୟାକସନ୍ ରେ ଯିବାର ନଜର ଆସିଛନ୍ତି ତ ପୁଣି କେତେବେଳେ ଫୁଟବଲ୍ ଖେଳଉଥିବାର ଦେଖିବାକୁ ମିଳିଛି । ଉଭୟ ଲାଇମ ଟାଇମ ରେ ସବୁ ବେଳେ ଚର୍ଚ୍ଚାରେ ରହିଥାନ୍ତି ।

ବର୍ତ୍ତମାନ ଦୁଇ ଜଣ ଏକା ସହିତ ଡ୍ୟାନ୍ସ କରୁ ଥିବାର ଭିଡିଓ ସାମ୍ନାକୁ ଆସିଛି । ଯେଉଁଠି ଦୁଇଜଣ ହ୍ରିତିକ୍ ରୋଶନଙ୍କ ଫିଲ୍ମ ସଙ୍ଗ ବ୍ୟଙ୍ଗ ବ୍ୟଙ୍ଗରେ ଡ୍ୟାନ୍ସ କରୁ ଥିବାର ନଜର ଆସିଛନ୍ତି । ଏହି ଭିଡିଓଟି ସେମାନଙ୍କର ଇଷ୍ଟଗ୍ରାମରେ ସେୟାର ହୋଇଥିଲା ଏବଂ ସେଥିରେ ଦୁହେଁ ପୂରା ସିମ୍ପଲ ଭାବରେ ନଜର ଆସି ଥିଲେ । ଅଭିନେତ୍ରୀ ଦିଶା ପଟାନି ଏଥିରେ ସଂମ୍ପୂର୍ଣ୍ଣ ଭାବରେ ବିନା ମେକପ୍ ଲୁକ୍ ରେ ନଜର ଆସିଛନ୍ତି ।

ଦୁହିଁଙ୍କର ଏହି ଡ୍ୟାନ୍ସ ଭିଡିଓଟି ଖୁବି ସୁନ୍ଦର ହୋଇଛି ଏବଂ ତାଙ୍କର ଫ୍ୟାନ ମାନେ ମଧ୍ୟ ତାଙ୍କର ଏହି ଡ୍ୟାନ୍ସ ଭିଡିଓଟିକୁ ବହୁ ମାତ୍ରାରେ ଲାଇକ୍ କରିବା ସହିତ କମେଣ୍ଟ କରି ନିଜ ନିଜ ର ମନ୍ତବ୍ୟ ରଖିଛନ୍ତି ।

ତେବେ ତାଙ୍କର ଏହି ଡ୍ୟାନ୍ସ ଭିଡିଓ ଟି ପୂର୍ବରୁ ମଧ୍ୟ ଦୁଇ ଜଣ ଫୁଟବଲ୍ ପ୍ଲେ ଗ୍ରାଉଣ୍ଡ ରେ ମଧ୍ୟ ଏକାଠି ନଜର ଆସି ଥିଲେ । ଯେଉଁଠାରେ କି ଟାଇଗର ଶଫ୍ର ଫଉଟବଲ୍ ଖେଳିବା ପାଇଁ ପହଞ୍ଚି ଥିବା ବେଳେ ଦିଶା ପଟାନୀ ମଧ୍ୟ ତାଙ୍କୁ ଚିଅର ଅଫ୍ କରିବାରେ ନଜର ଆସି ଥିଲେ ।

ତେବେ ବହୁତ ଦିନ ଧରି ଦୁଇ ଜଣଙ୍କ ଲଭ୍ ବିଷୟରେ ଖବର ଆସୁଥିଲେ ମଧ୍ୟ ଦୁହେଁ ଏ ବିଷୟରେ ପବ୍ଲିକ୍ ରେ କୋଣସି ବି ମତ ରଖି ନାହାଁନ୍ତି କିନ୍ତୁ ଉଭୟେ ବହୁତ ଥର ଏକାଠି ମିଡିଆ ସାମ୍ନାରେ ନଜର ଆସିଛନ୍ତି । 2016ରେ ଦୁହେଁ ଫେବିକର୍ ଗୀତରେ ନଜର ଆସିଥିଲେ ଏବଂ ଏହାପରେ ବାଘୀ 2 ଫିଲ୍ମରେ ମଧ୍ୟ ନଜର ଆସିଥିଲେ । ତେବେ ଟାଇଗର ଶଫ୍ର ଏବଂ ଦିଶା ପଟାନୀଙ୍କ ଯୋଡିକୁ ମଧ୍ୟ ଫ୍ୟାନ୍ ମାନେ ବହୁତ ପସନ୍ଦ କରିଥାନ୍ତି । ଆଗକୁ ଦୁଇ ଜଣଙ୍କର ବହୁତ ଫିଲ୍ମ ରିଲିଜ୍ ହେବାକୁ ଯାଉଛି ଏବଂ ସେଥିପାଇଁ ଦୁଇ ଜଣ ସୁଟିଂ ରେ ବହୁତ ବ୍ୟସ୍ତ ଥିବାର ଶୁଣିବାକୁ ମିଳୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।