ଦେଖନ୍ତୁ ଭିଡିଓ ସବ୍ୟସାଚ୍ଚୀଙ୍କ ପରେ କରୋନାକୁ ବଡ ଖୁଲାସା କଲେ ଅଭିନେତ୍ରୀ ଅର୍ଚ୍ଚିତା ! ଦୟାକରି ଏହି ଭିଡିଓକୁ ଅଧିକ ମାତ୍ରାରେ ସେୟାର କରନ୍ତୁ କାରଣ ଏହା ଆପଣଙ୍କ ପାଇଁ ଜରୁରୀ…..

ଗତ ବର୍ଷ ଠାରୁ ଆଜି ପର୍ଯ୍ୟନ୍ତ କରୋନା ମହାମାରୀ କମିବାର ନାଁ ଧରୁନି । ପ୍ରତ୍ୟେକ ଦିନ ବିଶ୍ୱରେ କରୋନା ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି ଏବଂ କରୋନା ରେ ଅନେକ ଲୋକ ମଧ୍ୟ ମୃତ୍ୟୁ ବରଣ କଲେଣି । କୋରନା ସଂକ୍ରମଣ ରୁ କୌଣସି ବି ଦେଶ ବାଦ୍ ପଡି ନାହିଁ । ଲକୋମାନେ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁ ଛନ୍ତି ।କରୋନା ର ତାଣ୍ଡବ ରୂପ ଦେଖି ଲୋକମାନଙ୍କ ମନରେ ଆତଙ୍କ ଖଏଳି ଯାଇଛି । କୁହାଯାଉଛି କରୋନା ର ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଅତି ମାରାତ୍ମକ ରୂପ ଧାରଣ କରିଛି ।

ଏଥର ର କରୋନା ଅଧିକାଂଶ ଯୁବକ ଯୁବତୀ ମାନଙ୍କୁ ସଂକ୍ରମଣ କରୁଛନ୍ତି ଏବଂ ଗର୍ଭବତୀ ମହିଳା ମାନଙ୍କ ପ୍ରତି ବିପଦ ରହିଛି । ସରକାରଙ୍କ ନିତୀ ନିୟମ ମାନି ଗତ ବର୍ଷ ଦୀର୍ଘ ଦିନ ଧରି ଲୋକେ ଘରେ ବନ୍ଦୀ ହୋଇ ରହିଥିଲେ ।

ତା ପରେ କରୋନାରେ କିଛି ମାତ୍ରାରେ ସୁଧାର ଆସିଥିଲା । ତେଣୁ ସରକାର ସମସ୍ତ ଗାଇଡଲାଇନ୍ ଉଠାଇ ଦେଇଥିଲେ ଏବଂ ଲୋକଙ୍କ ଜୀବନ ଯାତ୍ରା ସ୍ୱାଭାବିକ ହୋଇଥିଲା ।କିନ୍ତୁ ପୁଣି ଥରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି ।

ଗତ ବର୍ଷ ଭଳି ମଧ୍ୟ କରୋନା ଉଗ୍ର ରୂପ ଧାରଣ କରିଛି ଏବଂ ଲୋକେ ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି । କେଉଁଠି ଲୋକେ ସିଲିଣ୍ଡର ଅଭାବରୁ ମୃତ୍ୟୁ ବରଣ କରୁଛନ୍ତି ତ ଲକୋ ବେଡ୍ ପାଉ ନାହାନ୍ତି ।

କିଏ ତଳେ ଶୋଇଛି ତ କିଏ ଗୋଟିଏ ବେଡ୍ ରେ ଦୁଇ ଜଣ ଶୋଇଛି ।ଅକ୍ସିଜେନ୍ ର ସମସ୍ୟା ଦେଶର ସମସ୍ତ ରାଜ୍ୟରେ ଦେଖା ଦେଇଛି ।କିନ୍ତୁ ସମାଜରେ ଏମିତି କିଛି କିଛି ଲୋକ ଅଛନ୍ତି , କରୋନା ବିଷୟରେ ମିଥ୍ୟା ପ୍ରଚାର କରୁଛନ୍ତି ଏବଂ ଲୋକମାନଙ୍କର ମନରେ ଭୟ ସୃଷ୍ଟି ହେଉଛି ।ଏହି କରୋନା ର ମିଥ୍ୟା ପ୍ରଚାରକୁ ରୋକିବା ପାଇଁ ଆମ ଅଲିଉଡେ ଇଣ୍ଡଷ୍ଟ୍ରି ର ସୁପହିଟ୍ ନାୟିକା ଅର୍ଚ୍ଚିତା ସାହୁ ଏକ ଭିଡିଓ ମାଧ୍ୟମରେ ଛୋଟ ପ୍ରୟାସ ଟେ କରିଛନ୍ତି ।

ସେ କହିଛନ୍ତି ଏବଂ ଅନୁରୋଧ କରିଛନ୍ତି ଯେ , ଯେଉଁମାନେ ମିଥ୍ୟା ପ୍ରଚାର ସୋସିଆଲ୍ ମିଡିଆ ରେ କରୁଛନ୍ତି , ସେମାନଙ୍କ କଥାକୁ ବିଶ୍ୱାସ କରନ୍ତୁ ନାହିଁ । କେବେଳ ସେ ସବୁ ତଥ୍ୟ କୁ ସେୟାର କରନ୍ତୁ ଯେ ଏହି ବିପଦ ସମୟରେ କୌଣସି ପରିବାରକୁ କିପରି ସୁରକ୍ଷା ଦିଆ ଯାଇପାରିବ ଏବଂ ସେମାନେ ଅଲଗା ହେଇ କିପରି ରହିବେ , ସେ ସବି ପ୍ରତି ଧ୍ୟାନ ଦେବା ଉଚିତ୍ ଏବଂ କରୋନା ଭାକ୍ସିନ୍ ମାଧ୍ୟମରେ ମଧ୍ୟ ମିଥ୍ୟା କଥା ପ୍ରଚାର କରୁଛନ୍ତି , ତେଣୁ ଅର୍ଚ୍ଚିତା ଅନୁରୋଧ କରିଛନ୍ତି ଯେ, ଏହି ସବୁ ମିଥ୍ୟା ପ୍ରଚାର ନ କରିବା ପାଇଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।