ଶୀଘ୍ର ଦେଖନ୍ତୁ : କରୋନା ରେ ଅଭିନେତା ସବ୍ୟସାଚୀ ଓଡିଶା ପାଇଁ ଏକ ବଡ ଘୋଷଣା କଲେ….ଥରୁଟିଏ ନିଶ୍ଚୟ ଦେଖନ୍ତୁ ଏବଂ ସମସ୍ତଙ୍କୁ ସେୟାର କରନ୍ତୁ

ପ୍ରତ୍ୟେକ ଦିନ ସମଗ୍ର ବିଶ୍ୱରେ କରୋନା ବଢିବାରେ ଲାଗିଛି ।ଗତ ବର୍ଷ ଠାରୁ ଆଜି ପର୍ଯ୍ୟନ୍ତ କରୋନା ମହାମାରୀ କମିବାର ନାଁ ଧରୁନି । କୋରନା ସଂକ୍ରମଣ ରୁ କୌଣସି ଦେଶ ବି ବାଦ୍ ପଡି ନାହିଁ । କରୋନା ବଢୁଥିବାରୁ ଲୋକମାନଙ୍କ ମନରେ ଏକ ଆତଙ୍କ ଖେଳିଯାଇଛି । ଲୋକ ମାନେ ଜୀବନ ବଞ୍ଚାଇବା ପାଇଁ ଅନେକ ସଂଘ୍ରଷ କରୁଛନ୍ତି ।ସରକାର ଙ୍କ ନିତୀ ନିୟମ ମାନି ଗତ ବରେଷ ଦୀରଘ୍ ଦିନ ଧରି ଲୋକେ ଘରେ ବନ୍ଦୀ ହୋଇ ରହିଥିଲେ । ତା ପରେ କରୋନା ରେ କିଛି ମାତ୍ରାରେ ସୁଧାର ଆସିଥିଲା । ତେଣୁ ସରକାର ସମସ୍ତ ଗାଇଡଲାଇନ୍ ଉଠେଇ ଦେଇଥିଲେ ଏବଂ ଲୋକଙ୍କ ଜୀବନ ଯାତ୍ରା କୁ ସ୍ୱଭାବିକ ହୋଇ ଆସିଥିଲା ।

କିନ୍ତୁ ପୁଣି ଥରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି ।ଗତ ମାସ ଅପେକ୍ଷା ଏହି ମାସ ବେଶି ହେଉଛି । କରୋନା ପ୍ରଥମ ଚେନ୍ ଅପେକ୍ଷା ଦ୍ୱିତୀୟ ଚେନ୍ ଅତି ମାରାତ୍ମକ ରୂପ ଧାରଣ କରିଛି ।

ତେବେ ଗତ ବର୍ଷ ଭଳି ଏ ବର୍ଷ ମଧ୍ୟ କରୋନା ଭୟଙ୍କର ରୂପ ଧାରଣ କରିଛି ଷ ଲୋକେ ଅନେକ ସମସ୍ୟା ସମ୍ମୁଖୀନ ହେଉଛନ୍ତି ।କେଉଁଠି ଲୋକେ ସିଲିଣ୍ଡର ଅଭାବରୁ ମୃତ୍ୟୁ ବରଣ କରୁଛନ୍ତି ତ ଲୋକେ ବେଡ୍ ପାଉ ନାହାନ୍ତି , କିଏ ତଳେ ଶୋଇଛି ତ ଆଉ କିଏ ଗୋଟିଏ ବେଡ୍ ରେ ଦୁଇଜଣ ଶୋଇଛନ୍ତି । ତେବେ ଏହି ସବୁ ଦୁଃଖ ଦୁର୍ଦଶା କୁ ଆଖି ଆଗରେ ରଖି ଓଡିଶାର ଗରିବ ଙ୍କ ଭଗବାନ ସବ୍ୟସାଚୀ ମିଶ୍ର ଏକ ବଡ ଘୋଷଣା କରିଛନ୍ତି , ତେବେ ସେହି ଘୋଷଣା ଟି ହେଉଛି ,online form ।

ସବ୍ୟସାଚୀ ଏକ ଫୋର୍ମ ତିଆରି କରିଛନ୍ତି , ଏକ ୱେବ ସାଇଟ୍ ସେହି ଫୋରମ୍ ଟିକୁ ପୂରଣ କରି ତାଙ୍କ ପାଖକୁ ଯାହାର ଯାହା ଅସୁବିଧା ଜଣେଇ ପାରିବେ , କିନ୍ତୁ ଏହି ଫୋର୍ମ ସେହିମାନେ ହିଁ ପୂରଣ କରି ପାରିବେ ଯେଉଁମାନେ କୋଭିଡ୍ 19 ଜନିତ ସମସ୍ୟାରେ ଥିବେ , ଏହା ବ୍ୟତୀତ ଅଯଥାରେ ଏହି ଫୋର୍ମଟିକୁ ପୂରଣ ନ କରିବା ପାଇଁ ସେ ଅନୁରୋଧ କରିଛନ୍ତି ।ତେବେ ସେ କହିଛନ୍ତି , ଯେ ସେ ପାରୁପର୍ଯ୍ୟନ୍ତ ଚେଷ୍ଟା କରିବେ ଲୋକମାନଙ୍କୁ , ତାଙ୍କ ସହିତ ରହିବା ପାଇଁ ସେ ଅନୁରୋଧ କରିଛନ୍ତି ।

ଆପଣମାନେ ସମସ୍ତେ ଜାଣିଥିବେ , ଯେ ଗତ ବର୍ଷ କରୋନା ସମୟରେ ଆମ ଓଢିଶାର ଅଭିନେତା ସବ୍ୟସାଚୀ ମିଶ୍ର , ଅନେକ ପ୍ରବାସୀ ଓଡିଆଙ୍କୁ ସେମାନଙ୍କୁ ଘରକୁ ଫେରାଇ ଆଣୁଥିଲେ ।

ସେ ଭଗବାନ ଙ୍କ ଭଳି ଠିଆ ହୋଇଥିଲେ , ସବୁ ଗରିବ ଙ୍କ ପାଖରେ ନିଜ ପକେଟ୍ ରୁ ପଇସା ବାହର କରି ଅନେକ ପ୍ରବାସୀ ଓଡିଆ ଯେଉଁମାନେ ବାହାର ରାଜ୍ୟରେ ଫସି ରହିଥିଲେ , ସେମାନଙ୍କୁ ବସ୍ ଦ୍ୱାରା ଅନ୍ୟ ରାଜ୍ୟରୁ ଫେରାଇ ଆଣୁଥିଲେ । ସମସ୍ତେ ଜନତା ତାଙ୍କୁ ଭଗବାନ ଭଳିଆ ମାନନ୍ତି , ଯଦି କାହାର ଦୁଃଖ ଦୁର୍ଦଶା ସବ୍ୟସାଚୀ ଙ୍କୁ ଜଣାନ୍ତି , ସେ ନିଜେ ସାହାଯ୍ୟକରିବା ପାଇଁ ଆଗେଇ ଆସନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।