ଦେଖନ୍ତୁ ଭି଼ଡିଓ– , ହଟାତ୍ ତରାତାରିଣୀ ଧାରାବାହିକର ସୁଟିଂ ସେଟ୍ ରୁ ଆସିଲା ଦୁଃଖଦ ଖବର ,,,,..

ତରଙ୍ଗ ଚ୍ୟାନେଲ୍ ରେ ପ୍ରସାରିତ ହେଉଥିବା ତାରା ତାରିଣୀ ଧାରବାହିକ ଏବେ ତାରିଣୀ ଆଖିର ତାରା ଏକ ନୂଆ ରୂପରେ ଭେଟିବାକୁ ଯାଉଛନ୍ତି । ତାରା ତାରିଣୀ ଧାରାବାହିକ ରେ ଆମ ଓଡିଶା ର ଆଲବମ୍ କୁଇନ୍ ଲିପି ତାରିଣୀ ଭୂମିକା ରେ ଓ ତାଙ୍କ ବିପକ୍ଷରେ ଅଭିନୟ କରିଥିଲେ ଅଶ୍ୱିନୀ ରୂପମ ଭୂମିକା ରେ ।ସେମାନଙ୍କ ଅଭିନୟ ଜବରଦସ୍ତ ଥିଲା । ଏମାନେ ଦୁଇ ଜଣ ଙ୍କ ବ୍ୟତୀତ ଅନ୍ୟ କଳାକାର ମାନେ ନମ୍ରତା ଦାସ୍ ଜେଜେ ମାଆ ଭୂମିକାରେ ତାଙ୍କ ଅଭିନୟ ର ଯାଦୁ ଦେଖାଇ ଥିଲେ । ଅନ୍ୟ କଳାକାର ମାନେ ମଧ୍ୟ ବହୁତ ଭଲ ଅଭିନୟ କରୁଥିଲେ ।

ତାରା ତାରିଣି ଧାରାବାହିକ କୁ ଲୋକେ ବହୁତ ପସନ୍ଦ କରୁଥିଲେ । ସେଥିରେ ଥିବା କଳାକାର ମାନଙ୍କୁ ମଧ୍ୟ ବହୁତ ଭଲ ପାଇବା ଦେଉଥିଲେ । ତାରା ତାରିଣୀ ର ଶେଷ ସୁଟିଂ ରେ ସେମାନେ ବହୁତ ମଜା କରୁଛନ୍ତି ବୋଲି ସୋସିଆଲ୍ ମିଡିଆ ରେ ବହୁତ ମାତ୍ରାରେ ଭାଇରାଲ୍ ହେଉଛି । ଏହା କୁ ମଧ୍ୟ ତାଙ୍କର ର ପ୍ରଶଂସକ ମାନେ ବହୁତ ପସନ୍ଦ କରୁଛନ୍ତି ।

ଏହି ଧାରାବାହିକ ରେ ମୁଖ୍ୟ ନାୟକ ଓ ମୁଖ୍ୟ ନାୟିକା ଭାବେ ଥିବା ଅଶ୍ୱିନୀ ଓ ଲିପି , ଏମାନଙ୍କୁ ଓ ଏମାନଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ପସନ୍ଦ କରୁଥିଲେ ।ସେମାନେ ତାଙ୍କର ଦମଦାର ଅଭିନୟ କରି ଓଡିଶାର ଅଗଣିତ ଦର୍ଶକ ମାନଙ୍କ ମନକୁ କିଣି ନେଇଛନ୍ତି । ଯେଉଁ ଥିରେ ଟିକିଏ ବି ସନ୍ଦେହ ନାହିଁ । ଆସନ୍ତା 19 ତାରିଖରୁ ତାରିଣୀ ଆଖିର ତାରା ଆରମ୍ଭ ହେବାକୁ ଯାଉଛି । ସେଥିରେ ପିଲାମାନେ ବଡ ହେଇ ଯାଇଛନ୍ତି ।

ନିକଟରେ ସୁଟିଂ ସେଟ୍ ରେ ଏକ ଦୁଃଖଦ ଘଟଣା ଘଟିଛି। ପ୍ରକୃତ ରେ ଏହି ଧାରାବାହିକ ରେ ଅଭିନୟ କରୁ ଥିବା ଜଣେ ଅଭିନେତ୍ରୀ ଙ୍କ ନାମ ହେଉଛି ତାରିଣୀ । ବର୍ତ୍ତମାନ ସେ ଧାରାବାହିକ ରୁ ବିଦାୟ ନେବେ ଓ ଏହା ହେଉଛି ତାଙ୍କର ଶେଷ ଦିନ। ତାଙ୍କର ବିଦାୟ ସୁଟିଂ ସେଟ୍ ରେ ବହୁତ୍ ଦୁଃଖ ଆଣି ଦେଇଛି।

ଏଥି ପାଇଁ ସବୁଠାରୁ ବରିଷ୍ଠ କଳାକାର ଡଲି ଅପା ବହୁତ୍ ଦୁଃଖ କରିଛନ୍ତି।, ତାଙ୍କ ପାଇଁ କାନ୍ଦି ଛନ୍ତି।ତାରିଣୀ ଙ୍କ ବିଚ୍ଛେଦ ରେ ସେ ଭାଙ୍ଗି ପଡିଛନ୍ତି। କାରଣ ତାରିଣୀ ସମସ୍ତ ଙ୍କ ସହିତ ମିଶି ଯାନ୍ତି ଓ ସମସ୍ତ ଙ୍କ ଯତ୍ନ ନେଇ ଥାନ୍ତି।ଗୋଟିଏ ପରିବାର ହୋଇ ସମସ୍ତେ ରହୁଥିଲେ।ମାତ୍ର ଏହି ଧାରାବାହିକ ରେ ତାରିଣୀ ଙ୍କ ର କାର ଆକ୍ସିଡେଣ୍ଟ ରେ ମୃତ୍ୟୁ ଘଟିଛି।ତେଣୁ ସେ ଆଉ ଏହି ଶିରିଏଲ୍ ରେ ଅଭିନୟ କରିବେ ନାହିଁ। ପ୍ରକୃତରେ ତାଙ୍କ ର ମୃତ୍ୟୁ ଘଟି ନାହିଁ,ଏହା କେବଳ ଏହି ସିରିଏଲ୍ ରେ ଏକ ଅଭିନୟ ଅଟେ।ଏବେ ତାଙ୍କର ବିଚ୍ଛେଦ କୁ ସମସ୍ତ ଙ୍କ ପାଇଁ ଦୁଃଖ ଆଣି ଦେଇଛି। ତେବେ ଅନ୍ୟ କଳାକାର ମାନେ ମଧ୍ୟ ଏହି ଘଟଣା ପାଇଁ ଦୁଃଖ ପ୍ରକାଶ କରୁଛନ୍ତି। ତେବେ ଶିରିଏଲ୍ ଟି ଲୋକ ଙ୍କ ମନ କୁ ଜିନିପରୁଚି ତାହା ପରବର୍ତ୍ତୀ ସମୟରେ ଜାଣିବା।

 

ଆପଣ ମାନେ ଲିପିଙ୍କର ମୃତ୍ୟୁ କୁ ବାସ୍ତବରେ ରେ ମନେ କରିବେ ନାହିଁ ଏହା ତାଙ୍କର ସିରିଏଲ ଦୁନିଆରେ  ମୃତ୍ୟୁ ହୋଇଛି ! ଏହା ଇଣ୍ଟରନେଟ୍ ରୁ ସଂଗୃହିତ ହୋଇଛି ଏହାର ସତ୍ୟତା ସମ୍ପର୍କରେ ଆମେ ଦାୟୀ ନୁହଁ !

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।