ଝିଅମାନଙ୍କର ପ୍ରଥମ ଋତୁସ୍ରାବ କେଉଁ ବାର ଓ ତିଥିରେ ହେଲେ ଝିଅ ହୋଇଥାଏ ବନ୍ଧ୍ୟା ଓ ବିଧବା ଶୀଘ୍ର ଦେଖନ୍ତୁ ଆଜି ହିଁ କରନ୍ତୁ ଏହାର ନିରାକରଣ…..

ଆପଣ ମାନେ ଜାଣିଛନ୍ତି ମହିଳା ମାନଙ୍କର ମାସିକ ଋତୁସ୍ରାବ ଏକ ପ୍ରାକୃତିକ ପ୍ରକ୍ରିୟା ଯାହା ପ୍ରତ୍ୟେକ ମାସ ହୋଇ ଥାଏ । ଆମେ ଆଜି ଏହି ବିଶେଷ ଲେଖା ରେ ଜାଣିବା ଯେ ଝିଅ ମାନେ ଋତୁମତି କେଉଁ ତିଥିର ରେ ହେଲେ କଣ ପ୍ରଭାବ ପଡିଥାଏ ସେମାନଙ୍କର ବ୍ୟକ୍ତିଗତ ଜୀବନ ରେ ଏବଂ ସେମାନଙ୍କ ର ସାଂସାରିକ ଜୀବନରେ । ତେବେ ଚାଲନ୍ତୁ ଜାଣିବା ସେହି ସମ୍ବନ୍ଧୀୟ କିଛି ବିଶେଷ ତଥ୍ୟ ଉପରେ । କେଉଁ ତିଥିରେ ବା କେଉଂ ବାରରେ ମହିଳାଙ୍କ ପ୍ରଥମ ଋତୁସ୍ରାବ ହେଲେ କଣ ସବୁ ପ୍ରଭାବ ତା ଉପରେ ପଡିଥାଏ ସେହି ବିଷୟରେ ସଂମ୍ପୂର୍ଣ୍ଣ ରୂପେ ଜାଣନ୍ତୁ ।

ତେବେ ସପ୍ତାହରେ ଥିବା 7 ଟି ବାର ରେ କୌଣସି ବି ଦିନ ମହିଳା ଋତୁମତି ହେଲେ କଣ ହୋଇଥାଏ ତାହା ମଧ୍ୟ ଏହି ଲେଖା ମାଧ୍ୟମ ରେ ଜାଣି ରଖନ୍ତୁ ।

ରବିବାର – ବିଧବା ଏବଂ କଷ୍ଟଯନ୍ତ୍ରଣା ଭୋଗ କରିଥାଏ ।
ସୋମବାର – ପତିବ୍ରତା, ସୁଶୀଳା, ପତିର ଅତିପ୍ରିୟ ।

ମଙ୍ଗଳ ବାର – କୁଳଟା ହେବା ଏବଂ ପ୍ରକୃତି ଖରାପ ହୋଇଥାଏ ।
ବୁଧବାର – ରାଣୀ ପ୍ରାୟ ଜୀବନଯାପନ , ସୁଖୀ , ସୌଭାଗ୍ୟବତୀ
ଗୁରୁବାର – ସୁନ୍ଦର ସ୍ହାମୀ ପ୍ରାପ୍ତ କରିଥାନ୍ତି ଏବଂ ଲକ୍ଷ୍ମୀବାନ ମଧ୍ୟ ହୋଇଥାନ୍ତି ।

ଶୁକ୍ରବାର – ପୁତ୍ରବତୀ, ଦୀର୍ଘାୟୁ ପୁତ୍ର ପ୍ରାପ୍ତି ହୁଏ ଏବଂ ସନ୍ତାନ ସୁଖ ମଧ୍ୟ ମିଳିଥାଏ ।
ଶନିବାର – ବନ୍ଧ୍ୟା ହୋଇଥାନ୍ତି ଏବଂ ସନ୍ତାନ ପ୍ରାପ୍ତି ୟୋଗ ମଧ୍ୟ ନ ଥାଏ ।

ସେହିପରି ଯଦି ମହିଳାମାନଙ୍କର ପ୍ରଥମ ଋତୁମତୀ ଏହି ସବୁ ତିଥିରେ ମାନଙ୍କରେ ହୁଏ ତେବେ ସେମାନେ କଣ ସବୁ ସମସ୍ୟା ଦେଇ ଗତି କରିଥାନ୍ତି ଚାଲନ୍ତୁ ଜାଣିବା ।

ପ୍ରତିପଦ ତିଥି – ଚିର ରୋଗୀନି ହୋଇଥାଏ
ଦ୍ବତୀୟା ତିଥି – ଉଦାସୀନ ଏବଂ ସ୍ମରଣ ଶକ୍ତି ହ୍ରାସ ପାଇଥାଏ ।

ତୃତୀୟା ତିଥି – ପୁତ୍ର ହୀନ ଏବଂ ବନ୍ଧ୍ୟା ଦୋଷ ରହିଥାଏ ।
ଚତୁର୍ଥୀ ତିଥି – ଗର୍ଭ ନଷ୍ଟ ଏବଂ ମୃତ ପିଲା ଜନ୍ମ ହେବାର ଆଶଙ୍କା ରହିଥାଏ ।

ପଞ୍ଚମୀ ତିଥି – ମୃତ୍ୟୁବତ ଜୀବନଯାପନ ଏବଂ ଅଳ୍ପଆୟୁଷ ପ୍ରାପ୍ତି ।
ଷଷ୍ଠୀ ତିଥି – ଜନ୍ମ ଜୀବନବିଫଳ , ଚୀରରୋଗୀନି ହୋଇଥାଏ ।

ସପ୍ତମୀ ତିଥି – ବନ୍ଧ୍ୟା ଦୋଷ ରହିଥାଏ ।
ଅଷ୍ଟମୀ ତିଥି – ସଦାସୁଖୀନି, ଐଶ୍ୟର୍ଯ୍ୟ ଶାଳିନି ହୋଇଥାଏ ।

ନବମୀ ତିଥି – ସୁଖ ଭାଗିନୀ , ନିରୋଗ , ପତି ସୁହାଗୀନି ।
ଦଶମୀ ତିଥି – କୁଳଟା , ରାକ୍ଷାସ ପ୍ରକୃତିର ହୋଇଥାଏ ।

ଏକାଦଶୀ ତିଥି – କୂଳଘାତି, ଡାକିନି ପ୍ରକୃତିର ହୋଇଥାଏ ।
ଦ୍ବାଦଶୀ ତିଥି – ଧାର୍ମିକ ଏବଂ ଧର୍ମଶିଳା ।

ତ୍ରୋୟଦଶୀ ତିଥି – ପତିପରାୟଣ , ସଧବା ।
ଚତୁର୍ଦ୍ଦଶୀ ତିଥି – ଆଜୀବନ ଶୋକଦୁଃଖ ଏବଂ ଲକ୍ଷ୍ମୀହୀନା ।

ପୂର୍ଣ୍ଣମୀ ତିଥି – ଭାଗ୍ୟବତୀ, ପୁତ୍ରବତୀ , ଲକ୍ଷ୍ମୀଯୁକ୍ତା ହୋଇ ଏହି ମହିଳା ମାନେ ଅନେକ ସମ୍ମାନ ପାଇଥାନ୍ତି ।
ଅମାବାସ୍ୟା ତିଥି – ଗର୍ବିତା, କୁଳଟା, ଅପ୍ରିୟ ଭାଷିଣୀ , ରୋଗୀଣା ହୋଇଥାଏ ।

ତେଣୁ ଆପଣମାନେ ଏହିଥିରୁ ଜାଣିପାରିବେ ଆପଣଙ୍କ ଋତୁମତି ହେବା ପରେ ଆପଣଙ୍କ ସହିତ କେଉଁ ସମସ୍ୟା ରହୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।