ରକ୍ଷକ ସାଜିଲା ଭକ୍ଷକ ! ମଦୁଆ ପୋଲିସ କୁ ଉଚିତ୍ ସବକ୍ ଶିଖାଇଲେ ଦୁଇ ଯୁବକ ..ମଦ ସେବନ କରି ନାରୀ ମାନଙ୍କୁ କରୁଥିଲେ ଅଭଦ୍ରାମୀ ! ଭିଡିଓ ନିଆଁ ପରି ଭାଇରାଲ ହେଉଛି…..

ଦେଶରେ ସାଧାରଣ ନାଗରିକ ଙ୍କ ସୁରକ୍ଷା ପାଇଁ ସରକାର ପୋଲିସ୍ କର୍ମଚାରୀ ଙ୍କୁ ନିଯୁକ୍ତ କରିଛନ୍ତି । ସେମାନେ ସାଧାରଣ ଜନତାଙ୍କ ପାଇଁ ଭଗବାନ ସଦୃଶ । କାରଣ ସେମାନେ ବିପଦ ଆପଦ ସମୟରେ ସମସ୍ତଙ୍କୁ ସାହାଯ୍ୟ କରନ୍ତି । ଯତେବେଳେ ଜଣେ ମଣିଷ ଉଚ୍ଚ ଶିକ୍ଷା ପ୍ରାପ୍ତ କରି ପୋଲିସ୍ ଅଧିକାରୀ ହେଇଥାଏ ଓ ଯେତେ ବିପଦ ଆସିଲେ ବି ଯେପରି ପଛକୁ ନ ହଟି ବିପଦର ସାମ୍ନା କେମିତି କରିବାକୁ ହେବ ତାହା ତାକୁ ତାଲିମ୍ ଦିଆଯାଇଥାଏ । କିପରି ଦେଶର ନାଗରୀକ ମାନଙ୍କ ଜୀବନ ରକ୍ଷା କରିବ ସେ ପ୍ରତି ସେମାନେ ସଚେତନ ହେବେ ।

ସେମାନେ ସମସତେ ଶପଥ କରନ୍ତି ବରଂ ନିଜ ଜୀବନ ଚଲି ଯିବ କିନ୍ତୁ ନିଜ କର୍ତ୍ତବ୍ୟ ଆଗରେ ହାର ମାନିବ ନାହିଁ । ଏହା ହିଁ ସେମାନଙ୍କୁ ଶିଖା ଯାଇଥାଏ । କିଛି କିଛି ପୋଲିସ୍ କର୍ମଚାରୀ ମାନେ ମଧ୍ୟ ତାଙ୍କ କର୍ତ୍ତବ୍ୟ କୁ ନିଷ୍ଠାର ସହ ପାଳନ କରିଥାନ୍ତି । କିନ୍ତୁ ଆଉ ଅନ୍ୟ କିଛି ପୋଲିସ୍ କର୍ମଚାରୀ ସେମାନେ ତାଙ୍କ ପଦବୀର ଫାଇଦା ଉଠାନ୍ତି । ଲୋକଙ୍କୁ ସୁରକ୍ଷା ଦେବା ନା ରେ ସାଧାରଣ ଲୋକମାନଙ୍କ ଠାରୁ ପଇସା ଆଦାୟ କରନ୍ତି ।

ଲୋକମାନେ ନିର୍ଭୟ ରେ ଘରୁ ବାହାରକୁ ଯାଇ ପାରୁଛନ୍ତି । କୌଣସି ସୁବିଧା ଅସୁବିଧା ରେ ବି ଲୋକମାନଙ୍କୁ ସାହାଯ୍ୟ କରନ୍ତି ଏହି ଦେବତା ରୂପି ପୋଲିସ୍ ବିଶେଷ କରି ନାରୀ ମାନଙ୍କ ସୁରକ୍ଷା ପ୍ରତି ପୋଲିସ୍ ମାନେ ଅଧିକ ସତର୍କ ହୁଅନ୍ତି । କିନ୍ତୁ କିଛି କିଛି ପୋଲିସ୍ କରମଚାରୀ ଅଛନ୍ତି , ସେମାନେ ତାଙ୍କର ଫାଇଦା ପାଇଁ ନାରୀ ମାନଙ୍କୁ ବ୍ୟବହାର କରନ୍ତି ।

 ନାରୀ ଙ୍କୁ ସୁରକ୍ଷା ଦେବା ବଦଳରେ ସେମାନଙ୍କୁ ଶୋଷଣ କରନ୍ତି ।ଦେଶରେ କରୋନା ଚାଲିଥିବା କରୋନା ମହାମରୀ ରେ ସେମାନେ ତାଙ୍କର କର୍ତ୍ତବ୍ୟ କରି ଦେଶର ସାଧାରଣ ଜନତା ଙ୍କ ପାଖରେ ଋଣି ହୋଇ ହୋଇଛନ୍ତି । ଦେଶର ନାଗରିକ ମାନଙ୍କ ସୁରକ୍ଷା ପାଇଁ ସେମାନେ ଦିନ ରାତି ଏକ କରିଦେଇଛନ୍ତି । ଖାଇବା ପିଇବା ଭୁଲି ଯାଇଛନ୍ତି । ନିଜ ପରିବାର କଥା କୁ ମଧ୍ୟ ଚିନ୍ତା ନ କରି ଲାଗି ପଡିଛନ୍ତି ଲୋକମାନହ୍କ ସୁରକ୍ଷା ପାଇଁ ।

କିନ୍ତୁ ଆଜି ଏକ ପୋଲିସ୍ କର୍ମଚାରୀ ସେ ତାଙ୍କ ପଦବୀର ଖରାପ ବ୍ୟହାର କରିଛନ୍ତି । ଲୋକମାନଙ୍କୁ ସୁରକ୍ଷା ଦେବା ତ ଦୂରର କଥା ନିଜେ ମଦ ପିଇ ଲୋକମାନଙ୍କୁ ଖରାପ କଥା କହିଛନ୍ତି । ଏହା ଦେଖି ଲୋକମାନେ ତାଙ୍କୁ ନିସ୍ତୁକ ମାଡ ମାରି ଥିଲେ । ତେବେ ଏ ହେଉଛି ଆମ ସମାଜ । ରକ୍ଷକ ଯଦି ଭକ୍ଷକ ସାଜିବେ ତେବେ ଲୋକମାନେ ନିର୍ଭୟରେ ରାସ୍ତାରେ ଚାଲିପାରିବେ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।