ଭାରତୀୟ ଦଳର ଏହି ୭ଜଣ ଖେଳାଳି ଖେଳ ସହ ସରକାରୀ ଚାକିରୀ ବି କରିଛନ୍ତି, 3 ନମ୍ବରଙ୍କ ପଦବୀ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…..

ଆମ ଭାରତରେ ସବୁ ଖେଳ ମଧ୍ୟରୁ ସବୁଠାରୁ ଲୋକପ୍ରିୟ ଖେଳ ହେଉଛି କ୍ରିକେଟ୍ । କ୍ରିକେଟ୍ ଖେଳ ସମସ୍ତ ଙ୍କର ପ୍ରିୟ ଖେଳ । କ୍ରିକେଟ୍ ଏତେ ପ୍ରିୟ ଯେ ମ୍ୟାଚ୍ ବେଳେ ଟିଭି ଆଗରୁ ଉଠନ୍ତିନି । ଦେଶର ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ କ୍ରିକେଟ୍ ଖେଳ ଦେଖିବାକୁ ପସନ୍ଦ କରନ୍ତି । ଖେଳ ଦେଖିବା ପାଇଁ ଖାଇବା ପିଇବା ଭୁଲି ଯାଆନ୍ତି । ଭାରତାୟ ଦଳର ସମସ୍ତ ଖେଳାଲୀ ଙ୍କ ଦରମା କଥା ତ ଆପଣ ମାନେ ଜାଣିଥିବେ । ହେଲେ ଏତେ ଦରମା ପାଇବା ସତ୍ତ୍ୱେ ବି ସରକାର ସେମାନଙ୍କୁ ସରକାରୀ ଚାକିରି ର ବଡ ବଡ ପଦ ପଦବୀରେ ରଖିଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ଖେଳାଳୀ ମାନଙ୍କ ବିଷୟରେ ଯେଉଁ ମାନେ ବଡ ବଡ ପଦବୀ ରେ ଅଛନ୍ତି ।

1–କପିଲ୍ ଦେବ —

କପିଲ୍ ଦେବ ଙ୍କୁ ଆମ ଦେଶ ଭାରତ ସହିତ ସାରା ବିଶ୍ୱ ରେ ସମସ୍ତେ ଜାଣନ୍ତି । କାହିଁକି ନା କ୍ୟାପଟେନ୍ କପିଲ୍ ଦେବ 1983 ମସିହାରେ ଭାରତୀୟ କ୍ରିକେଟ୍ ଟିମ୍ ଓ ଭାରତକୁ ପ୍ରଥମ ବିଶ୍ୱକପ୍ ଦେଇଥିଲେ । ସେତେ ବେଳେ ସାରା ଦେଶବାସୀ ଙ୍କ ମନରେ ଖୁସିର ଲହରୀ ଖେଳିଯାଇଥିଲା ।

ସମଗ୍ର ଭାରତ ବାସୀ ତାଙ୍କ ପାଇଁ ଗର୍ବ ଅନୁଭବ କରିଥିଲେ ଓ ତାଙ୍କୁ ମଧ୍ୟ ଶୁଭେଚ୍ଛା ଦେଇଥିଲେ । ତେଣୁ ଆମ ଭାରତ ସରକାର ତାଙ୍କୁ ଭାରତୀୟ ସେନା ରେ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ପଦରେ ଅଳଙ୍କୃତ କରିଥିଲେ । ଏଥିପାଇଁ ସେ ଏହି ସୂଚୀ ଅନୁସାରେ ପ୍ରଥମ ସ୍ଥାନରେ ଅଚନ୍ତି ।

2–ମହେନ୍ଦ୍ର ସିଂ ଧୋନି —

ସେହିପରି ପ୍ରଥମ T- ଟ୍ୱେଣ୍ଟି 2007 ରେ ଭାରତୀୟ ଦଳ କୁ ପ୍ରଥମ ବିଶ୍ୱକପ୍ ଦେଇଥିଲେ ମହେନ୍ଦ୍ର ସିଂ ଧୋନୀ । ଏହା ସହିତ ମଧ୍ୟ ଦ୍ୱିତୀୟ ୱାନ୍ ଡେ ବିଶ୍ୱକପ୍ 2011 ମସିହାରେ ଭାରତୀୟ ଟିମ୍ କୁ ଦେଇଥିଲେ । ତେବେ ତାଙ୍କୁ ଭାରତୀୟ ସେନା ର ଲେଫ୍ଟନାଣ୍ଟ କର୍ଣ୍ମେଲ୍ ର ପଦ ଦିଆ ଯାଇଛି ।3–ସଚିନ ତେନ୍ଦୁଲକର-
ଦୁନିଆ ର ସବୁଠୁ ମହାନତମ କ୍ୟାପଟେନ୍ ସଚିନ ତେନ୍ଦୁଲକର ଙ୍କୁ ଭାରତୀୟ ବାୟୁ ସେନା ରେ ଗ୍ରୁପ କ୍ୟାପଟେନ ର ପଦ ଦିଆଯାଇଥିଲା ।

4–ହରଭଜନ ସିଂ–

ଭାରତୀୟ ଟିମ୍ ର ଧୁରନ୍ଦର ସ୍ପିନର ହରଭଜନ ସିଂ ଙ୍କୁ ପଞ୍ଜାବ ମଧ୍ୟରେ ଡିଏସପି ର ପଦ ଦିଆଯାଇଛି ।

5–ଯୋଗୀନ୍ଦର ଶର୍ମା –

T-ଟ୍ୱେଣ୍ଟି ବିଶ୍ୱକପ୍ 2007 ମଧ୍ୟରେ ଭାରତୀୟ ଟିମ୍ଜିତ୍ ର ହିରୋ ହୋଇଥିବା ଯୋଗୀନ୍ଦର ଶର୍ମା ଙ୍କୁ ହରୟାମା ର ଡିଏସପି ପଦ ଦିଆଯାଇଛି ।

 6—ଉମେଶ୍ ଯାଦବ —

ଭାରତୀୟ କ୍ରିକେଟ୍ ର ତେଜ୍ ବୋଲର ଉମେଶ୍ ଯାଦବ ଙ୍କୁ ଭାରତୀୟ ରିଜର୍ବ ବ୍ୟାଙ୍କ ରେ ଆସିଶ୍ଟାଣ୍ଟ ମ୍ୟାନେଜର ପଦ ଦିଆଯାଇଛି ।

7–କେଏଲ୍ ରାହୁଲ —

ଭାରତୀୟ କ୍ରିକେଟ୍ ଟିମ୍ ର ଖତରନାକ ବ୍ୟାଟସ ମ୍ୟାନ ଭାବେ କେଏଲ୍ ରାହୁଲ ଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ ରେ ଆସିଶ୍ଟାଣ୍ଟ ମ୍ୟାନେଜର ପଦ ଦିଆଯାଇଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।