Jyotish Shastra– ଓଡିଆ ନୂଆବର୍ଷ ଆଜିଠାରୁ ପୁରା ଗୋଟିଏ ମାସ ପର୍ଯ୍ୟନ୍ତ ଏହି ରାଶିରେ , ଧନ ,ସୁନା ଗାଡ଼ି ବଙ୍ଗଳା……

ପ୍ରଥମତଃ ଓଡିଆ ନବ ବର୍ଷ ଉପଲକ୍ଷେ ଆପଣଙ୍କୁ ହାର୍ଦିକ ଅଭିନନ୍ଦନ ଓ ଶୁଭକାମନା । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜିଠାରୁ ଗ୍ରହ ରେ ବନିବାକୁ ଯାଉଛି ମହା ସଂଯୋଗ । ଯାହା ଦ୍ୱାରା ଏହି 5 ଟି ରାଶିର ଲୋକ ମାନଙ୍କର ଭାଗ୍ୟ ଚମକିବାକୁ ଯାଉଛି ।ଏମାନଙ୍କ ଉପରେ ପ୍ରଭୁ ହନୁମାନଙ୍କ କୃପା ବର୍ଷିବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କର ଗତି ନିରନ୍ତର ଭାବରେ ପରିବର୍ତ୍ତନ ହେଉଥାଏ । ଯେଉଁ କରାଣରୁ ସମସ୍ତ ବାଆର ଗୋଟି ରାଶି ପ୍ରଭାବିତ ହେଉଥାଏ । ଯଦି କୌଣସି ଗ୍ରହ ର ସ୍ଥିତିରେ କୌଣସି ପ୍ରକାରର ପରିବର୍ତ୍ତନ ଆସିଥାଏ , ତେବେ ଏହି କାରଣରୁ ବହୁତ ସଂଯୋଗ ହୋଇଥାଏ ।

ଯାହାର କିଛି ନା କିଛି ପ୍ରଭାବ ସବୁ ରାସି ଉଫରେ ପଡିଥାଏ । ଆପଣଙ୍କୁ କହି ଦେଉଛୁ କି ଆଜିଠାରୁ କିଛି ରାଶିଙେକ ଉପରେ ଭଗବାନ ହନୁମାନଙ୍କର ଆଶୀର୍ବାଦ ରହିବ । ଯାହା ଦ୍ୱାରା ଏମାନଙ୍କୁ ବହୁତ ଖୁସି ଖବର ମିଳିବ । ତେବେ ଆସନ୍ତୁ ଜାଣିବାୀ ଭଗବାନ ହନୁମାନଙ୍କର କେଉଁ ରାଶି ଉପରେ ଆଶୀର୍ବାଦ ରହିବ ।

1– ମିଥୁନ ରାଶି – ଏହି ରାଶିର ଲୋକମାନଙ୍କର ଆସନ୍ତା ସମୟ ଭଲ ରହିବାର ଅଛି । ମହିଳାମାନେ ଉଚିତ୍ ପ୍ରନ୍ଥା ଗ୍ରହଣ କରି ସମୟକୁ ହସ ଖୁସିରେ ବିତାଇବେ । ଆପଣ ଗଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ । କର୍ମ କ୍ଷେତ୍ରରେ ପଦନ୍ନୋତି ମିଳିପାରେ । ଆପଣଙ୍କ ଘରକୁ ଧନର ଆଗମନ ହେବ ।

2- ବୃଷ ରାଶି – ଏହି ରାଶିର ବ୍ୟକ୍ତିମାନୱଙ୍କ ଉପରେ ଭଗବାନ ହନୁମାନଙ୍କ କୃପା ଦୃଷ୍ଟି ଲଗାତାର ରହିବ । ଅଧିକାରୀଙ୍କ ଠାରୁ ସହଯୋଗ ପାଇ କାର୍ଯ୍ୟ କରିବେ । ଦମ୍ଭ ସାହାସ ବୁଦ୍ଧି କ୍ଷମତା ଯୋଗୁଁ ଯଶ ପ୍ରାପ୍ତି , ସୁସମ୍ବାଦ ଓ ଆପଣଙ୍କର ଆର୍ଥିକ ସମସ୍ୟା ଦୂର ହେବ । ଆପଣଙ୍କୁ ଆକସ୍ମିକ ଧନ ପ୍ରାପ୍ତି ହୋଇପାରେ ।

3- ସିଂହ ରାଶି – ଏହି ରାଶିର ଲୋକମାନେ ହନୁମାନଙଅକ ଆଶୀର୍ବାଦରୁ ଅପ୍ରତ୍ୟାଶିତ ଲାଭ ମିଳିବାର ସମ୍ଭାବନା ଅଧିକ ଅଛି । ରାଜନିତୀ କ୍ଷେତ୍ରରେ ପ୍ରତିଷ୍ଠା ବୃଦ୍ଧି ହେବା ସହ ଲୋକ ସମ୍ପର୍କ ବୃଦ୍ଧି ପାଇବ । ବ୍ୟବସାୟରେ ବକେୟା ଅର୍ଥ ଆଦାୟ ହେବ । ଯେହା ଫଳରେ ବ୍ୟବସାୟ ବିସ୍ତାର କରି ଲାଭବାନ ହେବେ ।

4– ତୁଳା ରାଶି — ଏହି ରାଶିର ଲୋକମାନଙ୍କୁ ପ୍ରଭୁ ହନୁମାନଙ୍କ କୃପାରୁ ନିଜର ଧ୍ୟାନ ନିଜ କର୍ମ ଉପରେ କେନ୍ଦ୍ରିତ କରିବେ । ପୁରୁଣା ରୋଗରୁ ଉପଶମ ପାଇବେ । ଶୁଭ କର୍ମ ର ସୁଯୋଗ ପାଇବେ । ସାମାଜିକ ସ୍ତରରେ ଖ୍ୟାତି ବଢିବ । ପ୍ରେମ ସମ୍ବନ୍ଧରେ ମଧୁରତା ଓ ସଫଳତା ମିଳିବ ।

5– କୁମ୍ଭ ରାଶି — ଏହି ରାଶିର ଲୋକମାନଙ୍କ ଉପରେ ପ୍ରଭୁ ହନୁମାନଙ୍କ ଆଶୀର୍ବାଦଗ ରହିବ । କର୍ମ କ୍ଷେତ୍ରରେ ଚିନ୍ତା କରୁଥିବା କାମଗୁଡିକ ସହଜରେ ହୋଇଯିବ । ଦୃଢ ଆତ୍ମ ବିଶ୍ୱାସ ଦ୍ୱାରା ସମସ୍ତା ବାଧା ବିଘ୍ନ କୁ ଅତକ୍ରମ କରି ଆଗକୁ ବଢିବାର ଯୋଜନା ସଫଳ ହେବ । ବାଦା ବିବାଦ , କ୍ରୀଡା ପ୍ରତିଯୋଗିତା ଓ ସାକ୍ଷାତକାରରେ କୃତ କାର୍ଯ୍ୟ ହେବେ । ଆଜିଠାରୁ ଆପଣଙ୍କର ଭାଗ୍ୟ ଚମକି ବାକୁ ଯାଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।