Astro Tips–ଏହି ଗୋଟିଏ ଜିନିଷ ଜଳାନ୍ତୁ ଶତ୍ରୁ ପାଦଧରି କ୍ଷମା ମାଗିବ ! ବିଶ୍ବାସ ନହେଲେ ବି ସତ…

ଭଗବାନଙ୍କ ସୃଷ୍ଟିରେ ମଣିଷ ହେଉଛି ସର୍ବଶ୍ରେଷ୍ଠ ପ୍ରାଣୀ l ଯିଏକି ସମାଜର ସବୁ ନୀତି ନିୟମକୁ ମାନି ସଂସାରରେ ଚଳି ଥାଏ l ଯଦି ସଂସାରର ନୀତି ନିୟମକୁ ନମାନି ବେଖାତିର କରେ ତାହାଲେ ତାକୁ ଦୁଃଖ ଭୋଗି ବାକୁ ପଡି ଥାଏ l କେତେକ ଲୋକ ମାନେ ସବୁବେଳେ ଚାହାଁନ୍ତି କି ସେମାନେ କେତେବେଳେବି ଆର୍ଥିକ ସମସ୍ୟାର ନ ପଡ଼ନ୍ତୁ କିନ୍ତୁ ତାଙ୍କର ଏହି ଭାବନା ବିଫଳ ହୋଉଥାଏ । କାହିଁକି ନାଁ ମଣିଷ ଜୀବନରେ କିଛି ଏମିତି ଶତୃମାନେ ଥାଆନ୍ତି ଯେଉଁମାନେ କି ଏହାକୁ ସଫଳ ହେବାକୁ ଦିଅନ୍ତି ନାହିଁ ।

ଆଉ ବେଳେବେଳେ ଜୀବନରେ ଶତ୍ରୁମାନେ ଏତେ ଅସୁବିଧାରେ ପକାଇଥାନ୍ତି ଯେମିତି ଆପଣଙ୍କୁ ଲାଗିଥାଏ ଏବେ ସବୁକିଛି ସମାପ୍ତ ହୋଇଗଲା । ଏମିତି ଲାଗିଥାଏକି ଆଉ ଏଥିରେ ବାହାରି ପାରିବେନି । ତେଣୁ ଆଜିର ଏହି ଲେଖା ମାଧ୍ୟମରେ ଆମେ ଆପଣଙ୍କୁ ଶତୃଙ୍କ କବଳରୁ ନିଜକୁ କେମିତି ମୁକୁଳାଇବେ ସେହି ବିଷୟରେ ଆଲୋଚନା କରିବା ଏବଂ ଏହା ସହିତ ଆପଣ କେମିତି ଶତ୍ରୁ ମାନଙ୍କଠୁ ମୁକ୍ତି ପାଇବେ ତାର କିଛି ଗୁରୁତ୍ବପୂର୍ଣ୍ଣ ମାର୍ଗ ମଧ୍ୟ କହିବୁ ।

ଶତ୍ରୁ ମାନଙ୍କଠୁ ବିଜୟ ପ୍ରାପ୍ତ କରିବା ପାଇଁ ଉପାୟ ବତାଇବୁ । କେବେ କେବେ ନିଜର ଶତ୍ରୁ ହୋଇଯାଆନ୍ତି କେବେ କେବେ ପର ଲୋକଙ୍କର ମଧ୍ୟ ଶତ୍ରୁ ହୋଇଥାଏ । କେବେ କେବେ ବ୍ୟାପାରରେ ମଧ୍ୟ ଶତ୍ରୁତା ହୋଇଥାଏ ବା ପଡୋଶୀ ମାନେ ମଧ୍ୟ ଜଳି ଥାନ୍ତି ଭଲ ଦେଖିକରି । ଚାକିରି କ୍ଷେତ୍ରରେ ମଧ୍ୟ ସେହିଭଳି ସମସ୍ୟା ମାନ ଉପୁଜି ଥାଏ ।
ଶତ୍ରୁ ମାନେ ବହୁତ ଅଧିକ ହୋଇଥାନ୍ତି । ଆପଣ ଭଲ ସେଥିପାଇଁ ଆପଣଙ୍କୁ ସମସ୍ତେ ଭଲ ଲାଗିଥାନ୍ତି । କିନ୍ତୁ ଏହି ଭଲରେ ଭୋଳା ପଣର ଲୋକ ଫାଇଦା ଉଠାଇ ଥାନ୍ତି । ସେତେବେଳେ ଆପଣ ଭାବିଥାନ୍ତିକି ମୁଁ ଆଗରୁ କାହିଁକି ଜାଣିପାରିଲିନି ।

ଆଜି କାଲି ଦୁନିଆରେ କାହାରୀକୁ ଚିହ୍ନିବା ବହୁତ ମୁସ୍କିଲ ହୋଇଥାଏ । ଲୋକ ମାନେ ସବୁବେଳେ ମୁହଁରେ ମିଠା କଥା କହି ପଛରେ ଛୁରୀ ଭୁଶି ଥାନ୍ତି । ସେଥିଲାଗି ସାବଧାନ ରହିବା ବହୁତ ଆବଶ୍ୟକ ହୋଇଥାଏ ।

ତେବେ ଆଜି ଆମେ ଶତ୍ରୁ ମାନଙ୍କ ଶକ୍ତିକୁ ସମାପ୍ତ କରିବା ପାଇଁ ତାଙ୍କ ନକରାତ୍ମକ ଯାହା ତାଙ୍କ ମନରେ ଅଛି ଆପଣଙ୍କ ପାଇଁ ଭାବନା କୁ ସବୁ ଦିନ ପାଇଁ ଶେଷ କରିବାର ଛୋଟିଆ ପ୍ରୟୋଗ ଟି ବିଷୟରେ କହିବୁ । ଏହି ପ୍ରୟୋଗ କରିବା ଦ୍ଵାରା ସବୁ ଶତ୍ରୁ ନାଶ ହୋଇବେ । ଏହି ପ୍ରୟୋଗ ଆପଣ କୌଣସିବି ଦିନରେ ଅନ୍ଧାର ହେବା ପରେ କରନ୍ତୁ ।

ଆପଣଙ୍କୁ ଏଥିପାଇଁ ଆବଶ୍ୟକ ଦ୍ରବ୍ୟ ହେଉଛି ଭୋଜ ପତ୍ର, ମହୁ, ଓ ଗୋଲମରୀଚ ।

ଏହି ତିନୋଟି ବସ୍ତୁ ଆପଣଙ୍କୁ ଦରକାର ହୋଇଥାଏ । ଆପଣ ସଫା କାଗଜ ନିଅନ୍ତୁ ସେଇ କାଗଜରେ କଳା ପେନ କି କଳାରେ ଶତ୍ରୁର ନାମ ଲେଖନ୍ତୁ, ଆପଣ ଯେଉଁଠି ଶତ୍ରୁର ନାମ ଲେଖିଛନ୍ତି ସେଠାରେ ମହୁ ଲଗାଇ ଦିଅନ୍ତୁ ତାପରେ କଳା ଗୋଲମରୀଚ ପାଞ୍ଚଟି କି ସାତଟି ଦାନା ରଖନ୍ତୁ । ଆଉ ତାକୁ ନିଆଁରେ ପକାଇ ଦିଅନ୍ତୁ । ଆପଣଙ୍କର ଯିଏ ଶତ୍ରୁ ଥିବା ସବୁ ଶତ୍ରୁ ସମାପ୍ତ ହୋଇଯିବ । ସେ ଚାହିଁଲେବି ଆପଣଙ୍କର କିଛି କରିପାରିବେ ନହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।