ଦେଖନ୍ତୁ ଭିଡିଓ ! ବାବୁସାନଙ୍କ ପୁଅ ଜନ୍ମଲାଭ କରିବା ପରେ ତାଙ୍କ ପୁଅକୁ ଦେଖା କରିବାକୁ ଗଲେ ଅଭିନେତ୍ରୀ ଏଲିନା ! ଛୁଆ କୁ କୋଳରେ ଜାବୁଡି ଧରି କହିଲେ ଏ ତ……

ବାବୁଶାନ ଙ୍କ ଶିଶୁ ପୁତ୍ର ଜନ୍ମ ହେବା ପରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ର ସମସ୍ତ ନାୟକ ନାୟିକା ମାନଙ୍କର ଶୁଭେଚ୍ଛା ର ସୁଅ ଛୁଟିଛି । ହେଲେ ଏଥିରୁ ବାଦ ପଡି ନାହାନ୍ତି ଅଲିଉଡ୍ ଇଣ୍ଡଷ୍ଟ୍ରି ର ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ । ତେବେ ଅଲିଉଡ୍ କୁଇନ୍ ଏଲିନା ମଧ୍ୟ ବାବୁଶାନ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଏମିତି ଏକ ଶୁଭେଚ୍ଛା ଜଣେଇଛନ୍ତି । ଆପଣ ବି ଶୁଣିଲେ ହସି ହସି ଗଡିଯିବେ । ତେବେ ବାବୁଶାନ ଙ୍କ ପୁଅ ଏବେ ଜୁନିୟର ବାବୁଶାନ ଏବେ ବେଶ୍ ଚର୍ଚା ରେ ରହି ଆସିଛି ସୋସିଆଲ୍ ମିଡିଆ ରେ । ତେବେ ତାଙ୍କ ପ୍ୟାନ୍ ମାନେ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବାକୁ ବେଶ୍ ବ୍ୟସ୍ତ ଅଛନ୍ତି ।

ତେବେ ଏଲିନା ମଧ୍ୟ ବାବୁଶାନ ଙ୍କୁ ଅଭିନନ୍ଦନ ଜଣେଇଛନ୍ତି ଏବଂ ଏଲିନା ମଧ୍ୟ ବାବୁଶାନ ଙ୍କ ସହିତ କିଛି କଥା ସେୟାର କରିଛନ୍ତି ତାଙ୍କ ପୁଅ କୁ ନେଇ । ତେବେ ଏଲିନା ବାବୁଶାନ ଙ୍କ ପୁଅ କୁ କହିଛନ୍ତି ଯେ , ଇଏ ହେଉଛି ଜୁନିୟର ବାବୁଶାନ ,ଏ ମୋ ସହିତ ମଧ୍ୟ ତଳଚ୍ଚିତ୍ର କରିବ ।

ଏ କଥା ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଏବଂ ଏଲିନା ବାବୁଶାନ ଙ୍କ ପୁଅ କୁ ଆଶୀର୍ବାଦ ଦେଇ କହିଛନ୍ତି ଯେ ଜଗନ୍ନାଥ ସବୁବେଳେ ତାଙ୍କ ଦୁଃଖସୁଖ ର ସାଥି ହୁଅନ୍ତୁ ଓ ତାଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଓ ସେ ସବୁ କାର୍ଯ୍ୟ ରେ ସଫଳ ହୁଅନ୍ତୁ ବୋଲି କହିଥିଲେ । ଏଲିନା ତାଙ୍କର ସୋସିଆଲ୍ ମିଡିଆ ଆକାଉଣ୍ଟ ରେ ମଧ୍ୟ ଛାଡିଥିବାର ଦେଖିବାକୁ ମିଳିଥିଲା ।

 ବାବୁଶାନ ଓ ତୃପ୍ତି ଙ୍କୁ ଏଲିନା ଶୁଭେଚ୍ଛା ଜଣାଇବା ସହ ତାଙ୍କର ଆଗକୁ ଜୀବନ କେମିତି ସୁଖମୟ ହେବା ସହିତ ଜୁନିୟର ବାବୁଶାନ ଙ୍କୁ ଆଶୀର୍ବାଦ ଦେବେ , ତା ଉପରେ ସବୁ ଖୁସି ଢାଳି ଦେଉ ବୋଲି ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ବାବୁଶାନ ଓ ତୃପ୍ତି ଏକ ସୋସିଆଲ୍ ମିଡିଆ ରେ ତାଙ୍କ ଲିଟିଲ୍ ଆଞ୍ଜେଲା ଧରା ପୃଷ୍ଠ ରେ ଆସିଛି ବୋଲି କହିଥିଲେ , ସେତେବେଳେ ଶୁଭେଚ୍ଛା ର ସୁଅ ଛୁଟି ଥିଲା । କିନ୍ତୁ ଏଥର ଏଲିନା ଙ୍କ ଶୁଭେଚ୍ଛା ଥିଲା ଟିକେ ଅଲଗା ।

ବାବୁଶାନ ଓ ଏଲିନା ଙ୍କ ଯୋଡି କୁ ସମସ୍ତେ ଦେଖିଥିବେ । ସେମାନଙ୍କ ଯୋଡି କୁ ସମସ୍ତେ ପସନ୍ଦ କରନ୍ତି । ବାବୁଶାନ ଓ ଏଲିନା ଆସନ୍ତା ରଜ ରେ ଗୋଟିଏ ଫିଲ୍ମ ରେ ଏକାଠି ଦେଖା ଦେବେ ଓ ଫିଲ୍ମଟିର ନାମ ହେଉଛି ଗଜପତି । ସେମାନେ ଆଗରୁ ମଧ୍ୟ ଲଭ୍ ସ୍ଟେଷନ , ଝିଅ ଟା ବିଗିଡି ଗଲା ଭଳି ବହୁତ ରୋମାଣ୍ଟିକ୍ ଓ ଆକ୍ସନ୍ ଫିଲ୍ମ ରେ ମଧ୍ୟ ଏକାଠି କାମ କରିଛନ୍ତି , ଯହା ଫଳରେ ଦର୍ଶକ ମାନଙ୍କ ପାଖରେ ଲୋକପ୍ରିୟ ହୋଇ ପାରିଛନ୍ତି ।