ଦେଖନ୍ତୁ ଭିଡ଼ିଓ – ବୀଚ ରାସ୍ତାରେ ସର୍ବ ସମ୍ମୁଖରେ ସ୍ତ୍ରୀ ସ୍ୱାମୀ କୁ କଲା ଉଲଗ୍ନ ଭିଡ଼ିଓ ଦେଖିଲେ ହୋଇଯିବେ ତାଯୁବ

ଆଗ କାଳରେ ସ୍ତ୍ରୀ ସ୍ୱାମୀ ଙ୍କୁ ଦେବତା ବୋଲି ମାନୁଥିଲେ ଏବଂ ପୂଜା ମଧ୍ୟ କରୁଥିଲେ । ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ବିଶ୍ୱାସ ରୂପକ ସମ୍ପର୍କ ଥିଲା । ସ୍ୱାମୀ ଙ୍କ ସମସ୍ତ କଥା ସ୍ତ୍ରୀ ମାନୁଥିଲେ ଏବଂ ସେମାନଙ୍କ ମଧ୍ୟରେ ଅତୁଟ ଭଲ ପାଇବା ଥିଲା । କିନ୍ତୁ ଆଜିକାଲି ଏହି କଳୁଷିତ ସମାଜରେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଆଉ ସେ ସମ୍ପର୍କ ରହୁନାହି। ବିବାହ ପରେ କିଛି ଦିନ ସୁଖରେ ରହିଲା ପରେ କୌଣସି କଥା କୁ ନେଇ ମନମାଳିନ୍ୟ ସୃଷ୍ଟି ହେବା ପରେ କେଉଁଠି ସ୍ତ୍ରୀ ଘର ଛାଡି ପଳଉଛି ତ କେଉଁଠି ସେମାନଙ୍କ ମଧ୍ୟରେ ଛାଡପତ୍ର ହେଉଛି ।

ଅଧିକାଂଶ ସମୟରେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ମନମାଳିନ୍ୟ ହେବାର କାରଣ ହେଉଛି କେଉଁଠି ସ୍ୱାମୀ ଅନ୍ୟ ସ୍ତ୍ରୀ ସହ ସମ୍ପର୍କ ରଖୁଛି ତ କେଉଁଠି ସ୍ତ୍ରୀ ଅନ୍ୟ ପୁରୁଷ ସହ ସମ୍ପର୍କ ରଖୁଛି ।

ଆଜିକାଲି ସମାଜ ରେ ଅନ୍ୟ ଏକ ଘଟଣା ସାଧାରଣ ହୋଇଗଲାଣି ଯହା ହେଲା ଝିଆ ପୁଅ ଭଲ ପାଇ ବାପା ମାଆ ଙ୍କ ବିନା ପରାମର୍ଶ ରେ ବିବାହ କରୁଛନ୍ତି । ଫଳରେ ସମାଜରେ ପିତା ମାତାଙ୍କ ସମ୍ମାନ ହାନି ହେଉଛି ଓ ମୁଣ୍ଡ ଟେକି ରାସ୍ତା ରେ ଚାଲି ପାରୁନାହାନ୍ତି ।

ଏହି ଭଳି ଏକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ର ଜିଲ୍ଲାପାଳ ଙ୍କ ଅଫିସ୍ ଆଗରେ । ସ୍ତ୍ରୀ ଟିଏ ବିଚ୍ ରାସ୍ତାରେ ସମସ୍ତ ଙ୍କ ଆଗରେ ସ୍ୱାମୀ ଙ୍କୁ ଚପଲ ମାଡ ମାରିଲେ ଓ ଅଶ୍ଳୀଳ ଭାଷା ରେ ଗାଳି ଦେଉଛନ୍ତି । ପରକୀୟା ପ୍ରିତୀ କୁ ନେଇ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଚାଲିଛି ଏଇ ଗଣ୍ଡଗୋଳ ।

ହିରାକୁଦ ଥାନା ଅନ୍ତ୍ରଗତ ଭିଏସ୍ଏସ୍ କୋଲନୀର ରାଖି ପଦ୍ମା ପଣ୍ଡା । ଆଜି ହଠାତ୍ ଜିଲ୍ଲାପାଳ ଙ୍କ ସମ୍ମୁଖରେ ପାଟିତୁଣ୍ଡ କରିବା ସହ ଚପଲ ମାଡ ମାରିଥିଲେ ତାଙ୍କ ସ୍ୱାମୀ ଙ୍କୁ । ତାଙ୍କ ସ୍ୱାମୀ ହେଉଛନ୍ତି ହିରାକୁଦ କଲେଜ ର ରାଜନିତୀ ବିଜ୍ଞାନ ର ଅଧ୍ୟାପକ , ଅକ୍ଷୟ ସୁତା । ଅଭିଯୋଗ ମୁତାବକ , ଅକ୍ଷୟ ପ୍ରାଚୀ ଙ୍କୁ 2006 ମସିହାରେ ବୈଦିକ ରିତୀରେ ବିବାହ କରିଥିଲେ । ହେଲେ ଅକ୍ଷୟ ଙ୍କ ଅନ୍ୟ ମହିଲା ଙ୍କ ସହ ସଂପର୍କ ରହିଥିବା ହେତୁ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ବାରମ୍ବାର ଗଣ୍ଡଗୋଳ ହେଉଥିଲା ।

 କିଛିଦିନ ହେଲାଣି ଅକ୍ଷୟ ତାଙ୍କ ଘରକୁ ଯାଉନଥିଲେ । ତାଙ୍କ ସ୍ତ୍ରୀ ଖୋଜାଖୋଜି କରି ଜିଲ୍ଲାପାଳ ଙ୍କ ଅଫିସ୍ ସାମ୍ନାରେ ତାଙ୍କୁ ପାଇବା ପରେ ଆରମ୍ଭ ହୋଇଥିଲା ଝଗଡା । ମହିଳା ଜଣକ ଅକ୍ଷୟ ଙ୍କୁ ମାଡ ମାରିବା ତାଙ୍କ କାରନାମା ବିଷୟରେ ଲୋକମାନଙ୍କୁ କହିଥିଲେ । ଏହି ଘଟମା ଏତେ ବଢିଯାଇଥିଲା ଯେ ଲୋକେ ଯେତେ ଚେଷ୍ଟା କଲେ ମଧ୍ୟ ଏଇ ଦୁଇଜଣଙ୍କୁ ଛଡେେଇ ପାରିନଥିଲେ । ଶେଷରେ ଟାଉନ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଦୁଇଜଣଙ୍କୁ ଥାନାକୁ ନେଇ ଯାଇଥିଲେ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।