ଦେଖନ୍ତୁ ଭାଇରାଲ ଭିଡିଓ ! ବଲିଉଡ୍ ଅଭିନେତ୍ରୀ pooja Hedge ଙ୍କ ହଟ୍ ଡ୍ରେସ୍ ଭିଡିଓ ଏବେ ସୋସିଆଲ ମିଡିଆରେ ନିଆଁପରି ଭାଇରାଲ ହେଉଛି…

ମନୋରଞ୍ଜନ ଜଗତରେ ସିନେ ତାରକା ମାନଙ୍କୁ ଅନେକେ ଅନୁସରଣ କରୁଥିବାର ଦେଖାଯାଏ । ଏହା ସତ ଯେ ଅଭିନୟ ଜଗତର ଅନ୍ଦାଜ ଟିକେ ଭିନ୍ନ ଧରଣର ଅଟେ । କାରଣ ସବୁବେଳେ କିଛି ନା କିଛି ରହସ୍ୟ ଭରି ରହିଥାଏ ଏହି ଫିଲ୍ମ ଇଣ୍ଡଷ୍ଟ୍ରି ରେ । ତେଣୁ ପ୍ରଶଂସକ ମାନେ ସେମାନଙ୍କୁ ଅନେକ କ୍ଷେତ୍ରରେ ମାନିଥାନ୍ତି ଏବଂ ତାଙ୍କ ଭଳି ହେବାକୁ ଚେଷ୍ଟା କରନ୍ତି ।ଅଭିନୟ ଜଗତରେ ତାରକା ମାନଙ୍କର ଜୀବନ ଶୈଳୀ ଟିକେ ଅଲଗା ଧରଣର ।

 

ଏମାନଙ୍କ ନିକଟରେ ଅଭିନୟ ହେଉ କିମ୍ବା କାହାକୁ ଡେଟ୍ କରିବା ହେଉ ସବୁଥିରେ ଏକ ନିଆରା ଅନୁଭବ ମିଳିଥାଏ । ଆପଣ ଜାଣିଥିବେ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ଜାବନରେ ଅନେକ ରୋଚକ ମୋଡ ଆସିଥାଏ । ସେମାନଙ୍କ ବ୍ୟକ୍ତିଗତ ଜୀବନ ଶୈଳୀ କୁ ଅନୁସରଣ କରନ୍ତି ସାଧାରଣ ଲୋକେ ଓ ତାଙ୍କର ପ୍ରଶଂସକ ମାନେ । ତେଣୁ ତାଙ୍କର ପ୍ରତିଟି କାର୍ଯ୍ୟ ଉପରେ ପ୍ରାୟତଃ ସମସ୍ତଙ୍କ ନଜର ରହିଥାଏ ।

ଅନେକ ସମୟରେ ସେମାନେ ସେମାନଙ୍କ ବୋଲ୍ଟ ଅନ୍ଦାଜ୍ ଏବଂ ଆକର୍ଷଣୀୟ ଲୁକିଂ ପାଇଁ ମଧ୍ୟ ଲୋକଙ୍କ ସାମ୍ନା କୁ ଆସି ଥାନ୍ତି ।ସେମାନଙ୍କ ଏହି ବୋଲ୍ଟ ଅନ୍ଦାଜର ଫୋଟକୁ ଦେଖି ଅନେକ ସମୟରେ ଚର୍ଚ୍ଚା ହେବାରେ ଲାଗିଥାନ୍ତି । ଯେପରି ଏବେ ସାମ୍ନାକୁ ଆସିଛି ଛୋଟ ଓ ବଡ ପରଦାରେ ଅଭିନୟ ର ଯାଦୁ ଦେଖାଇ ଲୋକଙ୍କ ହୃଦୟ କୁ ସ୍ପର୍ଶ କରିଥିବା ଲୋକପ୍ରିୟ ଅଭିନେତ୍ରୀ ପୂଜା ହେଗଡେ ଏକ ଭିଡିଓ ।ପୂଜା ହେଗଡେ ଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରି ରେ ସମସ୍ତେ ଜାଣନ୍ତି ।

 

ଏହା ସତ ଯେ ବଲିଉଡ୍ ଜଗତରେ ପୂଜା ହେଗଡେ ଜଣେ ବାସ୍ତବ କଳାକାର ଅଟନ୍ତି । ସେ ତାଙ୍କର ଅଭିନୟ ର କଳାରେ ବଲିଉଡ ହେଉ କିମ୍ବା ଟଲିଉଡ୍ ହେଉ ସବୁଠାରେ ସେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଫିଲ୍ମ ଜଗତରେ ପାଦ ଥାପିବା ପରେ ସେ ଅନେକ ସଫଳତା ପାଇଚନ୍ତି ।

ଆପଣମାନେ ଯଦି ସିନେମା ଦେଖିବାକୁ ଭଲ ପାଉଥିବେ ତେବେ ଟିଭି ରେ ପ୍ରସାରିତ ହେଉଥିବା ଅନେକ ମନରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ରେ ବଲିଉଡ୍ ଅଭିନେତ୍ରୀ ପୂଜା ହେଗଡେ ତାଙ୍କର ଚମତ୍କାରିତା ଦେଖାଇଚନ୍ତି ।

ନିକଟରେ ଏହି ଅଭିନେ୍ତ୍ରୀ ଜଣକ ବାହରକୁ ଆସିଥିବା ସମୟରେ ତାହ୍କର ବୋଲ୍ଟ ଅନ୍ଦାଜ ର ଫୋଟ ଦେଖିବାକୁ ମିଳୁଛି । କ୍ୟାମେରା ପର୍ସନ୍ ମାନେ ଏହାକୁ ମାଗାଜିନ୍ ରେ ପବ୍ଲିଶ୍ କରିବାକୁ ଭିନ୍ନ ଭିନ୍ନ ଢଙ୍ଗରେ ଉଠାଇଚନ୍ତି ।କେବଳ ଏହି ଅଭିନେତ୍ରୀ ନୁହନ୍ତି ଅନ୍ୟ ଅଭିନେତ୍ରୀମାନଙ୍କୁ ମଧ୍ୟ ଦେଖିବାକୁ ମିଳୁଛି ।

ଅଭିନେତ୍ରୀ ଜରିନ୍ ଖାନ୍ ଙ୍କୁ ମଧ୍ୟ ଦେଖିବାକୁ ମିଳିଛି ସେଠାରେ ।କରୋନା ସମୟରେ ସମସ୍ତେ ମାସ୍କ ପିନ୍ଧି କରୋନା କଟକଣା କୁ ମାନୁଥିବା ର ଦେଖିବାକୁ ମିଳିଛି । ଏକ ଭିନ୍ନ ଅନ୍ଦାଜ ରେ ଆକର୍ଷଣୀୟ ଲୁକ୍ ରେ ମାସ୍କ ପିନ୍ଧି ଏୟାର ପୋର୍ଟ ରେ ଯାଉଥିବା ସମୟରେ ସେମାନଙ୍କ ଫୋଟ ସୁଟ୍ କରିଛନ୍ତି ମିଡିଆ ପର୍ସନ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।