ajira anuchinta– ସୁନା ଝୁଲଣାରେ ଝୁଲିବେ ଏହି 6 ରାଶି , ଆଜିଥାରୁ ଏମାନଙ୍କୁ ମିଳିବ ପ୍ରଚୁର ଟଙ୍କା ! ଏଥିରେ ଆପଣଙ୍କ ରାଶି ବି ଥାଇପାରେ ….

ଜ୍ୟୋାତାଷ ଶାସ୍ତ୍ର ଅନୁସାରେ 6ଏପ୍ରିଲ ମଙ୍ଗଳବାର ଦିନ ମାତ୍ର 12 ଘଣ୍ଟା 22 ମିନିଟ୍ ରେ ବୃହସ୍ପତି ମକର ରାଶି ରୁ କୁମ୍ଭ ରାଶିକୁ ଚଳନ କରିବେ ।ଦେବଗୁରୁ ବୃହସ୍ପତି କୁମ୍ଭ ରାଶି ରେ ପାଞ୍ଚ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ବିରାଜିତ ହେବେ । ଏହାପରେ ସେ ପୁନଶ୍ଚ ମକର ରାଶି କୁ ବକ୍ରୀ ଅବସ୍ଥାରେ ପ୍ରବେଶ କରିବେ । ଏହି ବୃହସ୍ପତି ଚଳନ କିଛି ରାଶିମାନଙ୍କ ଉପରେ ବିଶେଷ ପ୍ରଭାବ ପକେଇବ ଯେହା ଫଲରେ ଏହି ରାଶିମାନଙ୍କର ଭାଗ୍ୟ ଖୋଲିଯିବ ।ତେବେ ଆସନ୍ତୁ ଜାଣିବା ସେହି ରାଶିମାନଙ୍କ ବିଷୟରେ ।
ମେଷ ରାଶି —ବୃହସ୍ପତି ଚଳନ ଯୋଗୁଁ ଆସୁଥିବା ଏପ୍ରିଲ୍ 5 ତାରିଖ ପର ଠାରୁ ମେଷ ରାଶି ର ବ୍ୟକ୍ତି ମାନଙ୍କର ଭାଗ୍ୟ ସଂପୂର୍ଣ୍ମ ବଦଳିଯିବ । ଆପଣମାନଙ୍କୁ ଚାକିରି ଓ ବ୍ୟାପାର କ୍ଷେତ୍ରରେ ପ୍ରଚୁର ଲାଭ ମିଳିବାକୁ ଯାଉଛି । ଜୀବନ ରେ ଥିବା ସମସ୍ତ ସମସ୍ୟା ଦୂର ହେବାକୁ ଯାଉଛି । ସମାଜରେ ଆପଣମାନଙ୍କ ସମ୍ମାନ ବୃଦ୍ଧି ହେବ ଓ ଆପଣଙ୍କ ଆଗାମୀ ଜୀବନ ସୁଖ ସମୃଦ୍ଧି ରେ ଅତିବାହିତ ହେବ ।

ବୃଷ ରାଶି –ଆମ ଲିଷ୍ଟ ର ଦ୍ୱିତୀୟ ସ୍ଥାନରେ ଅଛନ୍ତି ବୃଷ ରାଶି ର ବ୍ୟକ୍ତି ବିଶେଷ ମାନ । ଆପଣମାନଙ୍କ ଦ୍ୱାରା ହୋଇଥିବା ସମସ୍ତ ଯୋଜନା ଫଳପ୍ରଦ ହେବ । ବୈବାହିକ ଜୀବନରେ ସମସ୍ତ ସମସ୍ୟା ଦୂର ହେବ । ବ୍ୟାପାର କ୍ଷେତ୍ରରେ ଆପଣଙ୍କୁ ପ୍ରଚୁର ଲାଭ ମିଳିବ । ଆପଣଙ୍କୁ ଆସୁଥିବା ସମୟରେ ନିଶ୍ଚୟ ଏକ ବଡ ଖୁସି ଖବର ମିଳିବ ।

ମକର ରାଶି –ତୃତୀୟ ସ୍ଥାନରେ ଅଛନ୍ତି ମକର ରାଶିର ବ୍ୟକ୍ତି ବିଶେଷ ଗଣ । ବୃହସ୍ପତି ଚଳନ ହେତୁ ଆସୁଥିବା ଏପ୍ରିଲ 6 ତାରିଖ ରୁ ଏହି ରାଶି ର ବ୍ୟକ୍ତି ବିଶେଷ ମାନଙ୍କୁ ଆସୁଥିବା ସମୟରେ ଏକ ବଡ ଖୁସି ଖବର ମିଳିବ । ଆପଣଙ୍କ ଅଟକି ଯାଇଥିବା ଧନ ଆପଣ ବହୁତ ଶୀଘ୍ର ଫେରି ପାଇବେ ଓ ଆପଣଙ୍କ ଆଗାମୀ ଦିନ ସୁଖ ସମୃଦ୍ଧି ରେ ବ୍ୟତୀତ ହେବ । ଆପଣମାନେ ବ୍ୟାପାର କ୍ଷେତ୍ରରେ ବିଦେଶ ଯାତ୍ରା କରିବାକୁ ଯାଇପାରନ୍ତି ।

ସିଂହ ରାଶି –ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ସିଂହ ରାଶି ର ବ୍ୟକ୍ତି ବିଶେଷ ମାନ । ଆପଣଙ୍କୁ ନିଜ ସ୍ତ୍ରୀ ର ପୂର୍ଣ୍ଣ ସହାୟତା ମିଳିବ । ସନ୍ତାନ ପକ୍ଷରୁ ଆପଣଙ୍କୁ ବହୁତ ଖୁସି ଖବର ମିଳିବ । ଆସୁଥିବା ସମୟରେ ଆପଣମାନଙ୍କୁ ବ୍ୟାପାର ଓ ଚାକିରି କ୍ଷେତ୍ରରେ ପ୍ରଚୁର ଲାଭ ମିଳିବାକୁ ଯାଉଛି । ପରିବାରରେ ସୁଖ ସମୃଦ୍ଧି ର ବାତାବରଣ ରହିବା ସହ ଆପଣଙ୍କ ମନ ପ୍ରସନ୍ନ ରହିବ ।

କୁମ୍ଭ ରାଶି —ଆପଣମାନଙ୍କୁ ଏହି ରାଶି ରେ ବୃହସ୍ପତି ଚଳନ ଯୋଗୁଁ ପ୍ରଚୁର ଧନ ଲାଭ ହେବାକୁ ଯାଉଛି । ଆପଣଙ୍କ ସ୍ୱାସ୍ଥ୍ୟ ରେ ସୁଧାର ଆସିବ । ଜାବନର ସମସ୍ତ ସମସ୍ୟା ଦୂର ହେବ । ଆପଣଙ୍କୁ ନିଜ ସ୍ତ୍ରୀ ଠାରୁ ସମସ୍ତ ସୁଖ ମିଳିବ । ଏହା ସହିକ ଆପଣ ଆସୁଥିବା ସମୟରେ ଭୂମି ଓ ବାହାନ ଆଦି କିଣିବାରେ ସକ୍ଷମ ହେବେ ।

ରାଶି ଚକ୍ର ର ବାକି 7 ଟି ରାଶିଙ୍କ ପାଇଁ ଏହି ବୃହସ୍ପତି ଚଳନ ଶୁଭ ଫଳପ୍ରଦ ହେବ ନାହିଁ । ତେଣୁ ଆପଣମାନେ ଟିକେ ସତର୍କତାର ସହ ଜୀବନ ର ସମସ୍ତ ନିଷ୍ପତି ନେବେ ।