ଦେଖନ୍ତୁ ଭିଡ଼ିଓ – ଓଡ଼ିଆ ସିରିଏଲ ର ସୁନ୍ଦରୀ ଅଭିନେତ୍ରୀ ଲିପି ଙ୍କୁ କିଏ ଧୋକା ଦେଲା ?? ତାଙ୍କ ସହିତ ଘଟିଲା ଏମିତି ଅଘଟଣ ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇତେବେ ! ଭିଡ଼ିଓ ଭାଇରାଲ….

ଅଲିଉଡ, ବଲିଉଡ ଏବଂ ଟିଭି ସିରିଏଲ୍ ର ଅଭିନେତା ଅଭିନେତ୍ରୀ ମାନେ ସାଧାରଣତଃ ସବୁବେଳେ ନିଜର କିଛି କାର୍ଯ୍ୟ ପାଇଁ ଚର୍ଚ୍ଚାକୁ ଆସିଥାନ୍ତି । ସେମାନେ କେତେ ବେଳେ ନିଜର ଲଭ୍ ଲାଇଫ୍ ପାଇଁ ତ କେତେବେଳେ ନିଜର ନାଚ ଗୀତ ପାଇଁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ତଥା କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି । ବର୍ତ୍ତମାନ ସମୟରେ ଠିକ୍ ସେହିପରି ଜଣେ ଛୋଟ ପରଦାରେ ବଡ ଧମାକା କରୁଥିବା ଓଡିଶାର ଚୁଲବୁଲି ନାୟିକା ଲିପିଙ୍କ ବିଷୟରେ ଆମେ କିଛି କହିବାକୁ ଯାଉଛୁ ।

ତେବେ ଆପଣ ମାନେ ତ ନିଶ୍ଚିତ ଭାବରେ ଅଭିନେତ୍ରୀ ଲିପି ଙ୍କୁ ଜାଣିଥିବେ ଯିଏକି ଅଭିନୟ ଜଗତକୁ ଆସିବା ପୂର୍ବରୁ ପ୍ରଥମେ ଓଡିଆ ଆଲବମ୍ ଦୁନିଆରେ ପାଦ ଦେଇ ବେଶ୍ ପ୍ରଶଂସା ସାଉଂଟି ଥିଲେ ।

ଏହାପରେ ସେ ଧିରେ ଧିରେ ଟେଲି ଦୁନିଆରେ ପାଦ ଦେଲେ ଏବଂ ବର୍ତ୍ତମାନ ସମୟରେ ସେ ସାରା ଓଡିଶାର ଘରେ ଘରେ ବେଶ୍ ପରିଚିତ ଏବଂ ପ୍ରଶଂସିତ ଅଭିନେତ୍ରୀ ହୋଇ ପାରିଛନ୍ତି । ସାଧାରଣତଃ ଅଭିନେତ୍ରୀ ତଥା ଅଭିନେତା ମାନେ ସେମାନଙ୍କର ଦୈନନ୍ଦିନ ଜୀବନର କାର୍ଯ୍ୟକଳାପ ଏବଂ ବ୍ୟକ୍ତିଗତ ଜୀବନ କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚିତ ହୋଇଥାନ୍ତି । ଜୀବନର ପ୍ରତି ମୂହୂର୍ତ୍ତକୁ ସେମାନେ ସେମାନଙ୍କର ପ୍ରଶଂସକ ମାନଙ୍କ ସହିତ ସେୟାର କରିଥାନ୍ତି ।


ସେହିପରି ଜଣେ କଳାକର ହେଉଛନ୍ତି ଲିପି ମହାପାତ୍ର ଯିଏକି ଟେଲି ଜଗତର ଜଣେ ନାମୀଦାମୀ ତଥା ଲୋକପ୍ରିୟ ଏବଂ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ତାଙ୍କର ଚମତ୍କାରୀ ଅଭିନୟର ଝଲକ୍ ଆପଣ ମାନେ ତାଙ୍କର ପ୍ରସାରିତ ହେଉଥିବା ଟିଭି ଧାରାବାହିକ ଗୁଡିକରେ ଦେଖି ପାରିବେ । ଲିପି ଦେଖିବା ପାଇଁ ଯେମିତି ସୁନ୍ଦର ତାଙ୍କର ଅଭିନୟ ମଧ୍ୟ ସେତିକି ଆକର୍ଷଣୀୟ ତଥା ଚମତ୍କାରୀ ।

ଅଭିନେତ୍ରୀ ଲିପି ସବୁ ବେଳେ ତାଙ୍କର କ୍ୟାରେକ୍ଟର ଭିତରେ ହଜି ଯିବାକୁ ଚେଷ୍ଟା କରିଥାନ୍ତି ଏବଂ ତାଙ୍କ ଆଡକୁ ଦର୍ଶକ ମାନଙ୍କୁ ଆକର୍ଷିତ କରି ପାରିଥାନ୍ତି । ଏବେ ଏବେ ସେ ତାଙ୍କର ୟୁଟ୍ୟୁବ ଚ୍ୟାନାଲ୍ ରେ ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି ,ଯେଉଁଥିରେ ସେ କହିଛନ୍ତି ଯେ ତାଙ୍କୁ ଧୋକା ଦିଆ ଯାଇଛି ।

ତେବେ ଆପଣ ମାନେ ମଧ୍ୟ ଭାବୁ ଥିବେ ଯେ ତାଙ୍କୁ କିଏ ଧୋକା ଦେଇଛି । କହିବାକୁ ଗଲେ ତାଙ୍କୁ ତାଙ୍କ ମାଁ, ଭାଉଜ ଏବଂ ଘରର ଚାକରାଣୀ ଧୋକା ଦେଇଛନ୍ତି ବୋଲି ସେ କହିଛନ୍ତି ।

କାହିଁକି ନାଁ ତାଙ୍କ ମାଁ ସୁଟିଂ ସେଟ୍ ରେ ଥିବାରୁ ଏବଂ ଭାଉଜ ଙ୍କ ଦେହ ଅସୁସ୍ଥ ଥିବାରୁ ,ଆଉ ଏପଟେ ପୁଣି ତାଙ୍କ ଘରର ଚାକରାଣୀ ଆସି ନ ଥିବାରୁ ତାଙ୍କୁ ସକାଳୁ ସକାଳୁ ଶିଘ୍ର ଉଠି ଘରର ସମସ୍ତ ବାସନ ଧୋଇବା ସହିତ ଘରର ଅନ୍ୟ ସମସ୍ତ କାମ କରିବାକୁ ପଡୁଛି । ଆଉ ଯଉଁଥି ପାଇଁ କି ଅଭିନେତ୍ରୀ ଲିପି କହିଛନ୍ତି କି ତାଙ୍କୁ ଧୋକା ଦିଆ ଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।