ollywood news — ବିବାହର ଏତେ ଦିନ ପରେ ବାପା ମା” ହେବାକୁ ଯାଉଛନ୍ତି ଅଭିନେତା ଶୁଭାଶିଷ୍ ଏବଂ ଆନିସା ,,,ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଫୋଟୋ

ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ହିଁ ସୁନ୍ଦର କଥା ବିଷୟରେ କହିବୁ ଯାହାକୁ ଆପଣ ମାନେ ଶୁଣିଲେ ବହୁତ ଖୁସି ହୋଇଯିବେ । ତେବେ ଆପଣ ମାନେ ତ ଜାଣିଛନ୍ତି କି ଆଜିର ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ସୋସିଆଲ ମିଡିଆର ବ୍ୟବହାର କରନ୍ତି ବିଶେଷ କରି କହିବାକୁ ଗଲେ କଳାକାର ଜଗତର କଳାକାର ମାନେ ପ୍ରତ୍ୟେକ ସମୟରେ କୌଣସି ନା କୌଣସି କାରଣରୁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ସେମାନଙ୍କର ବ୍ୟକ୍ତିଗତ ଜୀବନରେ ଘଟଣା ଏବଂ ଅଭିନୟ ଜୀବନର ଘଟଣାକୁ ମଧ୍ୟ ସେମାନେ ନିଜର ଫେନ୍ସ ମାନଙ୍କ ସହିତ ସୋସିଆଲ ମିଡିଆରେ ସେୟାର କରିଥାନ୍ତି ।

ତେବେ ଆଜି ମଧ୍ୟ ସେମିତି ଏକ ଘଟଣା ଆମ ମାନଙ୍କ ସାମ୍ନାକୁ ଆସିଛି , ଯେଉଁଥିରେ ଜଣେ କଳାକାର ନିଜର ଖୁସି ସୋସିଆଲ ମିଡିଆରେ ତାଙ୍କର ଫେନ୍ସ ମାନଙ୍କ ସହିତ ସେୟାର କରିଛନ୍ତି ।

ଆମେ ଆପଣ ମାନଙ୍କୁ ଯେଉଁ କଳାକାରଙ୍କ ବିଷୟରେ କହୁଛୁ ତାଙ୍କୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଛନ୍ତି ଏପରିକି ସେମାନଙ୍କ ଯୋଡିକୁ ମଧ୍ୟ ଆପଣ ମାନେ ବହୁତ ଭଲ ପାଇବା ଦେଇଛନ୍ତି ଯେଉଁଥିପାଇଁ କି ସେମାନେ ଆଜି ଅତି କମ ସମୟରେ ବହୁତ ସଫଳତା ହାସଲ କରିଛନ୍ତି । କାରଣ ଅନେକ ବ୍ୟକ୍ତି ମାନେ ଥାଆନ୍ତି କି ଯେଉଁମାନେ କଠିନ ପରିଶ୍ରମ କରି ମଧ୍ୟ ସଫଳତାର ପାହାଚ ଯାଏ ପହଞ୍ଚିପାରନ୍ତି ନାହିଁ ମାତ୍ର କେତେକ ବ୍ୟକ୍ତି ମାନେ ନିଜର ଅଭିନୟ ଯାଦୁର ଲୋକମାନଙ୍କ ମନକୁ ଏତେ ମୋହି ନେଇଥାନ୍ତି କି ରାତାରାତି ସେମାନେ ଚର୍ଚ୍ଚାର ବିଷୟ ପାଲଟି ଯାଇଥାନ୍ତି ।


ଆମେ ଆପଣ ମାନଙ୍କୁ ଯାହାଙ୍କ ବିଷୟରେ କହୁଛୁ ସେ ହେଉଛନ୍ତି ଆପଣ ମାନଙ୍କର ଅତି ପ୍ରିୟ କଲାକାର ସୁବାଶିଷ ଶର୍ମା ଏବଂ ଆନିଶା ଯାହାଙ୍କର ଯୋଡିକୁ ଆପଣ ମାନେ ବହୁତ ହିଁ ପସନ୍ଦ କରନ୍ତି । ଏହା ସହିତ ଏମାନଙ୍କର ବିବାହ ହୋଇ ଏମାନେ ସାତ ଜନ୍ମର ସାଥୀ ହେବାର ମଧ୍ୟ ଶପଥ ନେଇଛନ୍ତି ଅର୍ଥତା ବିବାହ କିରସାରିଛନ୍ତି ।

ଆନିଶା ଏବଂ ସୁବାଶିଷ ଅନେକ ସିରିଏଲରେ ଏକାଠି କାମ କରିଛନ୍ତି ଏପରିକି ଅନେକ ଫିଲ୍ମରେ ମଧ୍ୟ ସେମାନେ ଏକା ସାଙ୍ଗରେ ନଜର ଆସିଛନ୍ତି । ତେବେ ଏବେକା ସମୟରେ ଆନିଶା ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ନିଜର ଫେନ୍ସ ମାନଙ୍କୁ ଗୋଟିଏ ଖୁସି ଖବର ଦେଇଛନ୍ତି ।

ତେବେ ସେ ନିଜର ଫେନ୍ସ ମାନଙ୍କୁ କହିଛନ୍ତି କି ସୁବାଶିଷ ଏବଂ ଆନିଶା ବହୁତ ଶୀଘ୍ର ହିଁ ବାପା ମା ହେବାକୁ ଯାଉଛନ୍ତି । ତେବେ ଏହି କଥା ତାଙ୍କର ଫେନ୍ସ ମାନଙ୍କ ପାଇଁ ବହୁତ ଖୁସିର କଥା ଅଟେ ।

ଏମିତି ଏକ ଖବର ଦେଇ ସେମାନେ ବହୁତ ଖୁସି ଅଛନ୍ତି ଏହା ସହିତ ସେମାନେ ନିଜର ଫେନ୍ସ ମାନଙ୍କ ପାଖରୁ ଆର୍ଶିବାଦ ଏବଂ ଶୁଭକାମନା ଆଶା କରିଛନ୍ତି । ତେଣୁ ଆପଣ ମାନେ ଆନିଶାଙ୍କର ଏପରି ଏକ ବହୁତ ବଡ ଖୁସି ପାଇଁ ତାଙ୍କୁ ଆର୍ଶିବାଦ ନିଶ୍ଚିତ ରୂପେ ପ୍ରଦାନ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।