– ହଠାତ କ’ଣ ପାଇଁ ବିବାହର କିଛି ଦିନ ପରେ ପୋଲିସ ନିକଟରେ ପହଞ୍ଚିଲେ ସବ୍ୟ ଅର୍ଚ୍ଚିତା ! ପୁରା ରହସ୍ୟ ଜାଣିଲେ ଆପଣ ମଧ୍ୟ କହିବେ ବ଼ଡ ଘର ବଡ ଗୁମର କଥା……

ଆପଣ ମାନେ ତ ଜାଣିଛନ୍ତି କି ଫିଲ୍ମ ଜଗତରେ କେବେଲେ କଣ ଘଟଣା ଘଟେ ତାହା କେହି ହେଲେ ମଧ୍ୟ କହିପାରିବେ ନାହିଁ । କାରଣ ଏଠାରେ ପ୍ରତ୍ୟେକ ମୂହୂର୍ତ୍ତରେ କିଛି ନୂଆ କଥା ସବୁ ଶୁଣିବାକୁ ମିଳିଥାଏ , ତେବେ ଆଜି ମଧ୍ୟ ଆମେ ଆପଣ ମାନଙ୍କୁ ସେହିପରି ଏକ କଥା ବିଷୟରେ କହିବୁ ଯାହା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ।

ଆପଣ ମାନେ ତ ଜାଣିଛନ୍ତି କି ଓଲିଉଡର ସୁରଷ୍ଟାର ସବ୍ୟସାଚୀ ଏବଂ କୁଇନ ଅର୍ଚ୍ଚିତା ମାର୍ଚ୍ଚ 1 ତାରିଖରେ ରାଜସ୍ଥାନରେ ନିଜର ବିବାହ କାର୍ଯ୍ୟ ସଂପନ୍ନ କରିଥିଲେ ତେବେ ଏହା ଆଗରୁ ସେ କାହାକୁ ମଧ୍ୟ ଏ କଥା କହିନଥିଲେ । ହଠାତ ରୂପରେ ଏମିତି କରିବେ ବୋଲି କେହି ଭାବିନଥିଲେ ମାତ୍ର ଦୁଇ ଯୋଡିଙ୍କର ବିବାହ ସମସ୍ତଙ୍କୁ ବହୁତ ଭଲ ଲାଗିଛି ଅର୍ଥାତ ରିଲ ଲାଇଫର ସବୁଠାରୁ ଲୋକପ୍ରିୟ ଯୋଜି ଏବେ ରିଏଲ ଲାଇଫରେ ଯୋଡି ବାବେ ବିବେତିଚ ହୋଇଛନ୍ତି । ତେବେବ ବିବାହ ପରେ ସେମାନେ 5 ଦିନ ମଧ୍ୟ ଓଡିଶାକୁ ଫେରିଥିଲେ ।

ଆପଣ ମାନେ ତ ଜାଣିଛନ୍ତି କି ସବ୍ୟସାଚୀ ସର୍ବଦା ନିଜର କାର୍ଯ୍ୟ କଳାପକୁ ନେଇ କରି ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି , ତେବେ ଏବେ ମଧ୍ୟ କିଛି ଏମିତି କାମ କରିଛନ୍ତି ଯେଉଁଥିପାଇଁ କି ସେ ଖୁବ ଚର୍ଚ୍ଚାରେ ରହିଛନ୍ତି । ଅର୍ଥତା ଏବେ ସବ୍ୟ ଏବଂ ଅର୍ଚ୍ଚିତା ତାମିଲନାଡୁର ପୋଲିସ ଡିଜିପି ଯାଇ ଦେଖା କରିଛନ୍ତି । ତେବେ ଏମିତି କଣ ଘଟିଲା କି ହଟାତ ସେ ପୋଲିସଙ୍କ ନିକଟରେ ହାଜର ହେଲେ ପୁଣି ବିବାହର କିଛି ଦିନ ପରେ ।

ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି ମାତ୍ର କଣ ରହିଛି ଏହା ପଛର ସତ୍ୟତା ଆସନ୍ତୁ ଜାଣିବା ସେ ବିଷୟରେ କି କଣ ପାଇଁ ଦୁହେଁ ମିଶି ଡିଜିପିଙ୍କୁ ଦେଖା କରିବା ପାଇଁ ଯାଇଥିଲେ ।ଆପଣ ମାନେ ଜାଣନ୍ତି କି କରନା ସମୟରେ ନିଜର ଓଡିଶା ଲୋକଙ୍କୁ ବାହାର ରାଜ୍ୟରୁ ଫେରାଇ ଆଣିବା ପାଇଁ ସବ୍ୟସାଚୀ ବହୁତ ଉଦ୍ୟମ କରିଥିଲେ ଏବଂ ସେଥିରେ ସଫଳ ମଧ୍ୟ ହୋଇଥିଲେ । ତେବେ ସେହି ସମୟରେ ତାମିଲନାଡୁରେ ରହିଥିବା କିଛି ଲୋକଙ୍କୁ ମଧ୍ୟ ସେ ଓ଼ଡିଶା ଫେରାଇ ଆଣିଥିଲେ ତେବେ ଏଥିପାଇଁ ତାଙ୍କୁ ତାମିଲନାଡୁର ପୋଲିସ ଫୋର୍ସ ଡିଜିପି ଜେକେ ତେରିପାଠୀ ବହୁତ ସାହାର୍ଯ୍ୟ କରିଥିଲେ । ତାଙ୍କ ସହୟତା ବିନା ସବ୍ୟ ଏହା କେବେବି କରିପାରିନଥାନ୍ତେ ବୋଲି କହିଛନ୍ତି ।


ସବ୍ୟ କହିଛନ୍ତି କି ଆମେ ତାମିଲନାଜୁ ପୋଲିସ ଡିଜିପି ଡେକେ ତ୍ରିପାଠୀକୁ ଦେଖା କରିବା ପାଇଁ ଆସିଛୁ , କରୋନା ସଂକ୍ରମଣ ସମୟରେ ସେ ଦିନ ରାତି ପରିଶ୍ରମ କରି ନିଜର କାମ କରିଛନ୍ତି ଏପରିକି ଏଠାରେ ଥିବା ଓଡିଆ ପ୍ରବାସୀକୁ ଓଡିଶା ଫେରାଇ ନେବାରେ ସେ ବହୁତ ସାହାର୍ଯ୍ୟ କରିଛନ୍ତି ତାଙ୍କର ସହାୟତା ବିନା ମୁଁ ଏହା କରିପାରିନଥାନ୍ତି । ତେଣୁ କରି ତାଙ୍କର ଏପରି କାମ ପାଇଁ ଆମେ ତାଙ୍କୁ ବ୍ୟକ୍ତିଗତ ଭାବେ ଧନ୍ୟବାଦ ଜଣାଇବା ପାଇଁ ଆସିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।