ଦେଖନ୍ତୁ ଭି଼ଡିଓ ସବ୍ୟ ଅର୍ଚ୍ଚିତା ଙ୍କ ପରେ ନିଜ ବିବାହ କୁ ନେଇ ଏଲିନା କଣ କହିଲେ ମିଡିଆ ଆଗରେ , ସେ ଏହି ହିରୋ ଙ୍କୁ କରିବେ ବିବାହ ….ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଫୋଟୋ…

ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ବଡ ଆଶ୍ଚର୍ଯ୍ୟର କଥା କହିବୁ ଯାହାକୁ ଆପଣ ମାନେ ଜାଣିବା ନିଶ୍ଚିତ ରୂପରେ ଦରକାର । କାରଣ ଏହା ହେଉଛି ଆପଣ ମାନଙ୍କର ପ୍ରିୟ ହିରୋଇନଙ୍କର କିଛି ସିକ୍ରେଟ କଥା । ତେବେ ଆପଣ ମାନେ ଅନେକ ବଲିଉଡ , ଓଲିଉଡ , ଟଲିଉଡ ଫିଲ୍ମ ସବୁ ଦେଖୁଥିବେ ଏହା ସହିତ ସେଥିରେ ଥିବା ହିରୋ ହିରୋଇନ ମାନଙ୍କୁ ମଧ୍ୟ ବହୁତ ଭଲ ପାଉଥିବେ ଅର୍ଥାତ ସେହି ମାନଙ୍କର ଆସୁଥିବା ସମସ୍ତ ମଧ୍ୟ ଆପଣ ମାନେ ଦେଖୁଥିବେ ।

ଆଜି ଆମେ ଆପଣ ମାନଙ୍କୁ ଆପଣଙ୍କର ଜଣେ ପ୍ରିୟ ହିରୋଇନଙ୍କର ବିଷୟରେ କହିବୁ ଯାହାକୁ ଆପଣ ମାନେ ବହୁତ ଭଲ ପାଆନ୍ତି ଏପରିକି ତାଙ୍କର ଆସୁଥିବା ସମସ୍ତ ଫିଲ୍ମକୁ ମଧ୍ୟ ଦେଖନ୍ତି ।

ତେବେ ଆମେ ଆପଣ ମାନଙ୍କୁ ଆପଣଙ୍କର ଓଲିଉଡର ପ୍ରିୟ ହିରୋଇନ ଏଲିନା ସାମନ୍ତରାୟଙ୍କର ବିଷୟରେ କହୁଛୁ , ଯାହାକୁ ଆପଣ ମାନେ ବହୁତ ଭଲ ପାଇବା ଦେଇଛନ୍ତି ଯେଉଁଥିପାଇଁ କି ଏତେ କମ ଦିନରେ ସେ ପିଲ୍ମ ଜଗତରେ ନିଜର ବହୁତ ନାମ କମାଇ ପାରିଛନ୍ତି । ଯାହାକି ଅନ୍ୟ କେହି ହିରୋଇନ ମାନେ ଏତେ କମ ସମୟରେ ଏତେ ଫେମସ ହୋଇପାରିନାହାନ୍ତି । ଏବେକା ସମୟରେ ଶୁଣିବାକୁ ମିଳୁଛି କି ଆପଣଙ୍କର ପ୍ରିୟ ହିରୋଇନ ଏଲିନା ସାମନ୍ତରାୟ କୁଆଡେ ବିବାହ କରିବାକୁ ଯାଉଛନ୍ତି ତେବେ ଏ କଥା କେତେ ଦୂରରେ ସତ କି ମିଛ କଣ ରହିଛି ଏ ବିବାହ ପଛର କାରଣ ଆସନ୍ତୁ ଜାଣିବା ସେ ବିଷୟରେ ।


ଆପଣ ମାନେ ତ ଜାଣନ୍ତି କି ଏବେ ଗତ କିଛି ଦିନ ତଳେ ଅର୍ଚ୍ଚିତା ଏବଂ ସବ୍ୟସାଚୀ ଙ୍କର ବିବାହ ସରିଯାଇଛି ତେବେ ଏବେ ଶୁଣିବାକୁ ମିଳୁଛି କି ତାଙ୍କ ପରେ ଏଲିନାଙ୍କର ବିବାହ ହେବ ବୋଲି । ଯେମିତି ଅର୍ଚ୍ଚିତା କାହାକୁ ବିବାହ କରିବା କଥା ଜମେଇ ନଥିଲେ ସେମିତି ଏଲିନା ମଧ୍ୟ କାହାକୁ ଜଣେଇ ନାହାନ୍ତି । ମାତ୍ର ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ କହିଛନ୍ତି କି ସେ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ।

ଏହା ସହିତ କହିଛନ୍ତି କି ସେ ଜଣେ ଓଡିଆ ସୁପରଷ୍ଟାର ହିରୋଙ୍କୁ ହିଁ ବିବାହ କରିବେ । ମାତ୍ର ସଠିକ କଥା କାହାକୁ କହିନାହାନ୍ତି କେବଳ ଏତିକି କହିଛନ୍ତି କି ଆଗାମୀ ଦିନ ଗୁଡିକ ମଧ୍ୟରେ ସେ ସମସ୍ତ କଥା ସମସ୍ତଙ୍କୁ ଜଣେଇଦେବେ ।

ଏଲିନାଙ୍କର ଏପରି କଥା ପଛରେ କଣ କାରଣ ରହିଛି ଏହା ସହିତ ସେ କେଉଁ ଓଲିଉଡ ସୁପରଷ୍ଟାରଙ୍କୁ ବିବାହ କରିବେ ସେ ତାହା ଆଗକୁ ବହୁତ ଶୀଘ୍ର ଜଣାପଡିବ କାରଣ ଏ ନେଇ ବର୍ତ୍ତମାନ ସମୟରେ ସେ କିଛି ହେଲେ ମଧ୍ୟ କହିନାହାନ୍ତି ।