ନୂଆ ସଂକ୍ରମଣକୁ ଆଖି ଆଗରେ ରଖି ପୁଣି ରାଜ୍ୟସରକାର ଜାରିକଲେ ପ୍ରତି ରବିବାର ଲକଡାଉନ୍ ! ଜାଣନ୍ତୁ କଣ ରହିବ ଗାଇଡଲାଇନ୍…

ଆପଣ ମାନେ ତ ଜାଣିଛନ୍ତି କି ସାରା ଦେଶରେ ଏବେ କରୋନା ମହାମାରୀର ପ୍ରଭାବ ଲାଗି ରହିଛି , କହିବାକୁ ଗଲେ ମାର୍ଚ୍ଚ 2020 ରେ ଏହି କରୋନା ମହାମାରୀ ଆମ ଦେଶ ବା ସାରା ବିଶ୍ୱରେ ଆତଙ୍କ ଖେଳି ଦେଇଥିଲା ତେବେ ଏବେ ସେହି ମହାମାରୀକୁ ବର୍ଷେ ପୂରିଗଲାଣି । ଏହି ମାରାତ୍ମକ ଭୂତାଣୁ ପାଇଁ କହିବାକୁ ଗଲେ ସାରା ବିଶ୍ୱ ପ୍ରାୟତଃ ବହୁତ ଅସୁବିଧାର ସାମ୍ନା କରିଛି ଷ ଏହା ଯୋଗିଁ ଆମ ଦେଶରେ ବହୁତ ପ୍ରକାର ସମସ୍ୟା ସୃଷି ହୋଇଛି ପ୍ରତ୍ୟେକ ଲୋକମାନେ ପ୍ରାୟତଃ 9 ମାସ ଧରି ଘରେ ବସଲିରହିଥିଲେ କୌଣସି ପ୍ରକାର କାମ କରିବାକୁ ଘରୁ ବାହାରକୁ ବାହାରି ପାରୁ ନଥିଲେ ।

କରୋନା ମହାମାରୀ ପାଇଁ ସାରା ଦେଶରେ ଲକଡାଉନ ଘୋଷଣା କରାଯାଇଥିଲା ତାହାର ମାତ୍ରା ଅଧିକ ହେଲେ କେତେକ ସମୟରେ ସଟଡାଉନ ମଧ୍ୟ କରିଦିଆ ଯାଇଛି କାରଣ ଏହା ଦ୍ୱାରା ଏହାର କରୋନାର ପ୍ରଭାବରୁ ଲୋକମାନେ ଟିକେ ମୁକ୍ତି ପାଇପାରିବେ । ଏହି ଲକଡାଉନ କରିବା ସହିତ ସରକାର ମାସ୍କ ପରିଧାନ ସହିତ ସାମାଜିକ ଦୂରତାକୁ ମଧ୍ୟ ବହୁତ ଗୁରୁତ୍ୱ ପ୍ରଦାନ କରିଥିଲେ । ତେବେ ଏହାପରେ କରୋନାର ପ୍ରଭାବ ଟିକେ କମିବାରୁ ସରକାର ଅନଲକ ମଧ୍ୟ ଘୋଷଣା କରିଥିଲେ ।

ସୂଚନା ଯୋଗ୍ୟ କି ଏବେକା ସମୟରେ ଦେଖିବାକୁ ମିଳିଛି କି କରୋନାର ପ୍ରଭାବରେ ଯେମିତି ଟିକେ କମିବାରେ ଲାଗିଥିଲା ମାତ୍ର ତାହା ଏବେ ପୁଣି ବଢିବାରେ ଲାଗିଛି । ଯେଉଁଥିପାଇଁ କି ସରକାର ପୁଣି ଥରେ କରୋନା କଟକଣା ଜାରି କରିଛନ୍ତି ଏବଂ ପୁଣି ଥରେ ଲକଡାଉନ ଘୋଷଣା କରିଛନ୍ତି ।

ତେବେ ମହାରାଷ୍ଟ୍ର ଏବଂ ପଞ୍ଜାବରେ ସରକାର କରୋନା କଟକଣା ଜାରି କରିଛନ୍ତି ଯେଉଁଥିପାଇଁ 31 ମାର୍ଚ୍ଚ ପର୍ଯ୍ୟନ୍ତ ଏହି ସହରରେ ସମସ୍ତ ସ୍କୁଲ୍ ଏବଂ କଲେଜ ବନ୍ଦ କରିଦିଆୟାଇଛି । କେବଳ ଏତିକି ନୁହେଁ କରୋନାର ସଂଙ୍କଟକୁ ଲକ୍ଷ୍ୟ ରଖି ସରକାର ମାର୍ଚ୍ଚ ୨୧ ରବିବାର ଦିନ ଇନ୍ଦୋର, ଭୋପାଳ ଏବଂ ଜବଲପୁରରେ ଦିନିକିଆ ଲକଡାଉନ ଜାରି କରିଛନ୍ତି ।

ଏହି ରାଜ୍ୟର ସରକାର ମାନେ କରୋନାକୁ ଆଖି ଆଗରେ ରଖି ମାସ୍କ ପରିଧାନ ଏବଂ ସାମାଜିକ ଦୂରତାକୁ ବହୁତ ଗୁରୁତ୍ୱ ପ୍ରଦାନ କରିଛନ୍ତି , ଏହା ସହିତ ଗତ 24 ଘଣ୍ଟା ମଧ୍ୟରେ 1140 ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି। 556 ଜଣ ଆରୋଗ୍ୟ ହୋଇଥିବା ବେଳେ 7ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। ତେଣୁ ଆପଣ ମାନେ ଏହି କରୋନା ପାିଁ ନିଜକୁ ବହୁତ ସାବଧାନତାର ସହ ରଖନ୍ତୁ ଏବଂ ସର୍ବଦା ମାସ୍କର ପରିଧାନ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।