ଦେଖନ୍ତୁ ଭିଡ଼ିଓ – ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି ଭିଡ଼ିଓ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ….

ବନ୍ଧୁଗଣ ଆଜିବି ଏହି ବିଜ୍ଞାନ ଯୁଗରେ ଦୁନିଆରେ ଅନେକ ଲୋକ ରହିଛନ୍ତି ଯେଉଁ ମାନେ ଭୂତ ପ୍ରେତ ଆଦିକୁ ବିଶ୍ୱାସ କରନ୍ତି ନାହିଁ।ତେବେ ଏହାର ସତ୍ୟତା କେତେ ରହିଛି ଏବଂ ବାସ୍ତବରେ ଏହାର କୌଣସି ସମ୍ଭାବନା ରହିଛି କି ନାହିଁ ତାକୁ ନେଇ ଅନେକ ଲୋକଙ୍କ ମନରେ ମଧ୍ୟ ପ୍ରଶ୍ନ ରହିଛି। କିନ୍ତୁ ଯାହା ବି ହଉ ବିଜ୍ଞାନ ଏବଂ ଟେକ୍ନୋଲୋଜୀ ରେ ବିକାଶ ଫଳରେ ଏବେବି ଲୋକେ ଏମିତି ଅଜ୍ଞାତ ସାରରେ ରହିଛନ୍ତି ଯେ ସେମାନେ ଭୂତ ପ୍ରେତ ପିଶାଚ ଆଦିକୁ ଭୟ କରି ନଥାନ୍ତି ଏବଂ ଏହାକୁ ହେୟଜ୍ଞାନ କରିଥାନ୍ତି। କାରଣ ଏବେବି ବିଜ୍ଞାନ ଏହାକୁ ମାନିବାକୁ ନାରାଜ ଯେ ସେହିଭଳି କୌଣସି ଶକ୍ତି ଦୁନିଆରେ ନାହିଁ।

ମଣିଷ ମୃତ୍ୟୁ ବରଣ କଲା ପରେ ସେ ଆଉ କୌଣସି ମତ୍ତେ ନିଜକୁ ଭୌତିକ ଦୁନିଆରେ ପରିଚାଳିତ କରି ପାରିବ ନାହିଁ। କିନ୍ତୁ ପୂର୍ବ କାଳରୁ ଏହା କୁହା ଯାଉଛି ଯେ ଯଦି ଜଣେ ମଣିଷର ଅକାଳ ମୃତ୍ୟୁ ଘଟେ କିମ୍ବା ସେ ନିଜେ ଆତ୍ମହତ୍ୟା କରେ କିମ୍ବା ତାକୁ କଷ୍ଟ ଯନ୍ତ୍ରଣା ଦେଇ ମାରି ଦିଆ ଯାଇଥାଏ,ତେବେ ସେ ତାର ଆତ୍ମା ଶାନ୍ତି ପାଇ ନଥିବା କାରଣରୁ ମୃତ୍ୟୁ ପରେ ଅତୃପ୍ତ ଆତ୍ମା ହୋଇ ଘୂରି ବୁଲିଥାଏ। ଆଉ ଯେତେବେଳେ ଆମର ସେହି ଆତ୍ମା ସଦୃଶ ଛାଇ ସହିତ ଭେଟ ହୋଇଯାଏ ଆମେ ସେତେବେଳେ ଡରି ଯାଇଥାଉ।ଆଉ ତାକୁ ଆମେ ଭୂତ ବୋଲି କହିଥାଉ।

ତେବେ ଏହାକୁ ଆମେ ଅନେକାଂଶ ରେ ବିଶ୍ୱାସ ମଧ୍ୟ କରିଥାଉ।ତେବେ ନିକଟରେ ସେହିଭଳି ଏକ ଘଟଣା ଘଟିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏଠାରେ କ୍ୟାମେରା ରେ ରେକର୍ଡ ହୋଇଛି ଭୂତ ର ଛାଇ। ଯାହାକୁ ନ ଦେଖିଲେ ଆପଣ ମଧ୍ୟ ବିଶ୍ଵାସ କରି ପାରିବେ ନାହିଁ।ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ। ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ।

କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ଏବଂ ଏହାର ପ୍ରକୃତ ରହସ୍ୟ କଣ? ଏଠାରେ କ୍ୟାମେରା ରେ ରେକର୍ଡ ହୋଇଥିବା ଏହି ଭିଡିଓ ରେ ଦେଖିବାକୁ ମିଳୁଛି ଯେ, କିଟି କିଟି ଅନ୍ଧାର ରାତିରେ ଗାଡ଼ି ଆଲୁଅରେ ଜଣେ କେହି ଚାଲି ଯାଉ ଥିବାର ଦୃଶ୍ୟ।ସେ ଧଳା ରଙ୍ଗର ଶାଢ଼ୀ କିମ୍ବା ଗାମୁଛା ପିନ୍ଧି ଥିବାର ଭଳି ଜଣା ଯାଉଛି।

ଏହାକୁ ଦେଖି ଅନ୍ଧାର ରାତିରେ ଗାଡ଼ିରେ ଯାଇଥିବା ଲୋକେ ଆତଙ୍କିତ ଓ ଭୟଭୀତ ହୋଇ ପଡ଼ିଛନ୍ତି। ତେବେ ଏହି ଘଟଣା କଳାହାଣ୍ଡି ଜିଲ୍ଲାର ବୋଲି ଜଣା ପଡିଛି। ଏହାର ଦୃଶ୍ୟ କ୍ୟାମେରା ରେ ରେକର୍ଡ ହେବା ପରେ ଏହା ଏବେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।