ଦେଖନ୍ତୁ ଭିଡ଼ିଓ – ପୁଣି ଭାଇରାଲ ହେଲା ପ୍ରେମୀ ଯୁଗଳ ଙ୍କ ଅନଲାଇନ ପ୍ରେମ, ଭିଡ଼ିଓ ଟି ଏବେ ମୋବାଇଲ ରୁ ମୋବାଇଲ କୁ ନିଆଁ ଭଳି ଭାଇରାଲ କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ….

ଆଜିର ଏହି ଅତ୍ୟାଧୁନିକ ସମାଜରେ ପ୍ରେମର ବାସ୍ତବ ପରିଭାଷା ଧୀରେ ଧୀରେ ପରିବର୍ତ୍ତନ ହେବାରେ ଲାଗିଛି।ପ୍ରେମ ଓ ଭଲ ପାଇବା ପରି ଏକ ନିଆରା ଏବଂ ସୁନ୍ଦର ଅନୁଭବ ଏବେ ତାର ନୈତିକତା ହରାଇବାରେ ଲାଗିଲାଣି। ସେଥିପାଇଁ ପୁରାତନ ସମୟର ପ୍ରେମ ଓ ଆଜିର ସମୟର ପ୍ରେମ ଭିତରେ ବହୁତ୍ ଫରକ୍ ଦେଖିବାକୁ ମିଳୁଛି।ତେବେ ଏହାକୁ ନେଇ ସମସ୍ତଙ୍କର ମତ ନିଶ୍ଚିତ ଭାବରେ ଭିନ୍ନ ଭିନ୍ନ ଅଟେ। ପ୍ରେମର ସଂଜ୍ଞା କୁ ସଂପୂର୍ଣ୍ଣ ଭାବରେ ପରିବର୍ତ୍ତନ କରି ଦେଉଛନ୍ତି କିଛି ପ୍ରେମୀ ଯୁଗଳ। କାରଣ ସେଥିରେ ରହିଛି କେବଳ ଶାରିରୀକ ଆକର୍ଷଣ।ଆଜିର ଯୁବପିଢି ଏହାକୁ ଅନେକାଂଶରେ କଳଙ୍କିତ କରି ଦେଇ ସାରିଲେଣି।

ତେଣୁ ଆଜିର ଦୁନିଆରେ ପ୍ରକୃତ ଓ ଚିରନ୍ତନ ପ୍ରେମ କାହାଣୀ ବହୁତ୍ କମ୍ ଦେଖିବାକୁ ମିଳୁଛି। ଯଦିଓ ଆଜିର ଦୁନିଆରେ ଅନେକ ପ୍ରେମ କାହାଣୀ ଅଗ୍ରସର ହେଉଛି ଇଣ୍ଟରନେଟ୍ ମାଧ୍ୟମରେ।ଏହି କାରଣରୁ ଉଭୟ ଉଭୟଙ୍କୁ ଭଲ ଭାବରେ ବୁଝିବା ବା ଜାଣିବା ସମ୍ଭବ ହେଉନାହିଁ।ପ୍ରକୃତ ପ୍ରେମ କାହାଣୀ ବହୁତ୍ କମ୍ ଦେଖିବାକୁ ମିଳୁଛି। ପ୍ରେମର ବାସ୍ତବ ସଂଜ୍ଞା କୁ ଭୁଲି ଯାଉଛନ୍ତି ପ୍ରେମ କରୁଥିବା ଲୋକ। କିନ୍ତୁ ତଥାପି କିଛି ମାତ୍ରା ରେ ଏବେବି ସେଇ ନିଛଟ ପ୍ରେମ କାହାଣୀ ଆଜିର ଦୁନିଆରେ ଜୀବିତ ହୋଇ ରହିଛି। ପ୍ରେମ କେତେବେଳେ କାହା ସହ ହୋଇଯାଏ କେହି ବି ଜାଣି ପାରନ୍ତି ନାହିଁ।

ଏହା ଏମିତି ଏକ ସମ୍ପର୍କ ଯାହା ମଣିଷକୁ ସ୍ନେହ ମମତା ଓ ଭଲ ପାଇବା ପାଇଁ ନିଜକୁ ଅନ୍ୟ ପାଖରେ ଉତ୍ସର୍ଗ କରି ଦେଇଥାଏ। ଆଜିର ପାଠ ପଢୁଆ ଆଧୁନିକ ଯୁଗର ଯୁବପିଢି ପ୍ରେମର ବାସ୍ତବ ସଂଜ୍ଞା କୁ ପରିବର୍ତ୍ତନ କରି ସାରିଲେଣି।ଯେଉଁ କାରଣରୁ ଅଧିକାଂଶ କ୍ଷେତ୍ରରେ ପରସ୍ପର ପ୍ରତି ସ୍ନେହ ମମତା ଭଲ ପାଇବା ଓ ଆବେଗ ରେ ପରିବର୍ତ୍ତନ ଆସୁଛି। ସେମାନେ ପ୍ରେମକୁ ଏକ ଶସ୍ତା ଜିନିଷ, ଉପଭୋଗ୍ୟ ବସ୍ତୁ ଏବଂ ମନୋରଞ୍ଜନ ର ମାଧ୍ୟମ ବୋଲି ଭାବି ଦେଉଛନ୍ତି। ଯେଉଁ କାରଣରୁ ଅନେକ ସମୟରେ ତାଙ୍କ ପାଇଁ ପ୍ରେମକୁ ସମାଜ ଭୁଲ୍ ଦୃଷ୍ଟି ରେ ଦେଖୁଛି।ଆଉ ଅନେକ ସମୟରେ ସେମାନେ ଲଜ୍ଜିତ ଏବଂ ଅପମାନିତ ମଧ୍ୟ ହେଉଛନ୍ତି ସମାଜ ଆଖିରେ।

ଯେମିତି ଏହି ଭାଇରାଳ ଭିଡିଓ ରେ ଆପଣ ଦେଖୁଛନ୍ତି କି କିପରି ଦୁଇ କଲେଜ୍ ପଢୁଆ ପୁଅ ଝିଅ ଘରୁ ପଲାଇ ଆସି ପରସ୍ପର ର ସବୁଦିନ ର ସାଥୀ ହେବା ପାଇଁ ବିବାହ କରି ନେଇଛନ୍ତି। ଦୁହେଁ ଦୁହିଁଙ୍କର ହାତ ଧରିଛନ୍ତି।ଏକ ମନ୍ଦିର ସମ୍ମୁଖରେ ଭଗବାନଙ୍କୁ ସାକ୍ଷୀ ରଖି ସେମାନେ ଏହି ବିବାହ କରିଛନ୍ତି।ତେବେ ଏଥିରେ ଘର ଲୋକଙ୍କ ଉପସ୍ଥିତି ଦେଖିବାକୁ ମିଳି ନାହିଁ। ତେଣୁ ଅନୁମାନ କରା ଯାଉଛି କି ଏହା ଘର ଲୋକଙ୍କ ବିନା ସହମତି ରେ ହୋଇଛି।

ଆଉ ସେମାନଙ୍କର ଏହି ବିବାହ ସମୟର ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।