କୃଷକ ମାନଙ୍କ ପାଇଁ ବଡ ଖବର, ସରକାର 12,110 କୋଟି ଟଙ୍କାର କୃଷି ଋଣ ଛାଡ କଲେ…ମୋଦୀ ଙ୍କୁ ପସନ୍ଦ କରୁଥିଲେ ନିଶ୍ଚିତ ସେୟାର କରନ୍ତୁ ଏବଂ ପୋଷ୍ଟ ଟି ପଢନ୍ତୁ…

ଆପଣମାନେ ଜାଣିଛନ୍ତି ଭାରତ ଏକ କୃଷି ପ୍ରଧାନ ଦେଶ ।ଭାରତରେ ପ୍ରାୟତଃ 70 ଭାଗ ଲୋକ କୃଷି ଉପରେ ନିର୍ଭର କରନ୍ତି ।ଚାଷୀ ହିଁ ଜଗତକୁ ବଞ୍ଚାଉଛି ।କୃଷକମାନେ ହେଉଛନ୍ତି ଆମ ପାଇଁ ଅନ୍ନ ଦାତା .ତାମିଲମାଡୁ ସରକାର ଚାଷୀମାନଙ୍କ ପାଇଁ ଖୁସି ଖବର ନେଇ ଆସିଛନ୍ତି ।ତାମିଲନାଡୁ ସରକାର କୃଷକମାନଙ୍କ ପାଇଁ ଋଣ ଛାଡ କରିଛନ୍ତି ।ରାଜ୍ୟ କୋ- ଅପରେଟିଭ୍ ବ୍ୟାଙ୍କରୁ ନେଇଥିବା କୃଷି ଋଣ ଛାଡ କରିଛନ୍ତି ସରକାର , ରାଜ୍ୟର ମୁଖ୍ୟମନ୍ତ୍ରୀ ଏଡାପଡ୍ଡି କେ ପଲାନୀସ୍ୱାମୀ ।ମୋଟ 12,110 କୋଟି ଟଙ୍କା ର ଋଣ ଛାଡ ନେଇ ଘୋଷଣା କରିଛନ୍ତି ।ଏହି ଋଣ ଛାଡ ହେଲେ 16,13ଲକ୍ଷ ଚାଷୀ ଉପକୃତ ହେବେ ।

ଶୁକ୍ରବାର ଦିନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଧାନସଭା ରେ ଆଇନ 110 ଆଧାରରେ ଏହି ଋଣ କରିବା ବୋଲି ଘୋଷଣା କରିଚନ୍ତି ।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଚକ୍ରବର୍ତ୍ତୀ ତୁଫାନ ନିଭାର ଓ ବୁରେଭି କାରଣରୁ କଋଷକମାନେ ବହୁତ କ୍ଷତିଗ୍ରସ୍ତ ହେଇଛନ୍ତି । ଚାଷ ବହୁତ ନଷ୍ଟ ହୋଇଯାଇଛି ।ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି ।ଏହାକୁ ନଜରରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ମୁଖ୍ୟମନ୍ତ୍ରୀ ପଲାନୀସ୍ୱାମୀ କହିଥିଲେ ଯେ ଯେଉଁ କୃଷକମାନେ ରାଜ୍ୟ କୋ-ଅପରେଟିଭ ବ୍ୟାଙ୍କରୁ ସଶ୍ୟ ଋଣ ନେଇଛନ୍ତି , ସେହିମାନେ ହିଁ ଏହି ଋଣ ଛାଡ ର ଲାଭ ପାଇପାରିବେ ।ଗଲା ମାସରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା । ତାମିଲନାଡୁ ରେ କୃଷକ ମାନଙ୍କ ପସଲ ନଷ୍ଟ ହେଇଯାଇଥିଲା ।

କୃଷକମାନେ ବହୁତ ଭାଙ୍ଗିପଡିଛନ୍ତି ।ସେମାନଙ୍କ ଆର୍ଥିକ ପରିସ୍ଥିତି ଭଲ ନାହିଁ ।ଏହା ଦେଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।ଏହି ଫସଲ କ୍ଷୟର ଅନୁସନ୍ଧାନ କରିବା ପାଇଁ ଏକ କେନ୍ଦ୍ରୀୟ ଟିମ୍ ତାମିଲନାଡୁ ଆସିଥିବାର ସୂଚନା ମିଳିଛି ।

ଆପଣମାନେ ଜାଣିଥିବେ ଦିନକୁ ଦିନ କୃଷି ଆନ୍ଦୋଳନଉଗ୍ର ରୂପ ନେଲାଣି ।ଆଉ କିଛି ମାସ ପରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ।ଏହି ସବୁକୁ ଦୃଷ୍ଟିରେ ତାମିଲନାଡୁ ସରକାର ଚାଷୀମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି ।ଏହି ସବୁ କୁ ଦୃଷ୍ଟି ରେ ରଖି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଚାଷୀ ମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏଭଳି ଯୋଜନା କରିଛନ୍ତି କିନ୍ତୁ ଏହି ଯୋଜନା ଭୋଟ ବ୍ୟାଙ୍କ ରେ ପରିଣତ ହେଉଛି କି ନାହିଁ ତାହା ଦେଖିବାକୁ ଅଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।