ଲକ୍ଷ୍ମୀ ପୁରାଣ ର ରଚୟିତା କିଏ ? ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

ଆମେ ମାନେ ତ ଜାଣିଥିବା ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି । ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି । ଲୋକର ଜ୍ଞାନ ବୃଦ୍ଧିର ଅଭିବୃଦ୍ଧି ଘଟିଲେ ସେ ନିଜର ଏବଂ ସମାଜର ଅନେକ ପ୍ରକାର ଜ୍ଞାନ ମୂଳକ କାର୍ଯ୍ୟ କରିଥାନ୍ତି । ସେ ସମାଜର ଏବଂ ପ୍ରତ୍ୟେକ ଲୋକ ବିଶେଷ ର ଅନେକ ଉନ୍ନତି ସାଧନ କରନ୍ତି । ଜ୍ଞାନ ଙ୍କୁ ବାଣ୍ଟିଲେ ଜ୍ଞାନ ଭଣ୍ଡାର ବୃଦ୍ଧି ଘଟେ । ଜ୍ଞାନ ପିପାସୁ ଲୋକ ମାନେ ଜ୍ଞାନ ବୃଦ୍ଧିର ଅନୁସନ୍ଧାନ କରନ୍ତି।ଜ୍ଞାନ ପିପାସୁ ଲୋକମାନେ ଖାଇବା ପିଇବା ଶୋଇବା , ନର୍ମ ଓ ଚରିତ୍ର ଗଠନ ରେ ସାହାଯ୍ୟ କରେ ।

ଆଜି କାଲି ଯିଏ ଅଟୋ ଚଲଉଥିବ ସିଏ ବି ଇଂରାଜୀ ରେ କଥା କହୁଥିବ। ତେବେ ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି । ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି ।

ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି । ଆମ ମାନଙ୍କୁ ସେହି ସବୁ ର ଉତ୍ତର ଆମ ବୁଦ୍ଧି ସାହାର୍ଯ୍ୟ ରେ ହିଁ ଦେବାକୁ ପଡିଥାଏ। ସମାଜ ରେ ଦେଶ ରେ ପ୍ରୀତି ଟି ଜିନିଷ ଉପରେ ଲୋକ ଙ୍କର ସାମୁହିକ ଜ୍ଞାନ ରହିବ ନିହାତି ଆବଶ୍ୟକ । କାରଣ ଏହି ସବୁ ଜ୍ଞାନ ଆମର ଆଗକୁ ବହୁତ କାମ ରେ ଆସିବ। ଆଉ ଆମ କୁ ଅନେକ କ୍ଷେତ୍ର ରେ ସାହାଯ୍ୟ କରିବ। ତେବେ ଆସନ୍ତୁ ଜାଣିବା ସେମିତି କିଛି ପ୍ରଶ୍ନ ସମ୍ବଦ୍ଧରେ ।

1–ଓଡିଶାରେ ଶେଷ ସ୍ୱାଧୀର ରାଜା ମୁକୁନ୍ଦଦେବ କେଉଁ ରାଜବଂଶର ଥିଲେ ?

ଉତ୍ତର–ଭୋଇ ବଂଶ

2–ହୀରାକୁଦ ନଦୀବନ୍ଧ ଯୋଜନା କେଉଁ ଜିଲ୍ଲାରେ ଅବସ୍ଥିତ ?

ଉତ୍ତର–ସମ୍ବଲପୁର

3–ଓଡିଶାର ପ୍ରଥମ ଜୋଟ ମିଲର ନାମ କଣ ?

ଉତ୍ତର–କୋଣାର୍କ ଝୋଟ ମିଲର

4–ଖାରବେଳ କେଉଁ ଧର୍ମାମ୍ବଲମ୍ବୀ ରାଜା ଥିଲେ ?

ଉତ୍ତର–ଜୈନ ଧର୍ମାବଲମ୍ବୀ

5–ପ୍ରଥମ ଓଡିଆ ଚିଫସେକ୍ରେଟେରୀ କିଏ ଥିଲେ ?

ଉତ୍ତର–ନାଗରୀ ମୋହନ ପଟ୍ଟନାୟକ

6–ଲକ୍ଷ୍ମୀ ପୁରାଣର ରଚୟିତା କିଏ ?

ଉତ୍ତର–ବଳରାମ ଦାସ

7–ଭୌମକର ରାଜବଂଶ କେଉଁ ନଦୀ କୂଳରେ ଗଢି ଉଠିଥିଲା ?

ଉତ୍ତର–ବୈତରଣୀ

8–ଗ୍ରାମାଞ୍ଚଳରେ କାହା ମାଧ୍ୟମରେ ଜଳକୁ ବିଶୋଧନ କରନ୍ତି ?

ଉତ୍ତର – କ୍ଲୋରିନ ଦ୍ୱାରା

9–କେଉଁ ତତ୍ତ୍ୱ ବ୍ରହ୍ମାଣ୍ଡରେ ସର୍ବାଧିକ ଉପଲବ୍ଧ ?

ଉତ୍ତର – ହାଇଡ୍ରୋଜେନ

10–ସମୁଦ୍ରର ଲୁଣି ପାଣିକୁ ଶୁଦ୍ଧ ଜଳରେ ପରିଣତ କରିବାକୁ କେଉଁ ପ୍ରକ୍ରିୟା ଆବଶ୍ୟକ ପଡେ ?

ଉତ୍ତର – ଆସବନ ଦ୍ୱାରା l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।