ବାହାଘର ପରେ ପ୍ରଥମଥର ସ୍ଵାମୀଙ୍କ ସହ ଜିମ୍ ଗଲେ କବିତା ଅପା ! ଭିଡିଓ ଏବେ ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେଉଛି….

ଆଜି ଆମେ ଆପଣ ମାନଙ୍କୁ କୁଆଁରୀ ବୋହୂ ଧାରାବାହିକରେ ଜଣେ ଏମିତି ଅଭିନେତ୍ରୀଙ୍କର ବିଷୟରେ କହିବୁ ୟାହାକୁ ଆପଣ ମାନେ ବହୁତ ପସନ୍ଦ କରନ୍ତି ଏବଂ ତାଙ୍କର ଆକ୍ଟିଙ୍ଗକୁ ମଧ୍ୟ ବହୁତ ଭଲ ପାଆନ୍ତି । ପ୍ରତ୍ୟେକ ଘରର ବ୍ୟକ୍ତି ମାନେ ସର୍ବଦା କାମରେ ବ୍ୟସ୍ତ ରହିତାନ୍ତି ଏବଂ ସେମାନେ ଯେତେବେଳେ କାମରୁ ଟିକେ ଫ୍ରି ହୁଅନ୍ତି ସେହି ସମୟରେ ମନୋରଞ୍ଜନ କରିବା ପାଇଁ ଚାହାନ୍ତି ନିଜର ମାଇଣ୍ଡକୁ ଫ୍ରେସ କରିବା ପାଇଁ ଚାହାନ୍ତି ଏଥିପାଇଁ ବିଭିନ୍ନ ଚ୍ୟାନାଲରେ ପ୍ରସାରିତ ହେଉଥିବା ଧାରାବାହିକ , ପିଲ୍ମ ବା ଗୀତକୁ ଶୁଣିଥାନ୍ତି ।

ତେବେ ଆପଣ ମାନେ ଅନେକ ଧାରାବାହିକ ତ ଦେଖୁଥିବେ ସେଥିମଧ୍ୟରୁ ତରଙ୍ଗ ଚ୍ୟାନାଲରେ ପ୍ରସାରିତ ହେଉଥିବା କୁଆରା ବୋହୂ ଧାରାବାହିକତ ନିସ୍ଚିତ ରୂପରେ ଦେଖୁଥିବେ ଏବଂ ସେଥିରେ ଥିବା କଳାକାର ମାନଙ୍କୁ ନିଶ୍ଚିତ ଭଲ ପାଉଥିବେ ଏବଂ ସେମାନଙ୍କ ବିଷୟରେ ଜାଣିବା ପାଇଁ ମଧ୍ୟ ଚେଷ୍ଟା କରୁଥିବେ ।

ଆଜି ଆମେ ଆପଣ ମାନଙ୍କୁ ସେହି ଧାରାବାହିକରେ କାମ କରୁଥିବା କବିତା ଅପାଙ୍କର ବିଷୟରେ କହିବୁ , ଯିଏ କି ବହୁତ ସୁନ୍ଦର ଅଭିନୟ କରନ୍ତି । ତେବେ ଏବେକା ସମୟରେ କବିତା ବିବାହ କରିସାରିଛନ୍ତି ଏବଂ ସେ ନିଜ ସ୍ୱାମୀଙ୍କ ସହ ଶାଶୁଘରେ ରହି ମଧ୍ୟ ନିଜର ଆକ୍ଟିଙ୍ଗ କ୍ୟାରିୟରକୁ ସୁନ୍ଦର ଭାବେ ବହୁନ କରୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ କହିବୁ କି ସେହି କବିତା ଅପା ଏବେ ବିବାହ ପରେ ନିଜ ସ୍ୱାମୀଙ୍କ ସହ କିପରି ସମୟ ଅତିବାହିତ କରୁଛନ୍ତି । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

ପ୍ରଥମ ଥର ପାଇଁ ବିବାହ ପରେ ଜିମ ଗଲେ କୁଆଁରୀ ବୋହୂ ସିରିଏଲର ଅଭିନେତ୍ରୀ କବିତା ଅପା । ଆପଣ ମାନେ ତ କୁଆଁରୀ ବୋହୂ ସିରିଏଲରେ ଅଭିନୟ କରୁଥିବା କବିତା ଅପାଙ୍କୁ ତ ନିଶ୍ଚିତ ରୂପରେ ଜାଣିଥିବେ । କବିତାଙ୍କର ଜବରଦସ୍ତ ଆକ୍ଟିଙ୍ଗ ପାଇଁ ତାଙ୍କୁ ସମସ୍ତେ ବହୁତ ଭଲ ପାଆନ୍ତି ଏହା ସହିତ ସମସ୍ତଙ୍କ ମନରେ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି । ତାଙ୍କର ଅଭିନୟ ଯାଦୁରେ ସେ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି ।

 କୁଆଁରୀ ବୋହୂ ସିରିଏଲ କରିବା ପୂର୍ବରୁ ସେ ଆହୁରି ଅନେକ ସିରିଏଲ ମଧ୍ୟ କରିଛନ୍ତି ଏବଂ ସେଥିରେ ଦର୍ଶକଙ୍କ ମନରେ ନିଜ ପାଇଁ ସୁନ୍ଦର ଜାଗା ମାନ ତିଆରି କରିପାରିଛନ୍ତି । ଏହା ସହିତ ସେ ଅନେକ ପିଲ୍ମକରେ ମଧ୍ୟ କାମ କରିଛନ୍ତି ତାଙ୍କର ଆଲବମ ଗୀତ ମଧ୍ୟ ରହିଛି । ମାତ୍ର ସେ ସିରିଏଲରୁ ତାଙ୍କର ଆକ୍ଟିଙ୍ଗର ଜଲୱା ଦେଖାଇ ଦର୍ଶକଙ୍କ ମନରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଯେଉଁଥିପାଇଁ କି ଦର୍ଶକ ମାନେ ତାଙ୍କର ଆକ୍ଟିଙ୍ଗ ଦେଖିବା ପାଇଁ ବହୁତ ହିଁ ଭଲ ପାଆନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।