ପ୍ରଥମ ଥର ପାଇଁ ଜାଣନ୍ତୁ ଓଡିଆ ପିଲ୍ମଜଗତର ସମସ୍ତ ଅଭିନେତା ମାନଙ୍କର ସ୍ତ୍ରୀଙ୍କର ବିଷୟରେ , ସେମାନଙ୍କର ପଫ୍ରେସନ କଣ ସେମାନେ କଣ କରନ୍ତି …..

ଆଜି ଆମେ ଆପଣ ମାନଙ୍କୁ ଓଡିଆ ପିଲ୍ମ ଅଭିନେତା ମାନଙ୍କର ସ୍ତ୍ରୀଙ୍କର ବିଷୟରେ କହିବୁ , କି ସେମାନେ କଣ କରନ୍ତି । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।
1–ଅନୁଭବଅନୁଭବଙ୍କର ସ୍ତ୍ରୀ ବର୍ଷା ପ୍ରିୟ ଦର୍ଶିନୀଙ୍କୁ ତ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ ସେ ଏଲିଉଜ କୁଇନ ବାବରେ ବେଶ ପରିଚିତ । ନିକଟରେ ସେ ଏବେ ଡିରେକଟର ଆଡକୁ ପାଦ ଥାପିଛନ୍ତି ମାତ୍ର ଆକ୍ଟିଙ୍ଗରେ ସେ ସୁନ୍ଦର ବାବରେ ପରିଗଣିତ ହୋଇଥାନ୍ତି ।

2–ବାବୁସାନ  ବାବୁସାନଙ୍କର ସ୍ତ୍ରୀ ତୃପ୍ତି ଏକ ବିଜନେସ ମ୍ୟାନ ବୋଲି ଶୁଣିବାକୁ ମିଳୁଛି । ବାବୁସାନଙ୍କର ଏକସାଇଢ ବିଜନେସ ସମ୍ଭାଳୁଛନ୍ତି ତୃପ୍ତି । ତୃପ୍ତି ଏବେକା ସମୟରେ ସେହି ବିଜନେସରେ ବ୍ୟସ୍ତ ରହୁଛନ୍ତି ।

3–ସମ୍ବିତ

 

ସମ୍ବିତ ଏବେକା ସମୟରେ ନୂଆ ବିବାହ କରିଛନ୍ତି , ସମ୍ବିତଙ୍କର ସ୍ତ୍ରୀ ସେପରି କିଛି ଖାସ କାମ କରୁନଥିଲେ ମଧ୍ୟ ନିଦ ହାଉସୱାଇଫରେ ସେ ସମ୍ବିତକୁ ବହୁତ ସର୍ପୋଟ କରନ୍ତି । ସୁଟିଂ ସେଟରେ ସେ ସମ୍ବିତଙ୍କ ସହିତ ପ୍ରାୟତଃ ଦେଖା ଦେଇଥାନ୍ତି ।

4–ସବ୍ୟସାଚୀ

ସୀମା ଏବଂ ସବ୍ୟସାଚୀଙ୍କର ଡିଭୋସ ହୋଇଯାଇଛି ମାତ୍ର ଏହା କେତେଦୂର ସତ୍ୟ ତାହା ଜଣାନାହିଁ । ସୀମା ଏବଂ ସବ୍ୟସାଚୀଙ୍କର ବିବାହ ହେବା ପରେ ମଧ୍ୟ ସୀମା ଜଣେ ବିଜନେସ ମ୍ୟାନ ବୋଲି ଜଣାପଡିଛି ।

5–ଅରିନ୍ଦମ

ଅରିନ୍ଦମଙ୍କର ସ୍ତ୍ରୀ ସେମିତି କିଛି କାମ କରୁନଥିଲେ ମଧ୍ୟ ସେ ତାଙ୍କର ସ୍ୱାମୀଙ୍କୁ କାମରେ ବହୁତ ସହଯୋଗ କରନ୍ତି । ଏପରିକି ସେ ଅରିନ୍ଦମକୁ ବହୁତ ହେଲପ କରନ୍ତି ବୋଲି ଅରିନ୍ଦମ ନିଜେ କହିଛନ୍ତି । ସେ ହୋମ ମେକର ଏବଂ ହାଉସୱାଇଫ ଭାବରେ ନିଜର ସମସ୍ତ କାମ ତୁଲାଉଛନ୍ତି ।

6–ସିଦ୍ଧାନ୍ତ ମହାପାତ୍ର

ସୁଦ୍ଧାନ୍ତ ମହାପାତ୍ରଙ୍କର ଆକ୍ଟିଙ୍ଗ ଯେମିତି ତାଙ୍କର ରୂପ ମଧ୍ୟ ସେମିତି , ସିଦ୍ଧାନ୍ତ ମାମା ମିସ୍ରକୁ ବିବହା କରିଥିଲେ ଏବଂ ମାମା ମିଶ୍ର ଆକ୍ଟିଙ୍ଗ ଜଗତରେ ବେଶ ପରିଚିତ ଥିଲେ । ଏବେ ସେ ଆକ୍ଟିଙ୍ଗ ଦୁନିଆରେ ନାହାନ୍ତି ତାଠାରୁ ଦୂରରେ ରହୁଛନ୍ତି ।

7–ଆକାଶ

ଆକାଶ ଦାସ ନାୟକ ଏବେ ଜଣେ ପଲିଟିସିଆନ ହୋଇଗଲେଣି ଏବଂ ତାଙ୍କର ସ୍ତ୍ରୀ ଶୁଭ୍ର ଜ୍ୟୋତି ଜଣେ ବିଜନେସ ମ୍ୟାନ ଅଟନ୍ତି । ଏହା ସହିତ ସେ ଜଣେ ଫ୍ୟାସନ ଡିଜାଇନର ଅଟନ୍ତି ବୋଲି ନିଜେ କହିଛନ୍ତି ।

8–ସୁବାଶିଷ

ଆପଣ ମାନେ ସୁବାଶିଷଙ୍କୁ ତ ବହୁତ ଭଲ ଭାବରେ ଜାଣିଥିବେ, ସୁବାଶିଷ ଆନିଶାଙ୍କୁ ବିବାହ କରିଛନ୍ତି । ସୁବାଷିଙ୍କର ସ୍ତ୍ରୀ ଅନିଶା ମଧ୍ୟ ଜଣେ ଆକ୍ଟର ଅଟନ୍ତି ।

9–ଦୀପକ

ଦୀପକଙ୍କର ସ୍ତ୍ରୀ ତନୁଜା ଏକ ବିଡିଓ ମାନେ ଏକ ମ୍ୟାନେଜ ମ୍ୟାଣ୍ଟ ସଂସ୍ଥାରେ ରହିଛନ୍ତି । ସେ ସେହି ସଂସ୍ଥାରେ ଏବେ ମଧ୍ୟ କାମ କରୁଛନ୍ତି । ଏହା ସହିତ ସେ ଦୀପକଙ୍କୁକଅନେକ ସମୟରେ ସହଯୋଗର ହାତ ମଧ୍ୟ ବଢାଇଥାନ୍ତି ।

10–ଶ୍ରୀତମ

ଶ୍ରୀତମ ହେଉଛନ୍ତି ଜଣେ ଆକ୍ଟର ଯିଏ କି ପ୍ରେମ ବିବାହ କରିଥିଲେ । ପ୍ରେମ ବିବାହ ପରେ ତାଙ୍କ ସ୍ତ୍ରୀକୁ କୌଣସି କାମ କରିବା ପାଇଁ ଦିଅନ୍ତି ନାହିଁ ଶ୍ରୀତମ ଦାସ । ଏବେକା ସମୟରେ ସେ ପ୍ରେମ ବିବହା କରୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।