interesting Gk Questions –ଓଡିଶାରେ ନଅଙ୍କ ଦୁର୍ଭିକ୍ଷ କେବେ ହୋଇଥିଲା ? କେବଳ ବୁଦ୍ଧିମାନ ଲୋକ ହିଁ ଏହାର ଉତ୍ତର ଦେଇ ପାରିବେ…..

ଜ୍ଞାନ ଙ୍କୁ ବାଣ୍ଟିଲେ ଜ୍ଞାନ ଭଣ୍ଡାର ବୃଦ୍ଧି ଘଟେ । ଜ୍ଞାନ ପିପାସୁ ଲୋକ ମାନେ ଜ୍ଞାନ ବୃଦ୍ଧିର ଅନୁସନ୍ଧାନ କରନ୍ତି , ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି। ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି । ଏବେକା ସମୟରେ ଆପଣ ମାନେ ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା । ଏବେକା ସମୟରେ ଆମ ମାନଙ୍କର ପାଇଁ ଜେନେରାଲ୍ ନୋଲେଜ୍ ର କେତେ ଆବଶ୍ୟକତା ରହିଛି ।

କାହିଁକିନା ଏହି ସାଦାରଣ ଜ୍ଞାନ ମାଧ୍ୟମରେ ଆମେ ବହୁତ କିଛି ଜାଣିବାକୁ ପାଇପାରିବା , ଏହା ସାଧାରଣ ଜ୍ଞାନ ହେଲେ ମଧ୍ୟ ଏହାର ବହୁତ ମହତ୍ତ୍ୱ ରହିଛି । କାରଣ ଏହି ଜ୍ଞାନ ପରବର୍ତ୍ତୀ ସମୟରେ ଆମ ମାନଙ୍କର ବହୁତ କାମରେ ଆସିଥାଏ । ଆମ ଦେଶ ରେ ଅନେକ କିଛି ସ୍ଥାନ ରେ ଅନେକ୍ କିଛି ଜିନିଷ ରହିଛି। ତେବେ ଆମ ଦେଶ ଓ ରାଜ୍ୟ ବିଷୟ ରେ ଏମିତି ଅନେକ ତଥ୍ୟ ରହିଛି ।

ତେବେ ଏହା ଜାଣିବା ଆମର ବହୁତ ଆବଶ୍ୟକ , ଏହା ଆମର ଆଗକୁ କାମ ରେ ଲାଗିବ।ତେବେ ଏହି ବିଷୟ ରେ ସାମୁହିକ ଜ୍ଞାନ ରହିବା ନିହାତି ଆବଶ୍ୟକ। ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି କିଛି ପ୍ରଶ୍ନ ପଚାରିବୁ , ଯାହାକୁ ଆପଣ ମାନେ ହୁଏତ ଜାଣିଥିବେ ଯଦି ଜାଣିନଥିବେ ତେବେ ଏବେ ଜାଣିପାରିବେ ।

1–ପ୍ରାଚୀନ କାଳରେ ଓଡିଶାର ନାମ କଣ ଥିଲା ?

ଉତ୍ତର–ଉଡ୍ର , ଓଡ୍ର, ଉତ୍କଳ , କଳିଙ୍ଗ

2–ଓଡିଆ ଭାଷାର ସୃଷ୍ଟି କେବେ ହୋଇଥିଲା ?

ଉତ୍ତର–ସମ୍ରାଟ ଅନନ୍ତ ବର୍ମା ଚୋଡଗଙ୍ଗଙ୍କର ରାଜତ୍ୱ ସମୟରେ ।

3–କେବେ ଓଡିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଣନା କରାଗଲା ?

ଉତ୍ତର–1936 ଏପ୍ରିଲ ପହିଲାରେ ।

4–ଲିଙ୍ଗରାଜ ମନ୍ଦିର କିଏ ନିର୍ମାଣ କରିଥିଲେ ?

ଉତ୍ତର–ଯଯାତି କେଶରୀ

5–ଓଡିଶାରେ ନଅଙ୍କ ଦୁର୍ଭିକ୍ଷ କେବେ ହୋଇଥିଲା ?

ଉତ୍ତର–1866

6–ସମ୍ରାଟ ଅଶୋକ କେବେ କଳିଙ୍ଗ ଆକ୍ରମଣ କରିଥିଲେ ?

ଉତ୍ତର–ଖୀ. ପୂ 261

7–କଟକର ବାରବାଟୀ ଦୁର୍ଗ କେବେ ନିର୍ମାଣ କରାଯାଇଥିଲା ?

ଉତ୍ତର–10 ମ ଶତାବ୍ଧୀରେ

8–ଓଡିଶାର କେଉଁ ରାଜବଂଶର ଶାସନ କାଳକୁ ସୁବର୍ଣ୍ଣ ଯୁଗ ବୋଲି କୁହାଯାଏ ?

ଉତ୍ତର–ଗଙ୍ଗ ବଂଶର ରାଜତ୍ୱ କାଳ

9–ରେଭେନ୍ସା କଲେଜ କେବେ ସ୍ଥାପନ କରାଯାଇଥିଲା ?

ଉତ୍ତର–1876

10–କେଉଁ ରାଜା ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ ?

ଉତ୍ତର–ଚୋଳଗଙ୍ଗ ଦେବ ଏବଂ ଅନଙ୍ଗ ଭୀମ ଦେବ ।

11–ପାଇକ ବିଦ୍ରୋହ କେବେ ହୋଇଥିଲା ?

ଉତ୍ତର–1817

12–ଶ୍ରୀ ଚୈତନ୍ୟ କେବେ ଓଡିଶା ଆସିଥିଲେ ?

ଉତ୍ତର–1589`

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।